ଆକାଶ ଠୁ ବଡପାତାଳ ଠୁ ବଡତୁମେ ପରା ସଂଜ୍ଞାହୀନକଲମ ମୁନରେଶକତି ନାହିଁ ମୋକରିବାକୁ ତୁମ ଗୁଣ ଗାନଯାହା ମୁଁ ହୋଇଛିଯାହା ମୁଁ…
Category: ସାହିତ୍ୟ ଓ ସଂସ୍କୃତି
ପ୍ରେମ ଦିବସୀୟ ବାର୍ତ୍ତା
ମାଆ ଆଉ ପ୍ରେମ ଦୁଇଟି ଶବ୍ଦରସଂଜ୍ଞା ନ ଜାଣିଲେ କେହି,ସ୍ବର୍ଗୀୟ ଅମୃତ ପବିତ୍ରତା ମଧୁଯାହାର ତୁଳନା ନାହିଁ ! ସତ୍ଯ ଶାନ୍ତି…
ବିଶ୍ବ ରେଡିଓ ଦିବସ
ବଣ-ଜଙ୍ଗଲରେ ବାସ କରୁଥିଲେଯେ’ ଆଦିମ ଜନ-ଜାତି,ଏବେ ଚନ୍ଦ୍ରପୃଷ୍ଠେ ବିଚରଣ କରେବିଜ୍ଞାନର କରାମତି । କ୍ରମେ କ୍ରମେ ଜନ- ସମାଜ ସଂସ୍କୃତିପ୍ରଗତିର ବିକାଶନ,ବିଜ୍ଞାନ…
ବାଃ ବାଃ ରେ କବିତା
ତୁ ମୋ ମନର କବିତାତୁ ମୋ ମନର କବିତାତୋତେ ଲେଖି ବସିଲେଏ ମନରୁ ଦୂରେଇ ଯାଏସକଳ ଦୁଶ୍ଚିନ୍ତାବାଃ ବାଃ ରେ କବିତା…
ଛାଡପତ୍ର
କେତେ ଆଶା କେତେ ସପନ ନେଇଗଢି ଥିଲେ ବାଲିଘର ସଜେଇଆମେ ଦୁହେଁ ପଥପ୍ରାନ୍ତଆଲୋକ ମାଳାରେ ବାଜା ବାଇଦ ରେଆସିଥିଲ ତୁମେ ବର…
ମୋ ଗାଁ
କେନ୍ଦ୍ରାପଡ଼ା ଜିଲ୍ଲା ରପୂରୁବ ପ୍ରାନ୍ତରେମୋ ଗାଁ ଟି ଅଛିଗାଁ ମୁଣ୍ଡରେ ଶିବ ମନ୍ଦିରବଡ ପୋଖରୀ ସାଙ୍ଗକୁବିଦ୍ୟାଳୟ ରହିଛିଆଜି ବି ମୋ ଗାଁମୋତେ…
ପ୍ରମିଳା ମହାନ୍ତି
ମୋ ଝିଅ ର ଶାଶୁପ୍ରମିଳା ମହାନ୍ତିତାଙ୍କ ପରି ସ୍ନେହି ମଣିଷଜଗତେ ନାହାଁନ୍ତିନାଁ ତାଙ୍କ ପ୍ରମିଳା ମହାନ୍ତି ———ଦୁଇ ବୋହୁ ଦୁଇ ଯାଆସାଙ୍ଗ…
ବାପା
ପୁଅମାନେ ମନ ଲଗାଇ ପଢ଼ୁଥିଲେ ପାଠଏବେ ବି ମନେଅଛି ପ୍ରଶ୍ନର ଉତ୍ତର‘ପବନ’ ଠାରୁ ବେଗ ଅଧିକ ‘ମନ’ରପୃଥିବୀ’ଠାରୁ ବଡ଼ ଜନନୀ, ଆଉ‘ଆକାଶ…
ବାଣିଜ୍ୟ ବିଭାଗର ଆଲୋଚନା ଚକ୍ର
ଚଣ୍ଡିଖୋଲ :: ୫/୨(କ ବ୍ୟୁ) :::ବଡଚଣା ବ୍ଲକ୍ ଅନ୍ତର୍ଗତ ନୂଆ ହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ର ବାଣିଜ୍ୟ ବିଭାଗ…
ବିଧବା ର ଯନ୍ତ୍ରଣା
କାହାକୁ ସେ ମନ ଖୋଲିକିଛି କହି ପାରେନାମନର କୋହ କୁ ବୁକୁ ତଳେ ଚାପିହେଉ ଥାଏ ଆନ ମନାବିଧବା ର ଯନ୍ତ୍ରଣା…