ଦଶହରା

ଆଜି ଦଶହରା ମଣ୍ଡପ ମା’ ପୂଜାମନ୍ତ୍ର ପାଠ ଶଂଖ ଧ୍ବନିବାଜୁଛି ମୁଦଙ୍ଗ ଘଣ୍ଟ କରତାଳିବେଦ ଉଚ୍ଚାରଣ ଗିନି।ପବିତ୍ର ଲାଗୁଛି ସୁନ୍ଦରମା’ ଶୋଭାଭକ୍ତି…

ପୋଲିସମାନଙ୍କ ସ୍ମୃତି-ସମ୍ମାନ ଦିବସ 🌹 National Police Commemoration Day21st October🙏୨୧ : ଅକ୍ଟୋବର

ଆଜ ଏକୋଇଶ ଅକ୍ଟୋବର ମାସପୋଲିସ ସ୍ମୃତି-ସ୍ମରଣ,ଦିବସ ପାଳନ ଶାନ୍ତି ଶୃଙ୍ଖଳାରକର୍ତ୍ତୃତ୍ବ ଶ୍ରଦ୍ଧାଭାଜନ । ଆଜିର ପୋଲିସ କର୍ତ୍ତବ୍ଯ ପଥରେପରିଦୃଷ୍ଟ ବ୍ଯତିକ୍ରମ,ଦୁର୍ନୀତି ମାର୍ଗରେ…

🍎 ଜାତୀୟ ଆପେଲ ଦିବସ 🍏 National Apple Day > 21st Oct:

ଆମ୍ବ ପଣସ କି କମଳା କଦଳୀଅମୃତଭଣ୍ଡା ଅଙ୍ଗୁର,ପିଜୁଳି ସପୁରି କାଜୁ ଓ ଖଜୁରିମିଠା-ଫଳ’ର ସମ୍ଭାର । ସକଳ ପ୍ରକାର ସ୍ବାଦିଷ୍ଟ ଫଳରେଆପେଲ…

ବିଶ୍ବ ସମ୍ମାନ ଦିବସ🙏 ❤️ତୃତୀୟ ବୁଧବାର 3rd Wed of October✍️ Global Dignity Day 👩‍❤️‍👩

ସମ୍ମାନ ଦିବସେ ସଭିଙ୍କୁ ସମ୍ମାନଗୁରୁଜନେ ପ୍ରଣିପାତ,ଲଘୁଜନେ ସ୍ନେହ ଶ୍ରଦ୍ଧା ସମୁଦାୟମୋ’ ହୃଦ ନିର୍ମଳ ଶାନ୍ତ । ଦିବସ ସ୍ମରଣେ ପ୍ରୀତି-ଗୀତି ଭଣେସମ୍ମାନ…

ବିଶ୍ବ ପରିସଂଖ୍ୟାନ ଦିବସ World Statistics Day 📸📡20: October

ବିଶ୍ବେ ବୈଜ୍ଞାନିକ ଚିକିତ୍ସକ ଅବାଦାର୍ଶନିକ ଗବେଷକ,ବିଶ୍ବ ଜନତାର ବନ୍ଧୁ ଭାବେ ଗଣ୍ଯସବିଶେଷ ପ୍ରଦାୟକ । ବିଂଶ ଅକ୍ଟୋବର ଦି’ ହଜାର ଦଶଠାରୁ…

😎 ଅନ୍ତର୍ଜାତୀୟ ଦାରିଦ୍ର୍ୟ ଦୂରୀକରଣ ଦିବସ

International Day forthe Eradication of Poverty😭17th: October ଅନ୍ତର୍-ଜାତୀୟ ଦାରିଦ୍ର୍ୟ ବିନାଶଦିବସ ଆଜି ପାଳିତ,ଊଣେଇଶ ଶତ ବୟାନବେ ସାଲଏହି ଦିନଟି…

ଜୀବନ ଗାଥା

ଜନମ ମରଣ ମଝିରେ ଜୀବନଦୁଇ ଦିନର ସେ କୁଣିଆ ,ମିଛ ସଂସାର ରେ କରିବାକୁ ଲୀଳାନଅଣ୍ଟେ ଏହି ଦୁନିଆ ।ଭୁଲିଯାଇ ଧର୍ମ…

🌽ବିଶ୍ବ ଖାଦ୍ୟ ଦିବସ

WORLD FOOD DAY🍎🍌16th Octobe ପ୍ରାଣୀଜଗତ ଓ ଉଦ୍ଭିଦଜଗତସମ୍ମିଶ୍ରଣେ ଆମ ବିଶ୍ବ,ତିନି ଭାଗ ଜଳ ଏକ ଭାଗ ସ୍ଥଳେନାନା ଜୀବଜନ୍ତୁ ବାସ…

ବିଶ୍ଵ ହାତଧୁଆ ଦିବସ 🎉Global Handwashing Day 🚰15th: Oct.

ବାୟୁମଣ୍ଡଳରେ ଅସଂଖ୍ଯ ଜୀବାଣୁପରିବେଶ ପ୍ରଦୂଷିତ,ଖାଲି ଆଖିରେ ଯେ’ ହୁଏ ନାହିଁ ଦେଖିଶରୀର ପକ୍ଷେ ସଂକଟ । ବିଭିନ୍ନ ପ୍ରକାର ପଦାର୍ଥ ସହିତମାନବ…

ବିଶ୍ବ ମାନଦଣ୍ଡ ଦିବସ 🥦 🥰World Standards Day: 14th Oct.

ସନ୍ତୁଳନ କ୍ରିୟା ପ୍ରକ୍ରିୟା ମଧ୍ଯରେଆମ ଏହି ଧରାବକ୍ଷ,ଭାରସାମ୍ଯ ସଦା ଏ ଜୀବଜଗତେସୃଜନ ସୃଷ୍ଟିର ଲକ୍ଷ୍ଯ । ବନଲତା ହ୍ରଦ ସାଗର ଝରଣାସାଥେ…