କବି ସୁବାସ ଚନ୍ଦ୍ର ବେହେରାଙ୍କ ତୃତୀୟ କବିତା ସଂକଳନ “ଶବ୍ଦର ତାଜମହଲ ” ଲୋକାର୍ପଣ

ରାୟଗଡ- (ସୁରେନ୍ଦ୍ର ରଥ) ରାୟଗଡ ସହର ସଦରମହକୁମା ସ୍ଥିତ,ରୟତ କଲୋନୀର ଶ୍ରୀ ସତ୍ୟ ସାଇ ମନ୍ଦିର ପ୍ରାଙ୍ଗଣରେ ରବିବାର ଏକ ଭବ୍ୟ…

ଅଧ୍ୟାପକ ଗଗନ ବିହାରୀ ମିଶ୍ର ଙ୍କ ପି,ଏଚ୍,ଡି ଲାଭ

ଚଣ୍ଡିଖୋଲ ୧୯/୮(କ ବ୍ୟୁ)ବିଜ୍ଞପ୍ତି ସଂଖ୍ୟା ୩୦୫୬, ତା ୫/୮/୨୦୨୬ ଅନୁସାରେ ଗଗନ ବିହାରୀ ମିଶ୍ର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ଵବିଦ୍ୟାଳୟ…

ବରଷା ଗୋ’ ତୁମେ

ବରଷା ଗୋ’ ତୁମେ ଆଦ୍ଯ ଆଷାଢ଼ରଭୁରୁଭୁରୁ ମାଟି ଗନ୍ଧ ,ତବ ଆଗମନେ ବସୁମତୀ ସ୍ନାନମହକଇ ମକରନ୍ଦ ।୧। ବରଷା ଗୋ’ ତୁମେ…

କୃତଜ୍ଞତା ଜ୍ଞାପନ

କୋଲକାତା : ୧୯୯୬ ମସିହାରୁ ଦୀର୍ଘ ୩୧ ବର୍ଷ ଧରି କୋଲକାତା ମହାନଗରୀରୁ ନିୟମିତ ପ୍ରକାଶ ପାଇ ଆସୁଥିବା ସମ୍ଭ୍ରାନ୍ତ ଓଡ଼ିଆ…

ଓଡ଼ିଆ ସାହିତ୍ୟ ପତ୍ରିକା ‘ ଅଭିଯାନ ‘

୧୯୯୬ ମସିହାରୁ ଦୀର୍ଘ ୩୧ ବର୍ଷ ଧରି ଜାତୀୟ ପ୍ରଗତି ଅଭିଯାନ (Jatiya Pragati Abhiyan) ସଂଗଠନ ତରଫରୁ କୋଲକାତା ମହାନଗରୀରୁ…

ଶ୍ରୀକୃଷ୍ଣଙ୍କ ସ୍ମିତ-ହାସ୍ୟ

ଧର୍ମ ନାହିଁ…. ଧର୍ମ ନାହିଁ…. ଧର୍ମ ନାହିଁ…. କହି ମା’ ଗାନ୍ଧାରୀ ଏମିତି ଚିତ୍କାର କରି ଉଠିଲେ ଯେ, ସତେ ଯେପରି…

କୃଷି – କୃଷକ – କୃଷକ ମନ୍ଦିର … ଏକ ଵିହଙ୍ଗାଵଲୋକନ

ଆଜି ପବିତ୍ର ଅକ୍ଷୟ ତୃତୀୟା । ଏହି ପୁଣ୍ୟ ତିଥି ଆମ ରାଜ୍ୟରେ କୃଷକ ଦିବସର ମାନ୍ୟତା ଲାଭ କରିଛି ।…

“ଆମ ନୂଆବର୍ଷ ବିଷୁବ”ଓଡିଆ ନୂଆବର୍ଷ ମହାବିଷୁବର ପାବନ ଅବସରରେ ସମସ୍ତ ଭାଇଭଉଣୀଙ୍କୁ ସ୍ନେହ, ଶ୍ରଦ୍ଧା, ସଦିଚ୍ଛା ଓ ସଦଭାବନାର ଶୁଭେଚ୍ଛା ଜଣାଇଛନ୍ତି ବିଜୟଲକ୍ଷ୍ମୀ ପଟନାୟକ।

ବାରିପଦା/ଉଦଳା ( କ ବ୍ୟୁ ) : ଓଡିଆ ମାସଗଣନା ଅନୁସାରେ ବୈଶାଖ ହିଁ ସୌରବର୍ଷର ପ୍ରଥମ ମାସ । ଚୈତ୍ର ପୂର୍ଣ୍ଣିମାରେ…

ଧୂଆଁ ଓ ଦର୍ପଣ ଦିବସ ୨୯ ମାର୍ଚ୍ଚ

ଜଳ ଆଉ କାଚ ସ୍ବଚ୍ଛ ପଦାର୍ଥରେପ୍ରବେଶ କରେ ଆଲୋକ,କାଚ ଏକ ପାର୍ଶ୍ବେ ପାରଦ ଲେପିଲେପ୍ରତିବିମ୍ବର କୁହୁକ ! କୁହୁକର ଯାଦୁ- ବିଦ୍ଯାରେ…

ବଳିଆ ଦିଗଦର୍ଶନ …… 🙏

ସନ୍ଥ ବାବା ବଳିଆ, କେନ୍ଦ୍ରାପଡ଼ାର ଘାଗରା ପଞ୍ଚାୟତରେ ଜନ ପୂଜନ ସଭାରେ ଯୋଗଦେଇ,ମହାନ ଦିଗ-ଦର୍ଶନ ଦେଇ କହିଥିଲେ, ପତି, ପତ୍ନୀ ହରାଙ୍କୁ…