ଦଶହରା

ଆଜି ଦଶହରା ମଣ୍ଡପ ମା’ ପୂଜାମନ୍ତ୍ର ପାଠ ଶଂଖ ଧ୍ବନିବାଜୁଛି ମୁଦଙ୍ଗ ଘଣ୍ଟ କରତାଳିବେଦ ଉଚ୍ଚାରଣ ଗିନି।ପବିତ୍ର ଲାଗୁଛି ସୁନ୍ଦରମା’ ଶୋଭାଭକ୍ତି…

ବଜରଙ୍ଗୀ ଫୁଟବଲ କପ୍ ଉଦଯାପିତ । ବ୍ରଦର୍ସ ଇଲେଭେନକୁ ହରାଇ ନୂଆଜଗନ୍ନାଥପୁର ଚାମ୍ପିୟନ

ପାଳଲହଡ଼ା: ଅନୁଗୋଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ପେଚାମୁଣ୍ଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଶିମିଳିପାଳ ଗ୍ରାମରେ ବଜରଙ୍ଗୀ ଯୁବକ ସଂଘ ପକ୍ଷରୁ ଆୟୋଜିତ…

ପୀଠେ ଦଶହରା ରେ ମା ଶାରଦା ଙ୍କ ସକାଳ ବେଶ ଦର୍ଶନ

ଶରଦୀୟ ଅଭିନନ୍ଦନ

ପୋଲିସମାନଙ୍କ ସ୍ମୃତି-ସମ୍ମାନ ଦିବସ 🌹 National Police Commemoration Day21st October🙏୨୧ : ଅକ୍ଟୋବର

ଆଜ ଏକୋଇଶ ଅକ୍ଟୋବର ମାସପୋଲିସ ସ୍ମୃତି-ସ୍ମରଣ,ଦିବସ ପାଳନ ଶାନ୍ତି ଶୃଙ୍ଖଳାରକର୍ତ୍ତୃତ୍ବ ଶ୍ରଦ୍ଧାଭାଜନ । ଆଜିର ପୋଲିସ କର୍ତ୍ତବ୍ଯ ପଥରେପରିଦୃଷ୍ଟ ବ୍ଯତିକ୍ରମ,ଦୁର୍ନୀତି ମାର୍ଗରେ…

🍎 ଜାତୀୟ ଆପେଲ ଦିବସ 🍏 National Apple Day > 21st Oct:

ଆମ୍ବ ପଣସ କି କମଳା କଦଳୀଅମୃତଭଣ୍ଡା ଅଙ୍ଗୁର,ପିଜୁଳି ସପୁରି କାଜୁ ଓ ଖଜୁରିମିଠା-ଫଳ’ର ସମ୍ଭାର । ସକଳ ପ୍ରକାର ସ୍ବାଦିଷ୍ଟ ଫଳରେଆପେଲ…

ବିଶ୍ବ ସମ୍ମାନ ଦିବସ🙏 ❤️ତୃତୀୟ ବୁଧବାର 3rd Wed of October✍️ Global Dignity Day 👩‍❤️‍👩

ସମ୍ମାନ ଦିବସେ ସଭିଙ୍କୁ ସମ୍ମାନଗୁରୁଜନେ ପ୍ରଣିପାତ,ଲଘୁଜନେ ସ୍ନେହ ଶ୍ରଦ୍ଧା ସମୁଦାୟମୋ’ ହୃଦ ନିର୍ମଳ ଶାନ୍ତ । ଦିବସ ସ୍ମରଣେ ପ୍ରୀତି-ଗୀତି ଭଣେସମ୍ମାନ…

ବିଶ୍ବ ପରିସଂଖ୍ୟାନ ଦିବସ World Statistics Day 📸📡20: October

ବିଶ୍ବେ ବୈଜ୍ଞାନିକ ଚିକିତ୍ସକ ଅବାଦାର୍ଶନିକ ଗବେଷକ,ବିଶ୍ବ ଜନତାର ବନ୍ଧୁ ଭାବେ ଗଣ୍ଯସବିଶେଷ ପ୍ରଦାୟକ । ବିଂଶ ଅକ୍ଟୋବର ଦି’ ହଜାର ଦଶଠାରୁ…