୧୯୭୨ ମସିହାରେ, ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ନେତୃତ୍ୱରେ ନୂତନ ଭାବେ ଗଠିତ ରାଜ୍ୟ ସରକାର ରଥଯାତ୍ରାର ହେଉଥିବା ବିଳମ୍ବକୁ ବାହାନା…
Category: ପ୍ରାସଙ୍ଗିକ
ମନର କଥା (୧୩୫ତମ ଅଧ୍ୟାୟ)‘ମନ କି ବାତ୍’ର ୧୩୫ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ପୁଣିଥରେ ଆପଣ ସମସ୍ତଙ୍କ ସହ ଯୋଡ଼ିହୋଇ ମୋତେ ବହୁତ ଖୁସି…
ଶ୍ରୀକୃଷ୍ଣଙ୍କ ସ୍ମିତ-ହାସ୍ୟ
ଧର୍ମ ନାହିଁ…. ଧର୍ମ ନାହିଁ…. ଧର୍ମ ନାହିଁ…. କହି ମା’ ଗାନ୍ଧାରୀ ଏମିତି ଚିତ୍କାର କରି ଉଠିଲେ ଯେ, ସତେ ଯେପରି…
ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମଏମୱାଇ) : କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବାର ୧୦ ଗୌରବମୟ ବର୍ଷ
ପ୍ରଧାନମନ୍ତ୍ରୀଙ୍କ “ଅଣପାଣ୍ଠିପ୍ରାପ୍ତଙ୍କୁ ପାଣ୍ଠି ଯୋଗାଣ” ଦୃଷ୍ଟିକୋଣରୁ ଆରମ୍ଭ ହୋଇଥିବା ପିଏମଏମୱାଇ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ବିନା ବନ୍ଧକରେ ଋଣ ପ୍ରଦାନ କରୁଛି ଯେଉଁମାନେ…
ଚାରି ଦଶନ୍ଧି ଧରି ପ୍ରତାରଣାର ଶୀକାର, ଓଡ଼ିଶାର ସାମ୍ୱାଦିକମାନଙ୍କୁପେନସନ୍ ଓ ସୁରକ୍ଷା ପ୍ରତିଶ୍ରୁତି ପାଣିରେ ଗାର
ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ଦୀର୍ଘବର୍ଷ ଧରି ରାଜ୍ୟର ସାମ୍ୱାଦିକମାନେ ଅବହେଳିତ, ଉପେକ୍ଷିତ ଓ ନିର୍ଯ୍ୟାତିତ ହୋଇ ଆସୁଛନ୍ତି । ବିଭିନ୍ନ…
କେନ୍ଦ୍ର ବଜେଟ୍ ୨୦୨୫-୨୬ରେ ପର୍ଯ୍ୟଟନକୁ ନିଯୁକ୍ତି ଭିତ୍ତିକ ଅଭିବୃଦ୍ଧି କ୍ଷେତ୍ର ଭାବେ ଚିହ୍ନଟ କରାଯାଇଛି
ଚ୍ୟାଲେଞ୍ଜ ମୋଡ୍ ମାଧ୍ୟମରେ ରାଜ୍ୟମାନଙ୍କ ସହ ଭାଗିଦାରୀରେ ବିକଶିତ ହେବ ଶ୍ରେଷ୍ଠ ୫୦ ପର୍ଯ୍ୟଟନ ସ୍ଥଳୀଘରୋଇ କ୍ଷେତ୍ର ସହ ଭାଗିଦାରୀରେ ଭାରତରେ…
‘ସହରକୁ ବିକାଶ କେନ୍ଦ୍ର’ କରିବା ପାଇଁ ଏକ ଲକ୍ଷ କୋଟି ଟଙ୍କାର ‘ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ’ ପ୍ରତିଷ୍ଠା
New Delhi :: ମୌଳିକ ଭୂସ୍ଥାନୀୟ ଭିତ୍ତିଭୂମି ଏବଂ ଡାଟା ବିକାଶ ପାଇଁ ‘ନ୍ୟାସନାଲ ଜିଓସ୍ପେସାଲ ମିଶନ’ର ଶୁଭାରମ୍ଭଗିଗ୍ ଶ୍ରମିକଙ୍କ ପାଇଁ…
ଏହା ଥିଲା ଜବାହାରଲାଲ ନେହେରୁଙ୍କ ଶେଷ ଇଛା, ଯାହା ହେଲା ନାହିଁ ପୂରଣ !
ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ଜନ୍ମଦିନକୁ ଶିଶୁ ଦିବସ ଭାବେ ପାଳନ କରାଯାଏ । ଆଜି ଅର୍ଥାତ୍…