ନୃତ୍ୟଗୀତରେ ଝୁମିଲା ଜିସିଡି ପଡ଼ିଆରାୟଗଡ଼ାରେ ଭବ୍ୟ ଭାବେ ପାଳିତ ହେଲା ବିଶ୍ୱ ଆଦିବାସୀ ଦିବସ

ରାୟଗଡ଼ା(ତପନ କୁମାର କାଡ୍ରାକା ): ରାୟଗଡ଼ାରେ ଭବ୍ୟ ଓ ନିଆରା ଢଙ୍ଗରେ ପାଳିତ ହୋଇଛି ବିଶ୍ୱ ଆଦିବାସୀ ଦିବସ–୨୦୨୬। ଜିଲ୍ଲା ଆଦିବାସୀ…

ବାହାରିନ ରେ ପ୍ରବାସୀ ଓଡ଼ିଆ ପାଳିଲେ ରଥଯାତ୍ରା

ମାନାମା : ବାହାରିନ ର ରାଜଧାନୀ ମାନାମା ଠାରେ ପ୍ରବାସୀ ଓଡ଼ିଆଙ୍କ ସଂଗଠନ ‘ବାହାରିନ ଓଡ଼ିଆ ସମାଜ” ଘୋଷ ଯାତ୍ରା ପାଳନ…

ଇସ୍କନକୁ ଗଜପତି ଦିବ୍ୟସିଂହ ଦେବଙ୍କ କଡ଼ା ପ୍ରତିକ୍ରିୟା, କହିଲେ- ଜବାବ ଦେବ ଶ୍ରୀମନ୍ଦିର ପ୍ରଶାସନ

ପୁରୀ(କ ବ୍ୟୁ) : ଶ୍ରୀଜଗନ୍ନାଥ ସଂସ୍କୃତିକୁ ନେଇ ଇସ୍କନର ଏତାଦୃଶ୍ୟକୁ ନେଇ ରାଜ୍ୟରେ ଅସନ୍ତୋଷର ବହ୍ନି କୁହୁଳିବାରେ ଲାଗିଛି। ଗଜପତି ମହାରାଜ…

ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆୟୋଜିତ ‘ଭାରତ–ନ୍ୟୁଜିଲ୍ୟାଣ୍ଡ: ଏକ ବିଜୟୀ ସହଭାଗିତା’ ଶୀର୍ଷକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

ନ୍ୟୁଜିଲ୍ୟାଣ୍ଡ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମାନ୍ୟବର କ୍ରିଷ୍ଟୋଫର ଲକ୍ସନଙ୍କ ଦ୍ୱାରା ଆୟୋଜିତ “ଭାରତ–ନ୍ୟୁଜିଲ୍ୟାଣ୍ଡ: ଏକ ବିଜୟୀ…

ଭାରତ – ନ୍ୟୁଜିଲାଣ୍ଡ ବ୍ୟବସାୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ମହାମହିମ ପ୍ରଧାନମନ୍ତ୍ରୀ ଶ୍ରୀ କ୍ରିଷ୍ଟୋଫର ଲକ୍ସନ, ଭାରତ ଏବଂ ନ୍ୟୁଜିଲାଣ୍ଡର ବ୍ୟବସାୟ ନେତୃତ୍ଵମଣ୍ଡଳୀ, ନମସ୍କାର କିଆ ଓରା ଅକଲ୍ୟାଣ୍ଡରେ ଆପଣମାନଙ୍କ ମଧ୍ୟରେ…

ପ୍ରଧାନମନ୍ତ୍ରୀଙ୍କ ଇଣ୍ଡୋନେସିଆ ଗସ୍ତ ଅବସରରେ , ଭାରତ-ଇଣ୍ଡୋନେସିଆ ମିଳିତ ବିବୃତ୍ତି

ଇଣ୍ଡୋନେସିଆ : ଇଣ୍ଡୋନେସିଆ ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ ଶ୍ରୀ ପ୍ରବୋବୋ ସୁବିଆନ୍ତୋଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୬-୮…

ଏଲ୍ ନିନୋ’ ପ୍ରଭାବ ଓ କମ୍ ବର୍ଷା ସ୍ଥିତିର ସମୀକ୍ଷା କଲେ କେନ୍ଦ୍ର ଗୃହମନ୍ତ୍ରୀ ଓ କେନ୍ଦ୍ର କୃଷିମନ୍ତ୍ରୀ

ମୌସୁମୀ ବର୍ଷା ଓ ଏଲ୍ ନିନୋ ଜନିତ ସମ୍ଭାବ୍ୟ ମରୁଡ଼ି ସ୍ଥିତି ଉପରେ ସରକାରଙ୍କ କଡ଼ା ନଜର ଜଳ ସଂରକ୍ଷଣ ଓ…

ପୁରୀଠାରେ ଜୁନ୍ ୦୩–୦୫ ମଧ୍ୟରେ ଅନୁଷ୍ଠିତ ହେଉଛି ବ୍ରିକ୍ସ୍ ୨୦୨୬ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟ ଗୋଷ୍ଠୀର ଦ୍ୱିତୀୟ ବୈଷୟିକ ବୈଠକ

ନୂଆଦିଲ୍ଲୀ/ପୁରୀ, ଜୁନ୍ ୩ (କ ବ୍ୟୁ):ଭାରତର ବ୍ରିକ୍ସ୍ ୨୦୨୬ ଅଧ୍ୟକ୍ଷତା ଅଧୀନରେ ଭାରତ ସରକାରଙ୍କ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନ୍‌ଡିଏମ୍‌ଏ)…

ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରକଲେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ

ପ୍ରଧାନମନ୍ତ୍ରୀଶ୍ରୀନରେନ୍ଦ୍ରମୋଦୀଙ୍କଦୂରଦୃଷ୍ଟିପୂର୍ଣ୍ଣନେତୃତ୍ୱରେଆର୍ଥିକସହଭାଗୀତାଏବଂସୁଯୋଗରଏକନୂତନଯୁଗକୁଆଗକୁବଢାଇଐତିହାସିକମୁକ୍ତବାଣିଜ୍ୟଚୁକ୍ତିନାମାସ୍ୱାକ୍ଷରକଲେ ଭାରତଓନ୍ୟୁଜିଲ୍ୟାଣ୍ଡ ଭାରତ–ନ୍ୟୁଜିଲ୍ୟାଣ୍ଡଏଫଟିଏ “ଗୋଟିଏ ପିଢ଼ିରେଥରେ’’ସୁଯୋଗଖୋଲିଛି, ଦ୍ୱିପାକ୍ଷିକସମ୍ପର୍କରେନୂତନଅଧ୍ୟାୟଆରମ୍ଭକରିଛି: ନ୍ୟୁଜିଲ୍ୟାଣ୍ଡରବାଣିଜ୍ୟଓନିବେଶମନ୍ତ୍ରୀଟଡ୍ମ୍ୟାକକ୍ଲେ ବିକଶିତ ଭାରତ୨୦୪୭ ପାଇଁନୂତନପିଢ଼ିରବାଣିଜ୍ୟଚୁକ୍ତିଶୁଳ୍କ, ପ୍ରତିଭା, ନିବେଶଓକୃଷିଉତ୍ପାଦକତାକୁସାମିଲକରି, ଯୁବପିଢ଼ି, କୃଷକ, ମହିଳା, କାରିଗର,…

୯ ଏପ୍ରିଲରୁ ବିଭିନ୍ନ ରିଫାଇନାରୀ ଦ୍ୱାରା ରାସାୟନିକ ଓ ଫାର୍ମା ଶିଳ୍ପକୁ ୭୦୦୦ ଏମଟିରୁ ଅଧିକ ପ୍ରୋପିଲିନ୍ ବିକ୍ରି

୩ ଏପ୍ରିଲ ପରଠାରୁ ୧.୩୮ ଲକ୍ଷରୁ ଅଧିକ ୫ କିଲୋଗ୍ରାମ ଏଫଟିଏଲ୍ ସିଲିଣ୍ଡର ବିକ୍ରି  ଏହି ଅଞ୍ଚଳର ସମସ୍ତ ଭାରତୀୟ ନାବିକ…