ବାରିପଦା ୨୯/୦୯/୨୦୨୬(କ: ବ୍ଯୁ)ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦୂର ଏବଂ ଅନଲାଇନ୍ ଶିକ୍ଷା କେନ୍ଦ୍ର (ସିଡିଓଇ) ପକ୍ଷରୁ “ଉଚ୍ଚ ଶିକ୍ଷାନୁଷ୍ଠାନରେ ମାନସିକ…
Month: October 2026
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗରେ ନବାଗତଙ୍କର ଅନୁସ୍ଥାପନ ଓ ସ୍ୱାଗତ ସମାରୋହ
ବାରିପଦା, ୨୯/୦୯/୨୦୨୬(କ: ବ୍ଯୁ)ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗ ପକ୍ଷରୁ ନବାଗତ ଛାତ୍ରଛାତ୍ରୀଙ୍କୁ ଔପଚାରିକ ଭାବେ ସ୍ୱାଗତ କରିବା ଏବଂ…
ଶୁଭ ଗାନ୍ଧି-ଜୟନ୍ତୀ
International Day of Nonviolenceð️✍️ ବିଶ୍ବ ଅହିଂସା ଦିବସ ✍️ð️ ଅକ୍ଟୋବର ଦୁଇ ଯେ’ ଗାନ୍ଧି-ଜୟନ୍ତୀଜାତୀୟତାର ଗୌରବ,ସତ୍ଯ ଶାନ୍ତି ଦୟା କ୍ଷମା…
ଅନ୍ତର୍ଜାତୀୟ ବୟୋବୃଦ୍ଧ ବ୍ୟକ୍ତି ଦିବସ
ð International Day of ð¨❤️ðð¨Older Persons✍️ 1st Oct. ମାନବ ଜୀବନ ଅତି ଶୁଭ ହେଲେଶରୀର ନୁହଁଇ ସ୍ଥାୟୀ,ଶୈଶବ କୈଶୋର…
୫ ଲକ୍ଷ ଟଙ୍କାରୁ କମ୍ ମୂଲ୍ୟର ଉନ୍ନୟନ କାର୍ଯ୍ୟର ସ୍ଥଳ ତଦନ୍ତ ଦାବିରେ ୧୪ ଜଣ ପୂର୍ବତନ କର୍ପୋରେଟରଙ୍କ ସ୍ମାରକପତ୍ର ପ୍ରଦାନ
କଟକ, ତା. ୦୧.୧୦.୨୦୨୬:ଓଡ଼ିଶା ବିଧାନସଭାରେ ପ୍ରକାଶିତ ତଥ୍ୟ ଅନୁଯାୟୀ କଟକ ମହାନଗର ନିଗମ (CMC) ଦ୍ୱାରା କରାଯାଇଥିବା ୫ ଲକ୍ଷ ଟଙ୍କାରୁ…
ଦଶହରା ପୂର୍ବରୁ ଅବକାରୀ ବିଭାଗର ଜୋରଦାର ଚଢ଼ଉ
କଟକ, ତା ୦୧.୧୦.୨୦୨୬ ରିଖ – ଚଳିତ ଦୁର୍ଗାପୂଜା ପୂର୍ବରୁ କଟକ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବେଆଇନ ମଦ ଓ…
ବାରବାଟୀ ଫୁଡ୍ କୋର୍ଟରେ ଡିଜିଟାଲ୍ ପେମେଣ୍ଟ ମାଧ୍ୟମରେ ଭଡ଼ା ଆଦାୟ ବ୍ୟବସ୍ଥାର ଶୁଭାରମ୍ଭ
କଟକ, ୧ ଅକ୍ଟୋବର: କଟକ ମହାନଗର ନିଗମ ପକ୍ଷରୁ ଭଡ଼ା ଆଦାୟ ପ୍ରକ୍ରିୟାକୁ ଅଧିକ ସହଜ, ସ୍ୱଚ୍ଛ, ଶୃଙ୍ଖଳିତ ଓ ନିୟମିତ…
ପାର୍ବଣ ପୂର୍ବରୁ କଟକ ସହରର ବିପର୍ଯ୍ୟସ୍ତ ବ୍ୟବସ୍ଥା ସୁଧାରିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର
କଟକ ତା ୦୧/୧୦-: ଆଗାମୀ ଦୁର୍ଗାପୂଜା, ଲକ୍ଷ୍ମୀପୂ ଲକ୍ଷ୍ମୀପୂଜା, କାଳୀପୂଜା ଓ ଐତିହାସିକ ବାଲିଯାତ୍ରା ଭଳି ମହାପାର୍ବଣ ପାଇଁ ଭାଇଚାରାର ସହର…
ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ବନ୍ଦିତାଙ୍କ ଯୋଗଦାନ
କଟକ ୧/୧୦ ରାଜ୍ୟ ପୂର୍ତ୍ତ ବିଭାଗ ଅଧୀନରେ ରହିଥିବା କଟକ ଡ଼ିଭିଜନ ୨ର ସଦର ସବ୍ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ…
କଟକରେ ତେରାପନ୍ଥ ସାଧୁଙ୍କ ହସ୍ତକଳା ପ୍ରଦର୍ଶନୀ , (୨ରୁ ୪ ଅକ୍ଟୋବର ତେରାପନ୍ଥ ଭବନରେ ପ୍ରଦର୍ଶିତ ହେବ ବିରଳ କଳାକୃତି)
କଟକ, ୩୦।୦୯: ତେରାପନ୍ଥ ସମ୍ପ୍ରଦାୟର ସାଧୁମାନଙ୍କ ଦ୍ୱାରା ସୃଷ୍ଟ ବିଭିନ୍ନ ହସ୍ତକଳା, ଚିତ୍ରକଳା, ସୁଲେଖନ, ହସ୍ତଲିଖନ କଳା ଓ ପ୍ରେରଣାଦାୟକ ସାମଗ୍ରୀକୁ…