ରଜପର୍ବ

ରଜ-ପରବରେ ଆମ୍ବ-ପଣସଖିଲିପାନ ମୁଖେ ଫୁଟାଇ ହସପିଲାଏ ଖେଳନ୍ତି ଦୋଳି,ଗାଆଁ ଝିଅମାନେ ପୀରତି ରଚ଼ନ୍ତିଭାଇ-ସାଇ ଘର ବୁଲି । ନୂଆ ଜାମା-ପଟା ଭାରି…

ବିଶ୍ଵ ଶିଶୁ-ଶ୍ରମ ବିରୋଧ ଦିବସ 12th June ✍️ ଜୁନ ୧୨ ତାରିଖ

ଆଜିର ଶିଶୁ ହିଁ ଆଗାମୀ କାଲିରଦେଶ-ଜାତି କର୍ଣ୍ଣଧାର,ଖାଦ୍ୟ-ବସ୍ତ୍ର ସାଥେ ସ୍ନେହ ଶ୍ରଦ୍ଧା ଅଟେକର୍ତ୍ତବ୍ୟ ପରିବାର’ର । ଗୁଲୁର୍ ଗୁଲୁର୍ କଥା ସାଥେ…

ଜାତୀୟ କାଳିଗାଈ ଦିବସ

National Black Cow Day 🐃10 June ସବୁଜ ବିପ୍ଳବ ସ୍ବଚ୍ଛ ପରିବେଶଧବଳ ବିପ୍ଳବ ସୁସ୍ଥ,ସର୍ବ ଖାଦ୍ୟ ମଧ୍ଯେ କ୍ଷୀର ପାନୀୟ…

ବିଶ୍ବ ସମୁଦ୍ର ଦିବସ World Ocean Day : 8th June

ସୌରମଣ୍ଡଳରେ ପୃଥିବୀ ତୃତୀୟଗ୍ରହ ଅଟେ ଜଳପୂର୍ଣ୍ଣ,ଶତକଡ଼ା ପ୍ରାୟ ସତୁରି ଜଳ ଯେ’ତିରିଶ ଭାଗ ଭୂସ୍ଥାନ । ଜଳଭାଗ ପଞ୍ଚ ମହାସାଗର ଯେ’ପ୍ରଶାନ୍ତ…

ବିଶ୍ବ ଖାଦ୍ୟ-ସୁରକ୍ଷା ଦିବସ World Food Safety Day🥭7th of June ✍️ ଜୁନ୍ ୭ ତାରିଖ

ପଶୁ-ପକ୍ଷୀ’ଠାରୁ ସ୍ବାସ୍ଥ୍ୟ ଓ ସଂସ୍କୃତିସୁରକ୍ଷା’ର ନିବେଦନ,ବୃକ୍ଷଲତା’ଠାରୁ ବନ୍ଧବାଡ଼ ଆଦିସୁରକ୍ଷାରେ ଥାଏ ଧ୍ୟାନ । ସବୁରି ମୂଳରେ ଖାଦ୍ୟ-ସାମଗ୍ରୀ ଯେ’ସବୁଠାରୁ ମୂଲ୍ଯବାନ,ବଞ୍ଚିବା ପାଇଁ…

ବିଶ୍ଵ ପରିବେଶ ଦିବସ World Environment Day: 5th June🪴

ଗଛ ଦେଇଥାଏ ଫୁଲ-ଫଳ ଭାଇଦେଇଥାଏ ପୁଣି ଜାଳ,ପଥର ପଥିକ ହୋଇଣ ହତାସରାହା ଖୋଜେ ଗଛ ତଳ । ଗଛ ଦେଇଥାଏ ରୋଗୀମାନଙ୍କରକେତେ…

ତୁମ ପାଇଁ ପଦେ

ତୁମେ ଏବେ ମନେ ପଡମୋ ନିଷ୍ଠୁର ମନ ମର୍ମରେଲୁହ ଭିଜା ଆଖି ଆଇନIରେଅଛ କାହିଁ କେଉଁ ରାଇଜରେଥରେ ସୁଦ୍ଧା ଦେଉ ନାହଁ…

ବିଶ୍ଵ ପରିବେଶ ଦିବସ

ବୃକ୍ଷ ହିଁ ଜୀବନ ବୃକ୍ଷ ହିଁ ସ୍ପନ୍ଦନବଞ୍ଚିବାର ଅନ୍ୟ ନାମଧରା ପୃଷ୍ଠକୁ ଶୋଭା ମୟ କରିଗଢି ତୋଳି ବାରେ ବନପ୍ରକୃତି ର…

ଏ ହୀନସ୍ତା ବଜାର

ନାହିଁ ତା’ର ହାତ-ଗୋଡ଼ ସେ ଚଳଚଞ୍ଚଳପାହାଡ଼ ପରି ବିସ୍ତୃତ ଅଜଗର ବଳଛାତି-ପିଠି ନାହିଁ କିନ୍ତୁ ଗୋଟେ ଖାଲି ପେଟପୂରେ ନାହିଁ ସେହି…

ବିଶ୍ବ ଦୁଗ୍ଧ ଦିବସ / ( World Milk Dayଜୁନ ୧ ତାରିଖ ✍️1st of June )

ଲୋହିତ ବିପ୍ଳବ ନ୍ୟାଯ୍ୟ ଅଧିକାରସବୁଜ ବିପ୍ଳବ ଖାଦ୍ଯ,ଧବଳ ବିପ୍ଳବ ଦୁଗ୍ଧ ଉତ୍ପାଦନବିପ୍ଳବ ବିଭାବ ବିଦ୍ଯ । ଦୁଗ୍ଧ ଉତ୍ପାଦନେ ଗୋପାଳନ ଭବ୍ଯଶୁଭ…