Category: ସୃଜନୀ
ପରାଙ୍ଗପୁଷ୍ଟ
ଚଢ଼ି ପାରୁନାହିଁ ତାଳ କି ନଡ଼ିଆ ଗଛକୁଅବା ଆମ୍ବ କି ତେନ୍ତୁଲି ବଡ଼ ବଡ଼ ଗଛକୁଦାଉ ସାଜୁଛି ଖାଲି ଏହି ଛୋଟ…
ଲଢ଼େଇ
ସକାଳୁ ସକାଳୁ ଡାମରାକୁଆରାବି ରାବି ଦେଲାଣି ସୂଚନା…ଆଜି ଜଙ୍ଗଲରେ ବାଘ-ସିଂହମାନଙ୍କରଭୀଷଣ ଲଢ଼େଇ ହେବ,ତୃଣଭୋଜୀ ପ୍ରାଣୀ ଜଙ୍ଗଲକୁ ଗଲେମହାବିପଦ ପଡ଼ିବ । ସତକୁ…
ଆମ ଅସ୍ମିତା
ଆହାଃ କି ସୁନ୍ଦରୀ ଉତ୍କଳ ଜନନୀଧରଣୀ ବକ୍ଷେ ଭୂଖଣ୍ଡ,ମାଟି ଚନ୍ଦନରେ ସୃଜିଛି ଅସ୍ମିତାପ୍ରକୃତି ଦାନେ ସୁନନ୍ଦ ! ଯାହା ପାଇଁ ଆମ…
ବିଶ୍ବ କ୍ଷୁଧା ଦିବସ World Hunger Day✍️28th May
ସର୍ବ ଜୀବଜନ୍ତୁ ମଧ୍ଯରେ ମାନବସୃଜନେ ଶ୍ରେଷ୍ଠ ଗଣନ,ଜୀବନ ଯାପନ ହେଲେ ହେଁ ସୌଖୀନଦାରିଦ୍ର୍ୟରେ ଉତ୍ପୀଡ଼ନ । ପ୍ରତି ମାନବର ମୌଳିକ ଚାହିଦାଖାଦ୍ୟ…
ସୂର୍ଯ୍ୟମୁଖୀ ଫୁଲ
ସର୍ବ ପତ୍ର-ପୁଷ୍ପ ପଡ଼ଇ ଝାଉଁଳିରୌଦ୍ର ସହ୍ୟ ନ କରିଣ,ତେଜୀୟାନ କିନ୍ତୁ ସୂର୍ଯ୍ୟମୁଖୀ ଫୁଲଅଭିସାରିକା ହୋଇଣ । ଖାତିର ନ କରି ସେହି…
ଘନମୂଳ
ପିଲାମାନଙ୍କୁ ଘନମୂଳର ସୂତ୍ରଶିକ୍ଷା ଦେବା ପରେମୁଁ ଇଛାକଲି ଦୁର୍ନୀତିର ଘନମୂଳପ୍ରକାଶ କରିବାକୁ,ସୂତ୍ର ପରେ ସୂତ୍ର ପ୍ରୟୋଗ କରିଦିସ୍ତା ଦିସ୍ତା କାଗଜ ଗାରେଇସାରିବା…
ମଉଳା ଫୁଲର ବାସ
ଯେ ମଉଳା ଫୁଲର ବାସଶୁଖିଲା ଅଧରେ ଆଜି ବି ଝରୁଛିକୃଷ୍ଣ ଚୁଡ଼ାର ହସମୁଁ ଯେ ମଉଳା ଫୁଲର ବାସତନୁ ଉପବନୁ ବିଦାୟ…
ଚା’ ଦିବସ Tea Day , 21st > April, May, Sept./15th Dec
ମାନବ ଜୀବନ ଉପଭୋଗମୟବିଚାରନ୍ତି ଅଧିକାଂଶ,ବିଳାସ ଜୀବନ ଖାଦ୍ୟ-ପାନୀୟରଅସୀମ ଅଂଶ ବିଶେଷ । ପାନୀୟ ମଧ୍ଯରେ ଜଳ’ଠୁ ମଦିରାଚାହା’ଠାରୁ ଫଳରସ,ଏ ସକଳ ମଧ୍ଯୁ…
କବିତା ସନ୍ଧାନେ
ଧୈର୍ଯ୍ୟଧର ଜନଗଣ !ତୁମେମାନେ ଯେଉଁ କବିତା ଖୋଜୁଛତାହା ଏଯାବତ୍ ହୋଇନି ଲିଖିତ,ଯାହା ହୋଇଅଛି ଲେଖାତାହା ମାତ୍ର କବିତା ଲେଖାର ଅଭ୍ୟାସସେହି ଅଭ୍ୟାସରେ…