ତୁମ ପାଇଁ ପଦେ

ତୁମେ ଏବେ ମନେ ପଡ
ମୋ ନିଷ୍ଠୁର ମନ ମର୍ମରେ
ଲୁହ ଭିଜା ଆଖି ଆଇନIରେ
ଅଛ କାହିଁ କେଉଁ ରାଇଜରେ
ଥରେ ସୁଦ୍ଧା ଦେଉ ନାହଁ ଦେଖା ! ଶ୍ରୁତି ହୋଇ ରହିଗଲ ସଖା
ଶ୍ରୁତି ହୋଇ ରହିଗଲ ସଖା
ମୋ ମାନସ ପଟରେ
ବ୍ୟଥା ଓ ବେଦନା ଭରି
ମୋ ହ୍ରୁଦୟ ର କୋଣେ ଅନୁକୋଣେ
ସମସ୍ତ ଙ୍କ ଖୁସି ସାଉଁଟି ସାଉଁଟି
ନିଜ କଥା ଭୁଲି ଗଲି ନିର୍ଜନ ବେଳା ରେ
ତୁମେ ଏବେ ମନେ ପଡ
ବିଶର୍ନ ବେଳା ରେ I I I

ନିରୁପମା ସ୍ୱାଇଁ
ଦାଧିପୁର କେନ୍ଦ୍ରାପଡ଼ା

Leave a Reply

Your email address will not be published. Required fields are marked *