ବିଶ୍ଵ ପରିବେଶ ଦିବସ

ବୃକ୍ଷ ହିଁ ଜୀବନ ବୃକ୍ଷ ହିଁ ସ୍ପନ୍ଦନ
ବଞ୍ଚିବାର ଅନ୍ୟ ନାମ
ଧରା ପୃଷ୍ଠକୁ ଶୋଭା ମୟ କରି
ଗଢି ତୋଳି ବାରେ ବନ
ପ୍ରକୃତି ର ଦାନ ଚୀର ଅମ୍ଳାନ
ରୋଗ କୁ କରେ ନିଦାନ
ଗଛ ଟି ଲଗାଇ ପାଣି ମୁନ୍ଦେ ଦେଇ
ଧରଣୀ ରାଣୀ କୁ କରିବା ପୂଜନ
ଧରଣୀ ରାଣୀ କୁ କରିବା ପୂଜନ I

ନିରୁପମା ସ୍ୱାଇଁ
ଦାଧିପୁର କେନ୍ଦ୍ରାପଡ଼ା

Leave a Reply

Your email address will not be published. Required fields are marked *