ରାଷ୍ଟ୍ରୀୟ ଏକତା ଦିବସ 31: Oct. : National Day of Unity

ମୋ’ ଦେଶ ଭାରତ ଅଟଇ ମହାନପ୍ରକୃତିର ଗନ୍ତାଘର,ହିମାଳୟ ଠାରୁ କୁମାରିକା ଯାଏଦୃଶ୍ୟପଟ୍ଟ ମନୋହର । ସାହିତ୍ୟ ସଂସ୍କୃତି ପରମ୍ପରା ସାଥେଜାତୀୟ ସଂହତି…

ବିଶ୍ଵ ସ°ଘାତ ଦିବସ 29th: Oct. World Stroke Day

ମାନବ ଶରୀର ଅମୂଲ୍ୟ ସମ୍ପଦସୁସ୍ଥତା ତା’ର କୁହୁକ,ସୁସ୍ଥ ନିରାମୟ ଜୀବନରୁ ସଦାବହେ ପ୍ରତିଭା ମହକ । କ୍ରୋଧ ହିଂସା ଦ୍ୱେଷ ଅବା…

ବିଶ୍ବ କୁସ୍ତି ଦିବସ World Judo Day : 28th October

ମାନବ ଶରୀର ଅତୀବ ସୁନ୍ଦରଜୀବନ ଯେ’ ମୂଲ୍ଯବାନ,ଜ୍ଞାନ ବିଜ୍ଞାନର ଯାଦୁକର ସିଏପ୍ରକୃତି କରେ ଶୋଭନ । ଭିନ୍ନ ଭିନ୍ନ ହିଂସ୍ର ଜନ୍ତୁ…

ବିଶ୍ଵ ଚଳଚ୍ଚିତ୍ରାଙ୍କନ ଦିବସ World Animation Day 28th : October

ଦି’ ହଜାର ଦୁଇ ମସିହା’ଠାରୁ ଯେ’ଦିବସ ପଞ୍ଜିକରଣ,ଚାରି ଶ’ ବର୍ଷର ଶିଳ୍ପୀଙ୍କ ସ୍ମରଣେବିଶ୍ଵ ଚଳଚ୍ଚିତ୍ରାଙ୍କନ । ନକ୍ସା କି କାର୍ଟୁନ୍ ଚିତ୍ରାଙ୍କନ…

ବରଷା ଗୋ’ ତୁମେ

ବରଷା ଗୋ’ ତୁମେ ଆଦ୍ଯ ଆଷାଢ଼ରଭୁରୁଭୁରୁ ମାଟି ଗନ୍ଧ ,ତବ ଆଗମନେ ବସୁମତୀ ସ୍ନାନମହକଇ ମକରନ୍ଦ ।୧। ବରଷା ଗୋ’ ତୁମେ…

ଚାରିବନ୍ଧୁ

ଆଦିମ କାଳରୁ ନ ହେଲେ ବିକୌଣସି ଘଡ଼ିସନ୍ଧି କାଳରେଚାରିବନ୍ଧୁଙ୍କର ମହାମିଳନ ….। ସ୍ବ ସ୍ବ ପ୍ରତିଭା ବଖାଣି ବସନ୍ତି ସେମାନେ :ପଙ୍କ…

ଚୋରାଚଇତି

ଯଦି କେବେ ଉଡ଼ିଯାଏ ପ୍ରଜାପତିତୁମ ଆଖି ସାମ୍ନାରେ ,ଚହଲିଯାଏ ତନୁ-ମନବୁଲୁ ବୁଲୁ ଫୁଲ ଉଦ୍ଯାନରେ । କାଳବୈଶାଖୀ ଯେବେ କେବେଗତିକରେ ତୁମ…

ଜନ୍ମ (୨)

ହେ ଛନ୍ମ !ତୁମେ ଶୁଭ ଓ ସୌଭାଗ୍ଯଏ ମହୀମଣ୍ଡଳେ,ତବ ବିନା ସବୁ ଶୂନ୍ଯଏହି ଧରାଧାମେ,ସର୍ବ ପ୍ରାଣୀ ସର୍ବ ତରୁଲତାଅହରହ କରିଅଛ ସୃଷ୍ଟିଏକ…

ଜନ୍ମ (୧)

ହେ ଜନ୍ମ !ତୁମେ ପ୍ରେମର ପ୍ରତୀକସତ୍ଯର ସଂଧାନଜୀବନ ଅମୃତ / ହୃଦୟ ଚନ୍ଦନଦୁନିଆର ନୂତନ ଆଲୋକ ;ସର୍ବପ୍ରାଣୀ ଏହି ଧରାଧାମେବଶୀଭୂତ ପ୍ରେମ…

ଜାତୀୟ ରଙ୍ଗ ଦିବସ ୨୨ ଅକ୍ଟୋବର : National Colour Day 🔻

ଇନ୍ଦ୍ରଧନୁରବାଘନିସହନାଲାସାତୋଟି ରଙ୍ଗ । ….. (୧) ଯେ’ ବାଇଗଣୀଚିତ୍ରାଙ୍କନେ ନିହାତିପାର୍ଶ୍ଵେ ରହଣି । ….. (୨) ଯେ’ ଘନନୀଳଆକାଶରେ ଶୋଭନଦୃଶ୍ୟ ଅନିଳ…