ଶୁଭ ଦୀପାବଳି

ଆଲୋକର ପର୍ବ ଶୁଭ ଦୀପାବଳିସଂସ୍କୃତିରଏ ଗୈାରବଯୁଗ ଯୁଗ ଧରି ପାଳନ ହଉଛିଇତିହାସ ଦୃଢ଼ ଭାବ।ପଲ୍ଲୀ ରୁ ସହର ଝଲସି ଯାଉଛିଆଲୋକ ମାଳାର…

ସଂକ୍ରାନ୍ତି ବିଶେଷ 🛕🥰🥙 (ତୁଳା/ଗର୍ଭଣା ସଂକ୍ରାନ୍ତି)

ବର୍ଷାଦ୍ଯ ବୈଶାଖ ବିଷୁବ ସଂକ୍ରାନ୍ତିପୂଜା ବୀର ହନୁମାନ,ଜ୍ଯେଷ୍ଠ ସଂକ୍ରାନ୍ତିରେ ପୁତ୍ର-ପୁତ୍ରୀ ବ୍ରତଧର୍ମରାଜ ଆରାଧନ ।🙏 ଆଷାଢ଼ ସଂକ୍ରାନ୍ତି ରଜ-ପର୍ବ ଆମ୍ଭଧରିତ୍ରୀ-ମାତା ପୂଜନ,ଶ୍ରାବଣ…

ବିଶ୍ବ ଖାଦ୍ୟ ଦିବସ

WORLD FOOD DAY🍎🍌16th October ପ୍ରାଣୀଜଗତ ଓ ଉଦ୍ଭିଦଜଗତସମ୍ମିଶ୍ରଣେ ଆମ ବିଶ୍ବ,ତିନି ଭାଗ ଜଳ ଏକ ଭାଗ ସ୍ଥଳେନାନା ଜୀବଜନ୍ତୁ ବାସ…

ବିଶ୍ଵ ହାତଧୁଆ ଦିବସ Global Handwashing Day 🚰🎉15th: Oct.::

ବାୟୁମଣ୍ଡଳରେ ଅସଂଖ୍ଯ ଜୀବାଣୁପରିବେଶ ପ୍ରଦୂଷିତ,ଖାଲି ଆଖିରେ ଯେ’ ହୁଏ ନାହିଁ ଦେଖିଶରୀର ପକ୍ଷେ ସଂକଟ । ବିଭିନ୍ନ ପ୍ରକାର ପଦାର୍ଥ ସହିତମାନବ…

ସକାଳ ସ୍ନାନ

ସକାଳ ସ୍ନାହାନ ଶରୀର ଉତ୍ତମମନ୍ଦିର ଦର୍ଶନ ଶୁଉଯାତ୍ରା କରୁଥିଲେ ଦେଖିଲେ କଳସଭକ୍ତି ଭାବ ହୁଏ ଶୁଉ।ପ୍ରଭୁ ନାମ ଧରି ପଥ ଚାଲୁଥିଲେବାଟ…

ବିଶ୍ବ ମାନବ ଶରୀର ଗଣ୍ଠି-ସମସ୍ଯା ଦିବସ World Arthritis Day 💊 12th October 🌹

ରକ୍ତ ମାଂସ ହାଡ଼ ଶିରା-ପ୍ରଶିରାରେଗଠିତ ଜନ ଶରୀର,ଦୁଇ ଶହ ଛଅ ଖଣ୍ଡ ହାଡ଼କୁ ଯେ’ଘୋଡ଼ାଇଛି ମାଂସ ଚର୍ମ । ପ୍ରାୟ ତିନି…

🌹 ଅନ୍ତର୍ଜାତୀୟ ଶିଶୁ-କନ୍ୟା ଦିବସ 🌹

International Day of Girl-Child💁‍♀️ 🤷🏻‍♀️ 11th : October 🧛‍♀️ 🦹‍♀️ ପୁତ୍ର ହେଉ ଅବା କନ୍ୟା ହେଉ ବନ୍ଧୁଏକ…

ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ 🌹 10 Oct: World Mental Health Day

ଶାରୀରିକ ସ୍ବାସ୍ଥ୍ୟ ନିରୋଗେ ସୁନ୍ଦରଦୃଶ୍ୟମାନ ହୃଷ୍ଟପୁଷ୍ଟ,ମାନସିକ ସ୍ବାସ୍ଥ୍ୟ ମନ ଓ ମସ୍ତିଷ୍କଉତ୍ତମ ଧୀଶକ୍ତି ଦୃଷ୍ଟ । ବିଭିନ୍ନ ପ୍ରକାର ଆଘାତ ବିପଦଅସଫଳ…

ବିଶ୍ଵ ଅଣ୍ଡା ଦିବସ 🥚 World Egg Day 😱2nd Friday of October (10 Oct.)

ଆଜ ଅକ୍ଟୋବର ଚଉଦ ତାରିଖବିଶ୍ବ ଅଣ୍ଡାର ଦିବସ,ବତକ ହଂସ କି କୁକୁଡ଼ା ଅଣ୍ଡାରଗୁଣ ଜାଣନ୍ତୁ ବିଶେଷ । ଶିଶୁ ଖାଦ୍ୟେ ଏହା…

ବିଶ୍ଵ ଡାକ ଦିବସ 🙏 9th Oct : World Post Day

ଅଘଟଣ ଅବା ଘଟଣା ଖବରଘୂରଇ କାନରୁ କାନ,ଲିଖିତ ଖବର ହାତରୁ ହାତକୁବୋହିନେଇଥାଏ ଜନ । ରାଜା-ରାଜୁଡ଼ାଙ୍କ ଶାସନ କାଳରେଦୂତ ବା ପତ୍ରବାହକ,ଖବରକୁ…