ସୃଷ୍ଟିକର୍ତ୍ତା’ଙ୍କର ସୃଷ୍ଟି ସର୍ଜନାରେଭିତ୍ତିଭୂମି ପଞ୍ଚଭୂତ,ଭୂମି ଜଳ ବାୟୁ ଆକାଶ ଆଲୋକକ୍ରିୟା-ପ୍ରକ୍ରିୟା ସଂଯୁକ୍ତ । ସ୍ବକୀୟ ଶକ୍ତି ଓ ସୃଜନୀ ଗୁଣରେପ୍ରତ୍ୟେକ ମହିମାନ୍ଵିତ,ହେଲେ…
Category: ସୃଜନୀ
ଖୁସିରେ…. ଖୁସିରେ.….
ଦିନେ ଦିନେ ମନ ଆନନ୍ଦ ରେନୀଳ ସବୁଜ ଗୋଲାପୀଆଉ ଲାଲ୍ ରଙ୍ଗର ବେଲୁନ୍ ଭିତରେଫୁ…ଫୁ… କରି ହସ ସବୁ ଭର୍ତ୍ତି କରିଉଡ଼ାଉଥାଏ…
ବିଶ୍ବ ଶ୍ରମିକ ଦିବସ 🌍🥊 World Labourers’ Day✍️1st May
ଆଖିରେ ଆଖିଏ ସପନକୁ ଭରିଖଟୁଥାଏ ରାତି-ଦିନ,ସକଳ ସପନ ଆଖି ଲୁହ ହୋଇଝରିଯାଏ ସବୁଦିନ । ସୂର୍ଯ୍ୟୋଦୟ’ଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତଖଟୁଥା’ନ୍ତି ବାରଘଣ୍ଟା ,କ୍ରୀତଦାସ…
ବିଶ୍ବ ଇଚ୍ଛା ଦିବସ ✍️ ୨୯ : ଅପ୍ରେଲ
ଇଚ୍ଛା ସ୍ବପ୍ନ ଆଉ ଚାହିଦା ତ୍ରିବିଧତ୍ରିଭୁଜର ତିନି ବିନ୍ଦୁ,ଇଚ୍ଛା ଜୁଆରରେ ଚାହିଦା ବି ଭଟ୍ଟାସ୍ବପ୍ନ ଯେ’ ଅମାପ ସିନ୍ଧୁ । ଚାହିଦା…
ଅନ୍ତର୍ଜାତୀୟ ନୃତ୍ୟ ଦିବସ International Dance Day29th April ✍️ ୨୯ ଅପ୍ରେଲ
ଖାଦ୍ୟ ବସ୍ତ୍ର ବାସ ମୌଳିକ ଚାହିଦାବଞ୍ଚିବା ପାଇଁ ଜୀବନ,କିନ୍ତୁ କର୍ମେ ସୁଖ ଶାନ୍ତି-ପ୍ରୀତି ବିନାଜୀବନର ମୂଲ୍ଯ ହୀନ । ସୁଖ-ଶାନ୍ତି ବିନା…
ହେ ମଧୁସୂଦନ (ତା: ୨୮-୦୪-୧୮୪୮)>୧୭୯ ଜୟନ୍ତୀ
ଉତ୍କଳ ଗୌରବ ଉତ୍କଳ ଜନକଉତ୍କଳ ଜାତି ନମସ୍ଯ,ଉତ୍କଳର ଜ୍ଯୋତି: ଉତ୍କଳର କୀର୍ତ୍ତିହେ ମଧୁସୂଦନ ଦାସ ! ଜନକ ଚୌଧୁରୀ ରଘୁନାଥ ଦାସଜନନୀ…
ବିଶ୍ବ ମ୍ଯାଲେରିଆ ଦିବସ 🧟 World Malaria Day✍️25 : April
ମାନବ ଜୀବନ ଝଡ଼ଝଞ୍ଜାମୟଜୀବିକା ପାଇଁ ସଂଘର୍ଷ,ଜୀବନ ପ୍ରବାହ ସଂଘର୍ଷେ ଯନ୍ତ୍ରଣାଆକ୍ରାନ୍ତେ ରୋଗ ବିମର୍ଷ । ବିଭିନ୍ନ ରୋଗରୁ ମ୍ଯାଲେରିଆ ଏକବିପଦପୂର୍ଣ୍ଣ କାତର,ପ୍ଲାଜମୋଡ଼ିୟମ…
ଚା’ ଦିବସ Tea Day ☕21st > April, May, Sept./15th Dec.
ମାନବ ଜୀବନ ଉପଭୋଗମୟବିଚାରନ୍ତି ଅଧିକାଂଶ,ବିଳାସ ଜୀବନ ଖାଦ୍ୟ-ପାନୀୟରଅସୀମ ଅଂଶ ବିଶେଷ । ପାନୀୟ ମଧ୍ଯରେ ଜଳ’ଠୁ ମଦିରାଚାହା’ଠାରୁ ଫଳରସ,ଏ ସକଳ ମଧ୍ଯୁ…
ଜାତୀୟ ପଞ୍ଚାୟତିରାଜ ଦିବସ ✍️ National PanchayatiRaj Day 🌹24th April
ରାଜ୍ୟଠାରୁ ଦେଶ ଗଢ଼ା ସରକାରବ୍ଯବସ୍ଥାପକ ନିୟମ,କ୍ଷମତା ଓ ଶକ୍ତି ବିନିଯୋଗେ ମନ୍ତ୍ରୀଯୋଜନାର ପ୍ରଣୟନ । ରାଜ୍ୟ ତଥା ରାଷ୍ଟ୍ର ବିକାଶ ପଥରେଜନ…
ଶୁଭ ଅକ୍ଷୟ ତୃତୀୟା ✍️ ( କବି ଶ୍ରୀ ଶମ୍ଭୁନାଥ ଦାସ, ଯାଜପୁର )
‘ଅକ୍ଷୟ ତୃତୀୟା’ ମାହାତ୍ମ୍ୟ ଅନେକଶୁଣ ଶୁଣ ସୁଧୀ- ଜନ,ଗଙ୍ଗା-ମାତା ଏହି ପୁଣ୍ୟ ଦିବସରେମର୍ତ୍ତ୍ୟରେ ଅବତରଣ । ସତ୍ୟ କି ତ୍ରେତୟା ଦ୍ଵାପର…