ବିଶ୍ଵ ଶିକ୍ଷକ ଦିବସ✍️ ୫ ଅକ୍ଟୋବର5th Oct.: World Teachers’ Day

( କବି ଶ୍ରୀ ଶମ୍ଭୁନାଥ ଦାସ, ଯାଜପୁର )~~~ଯେଉଁଠାରେ ଥାଏ ସର୍ବୋଚ୍ଚ ସମ୍ମାନତାହା ଶିକ୍ଷକ ସମାଜ,ପିତା-ମାତା ତୁଲ୍ୟ ସ୍ନେହ ଶ୍ରଦ୍ଧା ପ୍ରୀତିହୃଦେ…

ବିଶ୍ଵ ପ୍ରାଣୀ-ମଙ୍ଗଳ ଦିବସ World Animal Welfare Day (4 Oct)

ଆହାଃ କି ସୁନ୍ଦର ଏହି ଧରାବକ୍ଷସୃଷ୍ଟି କର୍ତ୍ତା’ଙ୍କ ନିର୍ମାଣ,ସ୍ଥଳ ବନାରଣ୍ଯେ ପାହାଡ଼ ପର୍ବତେଜୀବଜନ୍ତୁ ବିମଣ୍ଡନ । କୋଟି କୋଟି ଜୀବ- ଜନ୍ତୁ…

🌷 ବିଶ୍ବ ପ୍ରକୃତି ଦିବସ 🥦 World Nature Day: 3rd October

ଆହାଃ କି ସୁନ୍ଦର ପ୍ରକୃତି ସୃଜନମୃତ୍ତିକା ପାଣି ପବନ,ନଦୀ ଓ ସାଗର ଝରଣା ପର୍ବତଜୀବଜନ୍ତୁ ଭିନ୍ନ ଭିନ୍ନ । ଜୀବଜଗତରେ ପ୍ରାଣୀ…

ଜୀବନ ଯାତ୍ରା

ଜୀବନ ନଉକା ସାଗର ବୋଇତଆତ୍ମା ପବନ ଆହୁଲାଅଣଚାଶ ବାଆ ବହୁଛି ନିର୍ଗତରାମ ଏତୁଣ୍ଡେ ଗାଇଲା।ଜୀବନ ଗଣିତ ବଡ଼ କଷ୍ଟ ପ୍ରଭୁପାରୁନି ଏ…

ଅନ୍ତର୍ଜାତୀୟ ବୟୋବୃଦ୍ଧ ବ୍ୟକ୍ତି ଦିବସ

🙏 International Day of 👨‍❤️‍💋‍👨Older Persons✍️ 1st Oct. ମାନବ ଜୀବନ ଅତି ଶୁଭ ହେଲେଶରୀର ନୁହଁଇ ସ୍ଥାୟୀ,ଶୈଶବ କୈଶୋର…

ଅନ୍ତର୍ଜାତୀୟ ଅନୁବାଦ ଦିବସ📖 International Translation Day ୩୦ ସେପ୍ଟେମ୍ବର / 30th September

ଆମ ଏହି ବିଶ୍ଵ ସାତ ମହାଦେଶଦୁଇ ଶତାଧିକ ଦେଶ,ପ୍ରତ୍ୟେକ ଦେଶରେ ଭିନ୍ନ ଭାଷା ଭିନ୍ନସାଂସ୍କୃତିକ ପରିବେଶ । ପ୍ରତ୍ୟେକ ଦେଶର ସାଂପ୍ରତିକ…

ବିଶ୍ଵ ପର୍ଯ୍ୟଟନ ଦିବସ 🙏 🌹27 Sept : World Tourism Day🛕

ଆହାଃ କି ସୁନ୍ଦର ଏହି ଧରାଧାମସୃଷ୍ଟିକର୍ତ୍ତା’ଙ୍କ ସୃଜନ,ନଦୀ ଓ ଝରଣା ପାହାଡ଼ ପର୍ବତଚିତ୍ର ବିଚିତ୍ର ଶୋଭନ । ହିମାଳୟ ପରି ପ୍ରକୃତି…

ଇନ୍ଦୁ ପୂର୍ଣ୍ଣମୀ ଓ ଭାଗବତ ଜନ୍ମ 🙏

ପ୍ରଭୁ ଜଗନ୍ନାଥ ଶ୍ରୀକୃଷ୍ଣ ଶ୍ରୀରାମପଦ୍ମ-ପାଦେ ନମୋନମଃ,ଇନ୍ଦ୍ର-ଚ଼ନ୍ଦ୍ର ସ୍ମରି ଶୁଭେଚ୍ଛା ଜ୍ଞାପନସର୍ବେ ଭବନ୍ତୁ ସୁଖିନଃ । ଅଷ୍ଟାଦଶ ଧର୍ମ ପୁରାଣ ଶାସ୍ତ୍ରରେଉତ୍କଳର ଭାଗବତ,ଭାଗବତ…

ମେଘ

—————————————— ଏ ମେଘ ସୁନ୍ଦରୀ ପରି ଯୌବନକୁ କରେ କଲବଲ ଏ ମେଘ ଈଶ୍ୱରୀ ପରି ଜୀବନକୁ କରେ ମଖମଲ। (ଘୋଷା)…

🌹🫧 ବିଶ୍ଵ ଭେଷଜଜ୍ଞ ଦିବସ 🌹🙏 🌹 (ସେପ୍ଟେମ୍ବର ୨୫ ତାରିଖ ) 🙏 World Pharmacists Day >

ମାନବ ଜୀବନ ଅଟଇ ଦୁର୍ଲଭଈଶ୍ୱର ସୃଷ୍ଟି ସୃଜନ,କିନ୍ତୁ ସେ’ ମାନବ ଆଜନ୍ମ ମରଣଭୋଗେ ରୋଗ-ବ୍ୟାଧି ଜାଣ । କର୍ମମୟ ଜନ ଜୀବନ…