ରାଷ୍ଟ୍ରୀୟ ସେବା ଯୋଜନା ଦିବସ National Service Scheme Day ✍️୨୪ ସେପ୍ଟେମ୍ବର 24th September🌹

ଶୁଭ ଚିନ୍ତନରେ ଆମ ସମ୍ବିଧାନେଧାରାମାନ ପ୍ରଣୟନ,ବିଭିନ୍ନ ସ୍ତରରେ ସେବା ଉପଲବ୍ଧବଞ୍ଚିବା ପାଇଁ ଜୀବନ । ଶିକ୍ଷା ଠାରୁ ସ୍ବାସ୍ଥ୍ୟ ଆଜନ୍ମ ମରଣସର୍କାରୀ…

🌹🦏 ବିଶ୍ଵ ଗଣ୍ଡା ଦିବସ 🦏 🌹

World Rhinoceros Day > 22nd Sept.✍️ ସେପ୍ଟେମ୍ବର ୨୨ ତାରିଖ ✍️ ~~ସୃଷ୍ଟିକର୍ତ୍ତା’ଙ୍କର ବିଚିତ୍ର ସୃଷ୍ଟିରେପଶୁ-ପକ୍ଷୀ ବିଦ୍ଯମାନ,ପଶୁମାନଙ୍କର ମଧ୍ଯରେ ବିଚିତ୍ରଗଣ୍ଡା…

✍️ ଅନ୍ତର୍ଜାତୀୟ ଶାନ୍ତି ଦିବସ 🕊️ 🌹21st Sept. / ୨୧ ସେପ୍ଟେମ୍ବର🌹

~~ସ୍ବଚ୍ଛ ଆଚରଣ ମଧୁର ବଚନସୁନ୍ଦର ହୃଦୟ ଜାଣ,ହିଂସା କପଟରେ ଅଶାନ୍ତିର ଝଡ଼ସର୍ବ ସଂକଟ କାରଣ । ଯେଉଁ ପରିବାରେ ସ୍ନେହ ଶ୍ରଦ୍ଧା…

ଚା’ ଦିବସ Tea Day 🌹☕

ତା:୨୧ ସେପ୍ଟେମ୍ବର / 21st Sept. > ମାନବ ଜୀବନ ଉପଭୋଗମୟବିଚାରନ୍ତି ଅଧିକାଂଶ,ବିଳାସ ଜୀବନ ଖାଦ୍ୟ-ପାନୀୟରଅସୀମ ଅଂଶ ବିଶେଷ । ପାନୀୟ…

ଇଞ୍ଜିନିୟର ଦିବସ 🏰

~~~ଚିକିତ୍ସକଗଣ ଅଶ୍ବିନୀ କୁମାରକବି ଦ୍ବିତୀୟ ଈଶ୍ୱର,ଯନ୍ତ୍ରୀମାନେ ହେଲେ ମର୍ତ୍ତ୍ୟେ ବିଶ୍ବକର୍ମାନେତା ଇନ୍ଦ୍ରଙ୍କ କୁମର । ହେ ଇଞ୍ଜିନିୟର ତବ ବାହୁବଳେନଦୀ-ବନ୍ଧ ରାସ୍ତାଘାଟ,ଜଳେ…

ନୂଆଁଖାଇ ପରବ

ପଶ୍ଚିମ ଓଡ଼ିଶା ନୂଆଁଖାଇ ପର୍ବକୃଷି ଭିତ୍ତିକ ଗୈ।ରବନୂଆ ଶସ୍ୟ ଧାନ ତିଆରି ପ୍ରସ୍ତୁତିମାଟିରୁ ଗଢ଼ା ସରବ।ସେହି ପାତ୍ରେ ସବୁ ଖାଇବ ସମସ୍ତକରେଇ…

ରାକ୍ଷୀ ପୂର୍ଣିମା

ଏ ରାକ୍ଷୀ ପୂର୍ଣ୍ଣୀମା ବନ୍ଧନ ସଂପର୍କଭାଇ ଭଉଣୀ ନିବିଡ଼ଭାଇର ହାତରେ ରାକ୍ଷୀ ବାନ୍ଧି ଦେଇଭଗ୍ନିର ସୁରକ୍ଷା ବଡ଼।ଭାଇ ବି ଭୁଲନା ଭଉଣୀ…

ଭୂବନେଶ୍ବର

ଏ ଭୂବନେଶ୍ବର ସଂସ୍କୃତି ନଗରଓଡ଼ିଶା ପ୍ରାଚୀନ ସ୍ମୃତିଧଉଳି ପାହାଡ ଅଶୋକ ଶାସନଇତିହାସ କୀମ୍ବଦନ୍ତି।ମନ୍ଦିର ମାଳିନୀ ନଗର ପ୍ରସିଦ୍ଧଖୋର୍ଦ୍ଧାଯାହା ରାଜଧାନୀଆଇନ୍ ଖସଡ଼ା ଗଢ଼ା…

ଗୁରୁ ଦିବସ

ଗୁରୁ ପିତାମାତା ଗୁରୁ ହିଁ ଦେବତାଗୁରୁ ହିଁ ମୋ ଭବିଷ୍ୟତତାଙ୍କରି ଆର୍ଦଶ ତାଙ୍କ ଜ୍ଞାନ ବୁଦ୍ଧିମଣିଷ ଗଢ଼ା ଜଗତ।ଗୁରୁ ମୋ ଆଲୋକ…

ଗୁରୁ ଦିବସ

ଗୁରୁ ଯେ ଅଟନ୍ତି ବ୍ରହ୍ମଦେବ ସମଗୁର ପୁଣି ବିଷ୍ନ୍ତଦେବ ,ଗୁରୁଙ୍କ ଆସନ ଦେବତା ସମାନଗୁରୁ ଦେବ ମହାଦେବ ।ଗୁରୁଙ୍କ ସ୍ୱରୂପ ସାକ୍ଷାତ…