ବିଦାୟ

ହେ ବନ୍ଧୁ ବିଦାୟ ସ୍ମୃତି ରହିଗଲାଚିରଦିନ ଏ ଅମରସ୍ମୃତି ଅନୁଷ୍ଠାନ ବହନ କରୁଛିବନ୍ଧୁ ଜନତା ଆଦର।ସାଙ୍ଗସାଥି ମେଳ ଛାତ୍ରଛାତ୍ରୀ ଗଣସେନେହ ଭାବ…

ବିଶ୍ବ ହୋମିଓପାଥିକ ଦିବସ 🙏୧୦~ଅପ୍ରେଲ~~

ପ୍ରାଣୀ ଓ ଉଦ୍ଭିଦ ଜୀବ-ଜଗତ’ରେସୁନ୍ଦର ପ୍ରାଣୀ ଏ ନର,ବୁଦ୍ଧି ଓ ବିବେକ ଅତି ଚମତ୍କାରରୂପ ସୌଷ୍ଠବ ସୁନ୍ଦର । ରୂପ-ଗୁଣେ ନର…

ବିଶ୍ବ ସ୍ବାସ୍ଥ୍ୟ ଦିବସ ✍️୭ ଅପ୍ରେଲ

ମାନବ ଶରୀର ଅମୂଲ୍ଯ ସମ୍ପଦସୁସ୍ଥତା ତା’ର କୁହୁକ,ସୁସ୍ଥ ନିରାମୟ ଜୀବନରୁ ସଦାବହେ ପ୍ରତିଭା ମହକ । ଭବ୍ଯ ଶାନ୍ତ ପ୍ରୀତ ଶୁଦ୍ଧ…

ଉତ୍କଳ ଦିବସ

ଉତ୍କଳ ପ୍ରଦେଶ ଓଡ଼ିଶା ମୋ ରାଜ୍ୟଆଜି ତା ଜନମ ଦିନଏକତ୍ର ହୋଇଛି ଓଡ଼ିଆ ଭାଷାରପ୍ରସାର ଆମ ସମ୍ମାନ।ଗରବେ କହୁଛି ଆମେତ ଓଡ଼ିଆଦୃଢ଼ତା…

ଧୂଆଁ ଓ ଦର୍ପଣ ଦିବସ ୨୯ ମାର୍ଚ୍ଚ

ଜଳ ଆଉ କାଚ ସ୍ବଚ୍ଛ ପଦାର୍ଥରେପ୍ରବେଶ କରେ ଆଲୋକ,କାଚ ଏକ ପାର୍ଶ୍ବେ ପାରଦ ଲେପିଲେପ୍ରତିବିମ୍ବର କୁହୁକ ! କୁହୁକର ଯାଦୁ- ବିଦ୍ଯାରେ…

ଜାତୀୟ ଶହୀଦ ଦିବସ ୨୩ ~ ମାର୍ଚ୍ଚ

ସମାଜ ସଂସ୍କାରେ ଦେଶ ଜାତି ହିତେଯା’ର ପ୍ରାଣ ବିସର୍ଜନ,ସେହି ଜନ ପ୍ରାପ୍ତ ଶହୀଦ ମାନ୍ଯତାଲଭେ ଦେଶର ସମ୍ମାନ । ଆଇନ ଶୃଙ୍ଖଳା…

ବିଶ୍ବ ଭଲ୍ଲୁକ ଦିବସ 🦦 ୨୩ ମାର୍ଚ୍ଚ ✍️

ସୃଷ୍ଟିକର୍ତ୍ତା’ଙ୍କର ବିଚିତ୍ର ସୃଜନଆମ୍ଭ ଏହି ଧରାବକ୍ଷ,ଜଳେ ସ୍ଥଳେ ଅବା ବଣ-ଜଙ୍ଗଲରେଜୀବଜନ୍ତୁ ଲକ୍ଷ ଲକ୍ଷ । ଗାଈ ଛେଳି ମେଣ୍ଢା ଗୃହପାଳିତ ଯେ’ହାତୀ…

ପଖାଳ ଦିବସ

(ମାନଗୋବିନ୍ଦ ସ୍ବାଇଁ) ଖରାରେ ପଖାଳ ଦେହକୁ ଉତ୍ତମଦେହ ପାଇଁ ବହୁ ଭଲଖରା ଦିନ ଥଣ୍ଡା ପେଟକୁ ଯେ ଥଣ୍ଡାପଖାଳ ତୋରାଣି ଭଲ।ପଖାଳ…

ବିଶ୍ବ କବିତା ଦିବସ ଉପଲକ୍ଷେ : ✍️ କବିତା ଗୋ’ ତୁମେ 🥭

କବିତା ଗୋ’ ତୁମେ ବାରମାସୀ ଆମ୍ବଗ୍ରୀଷମରେ ରମ୍ୟ-ରସାଳ,କୁହୁକ କୁସୁମ ମହୁଲ ମାଦକଖରାବେଳ ଦହି-ପଖାଳ । କବିତା ଗୋ’ ତୁମେ ବଧୂ ବର୍ଷାରାଣୀନାଲି…

ବିଶ୍ବ କବିତା ଦିବସ ଉପଲକ୍ଷେ :✍️ କବିତା ଗୋ’ ତୁମେ…. 🥰 ( କବି ଶ୍ରୀ ଶମ୍ଭୁନାଥ ଦାସ, କୋଲକାତା )୨୧~ମାର୍ଚ୍ଚ~

କବିତା ଗୋ’ ତୁମେ କବିର ପ୍ରେମିକାକବୟିତ୍ରୀର ପ୍ରେମିକ,ଶିଶୁମାନଙ୍କର ପିତା-ମାତା ଆଉଜନ-ସଂସ୍କାର ପ୍ରତୀକ । କବିତା ଗୋ’ ତୁମେ ଅମୃତ ବାରିଧିସୃଜନେ ଶୋଭା…