World Sparrows Day ବିଶ୍ବଘରଚଟିଆ ଦିବସ > 20th March 🦋 ଆମ ଗାଁ ଘରଚଟିଆ

ମାନସପଟ୍ଟରେ ଭାସୁଛି ଅତୀତଗାଆଁଗହଳି’ର ଚିତ୍ର,ଛଣ ଛପରରେ ମାଟି-କାନ୍ଥ ଘରମାଟି-ଚୁଲେ ଡାଲିଭାତ । ବାରିରେ ସବୁଜ ଶାଗ ଛନ୍ନ ଛନ୍ନବଗିଚାରେ ଆମ୍ବଗଛ,ବିଭିନ୍ନ ପ୍ରକାର…

ବିଶ୍ବ ପଖାଳ ଦିବସ

୨୦~ମାର୍ଚ୍ଚ~~~ଆସ ଆସ ଭାଇ- ଭଉଣୀ ସଭିଁଏଖାଇବା ପଖାଳ ଭାତ,ଖରାଦିନେ ଦେହ ରହିବ ଶୀତଳସ୍ବାସ୍ଥ୍ୟ ସୁରକ୍ଷାରେ ହିତ । ଭିଟାମିନ ସିଡି ପ୍ରାପ୍ତ…

ବଳିଆ ଦିଗଦର୍ଶନ …… 🙏

ସନ୍ଥ ବାବା ବଳିଆ, କେନ୍ଦ୍ରାପଡ଼ାର ଘାଗରା ପଞ୍ଚାୟତରେ ଜନ ପୂଜନ ସଭାରେ ଯୋଗଦେଇ,ମହାନ ଦିଗ-ଦର୍ଶନ ଦେଇ କହିଥିଲେ, ପତି, ପତ୍ନୀ ହରାଙ୍କୁ…

ବାପା

ବାପା ନାମ ଗୋଟି ଅଟଇ ଅମୂଲ୍ଯପ୍ରିତି ମନ୍ଦାକିନୀ ଧାରାନିଧନ ସଙ୍ଖାଳି ଦରିଦ୍ର ପସରାଅନ୍ଧ ଲଉଡି ଆସରା ——–1ପଞ୍ଚତତ୍ତ୍ବ ଅସ୍ତିତ୍ବ ସମାହିତ ଅଛିଦୁଇ…

ମୀନ ସଂକ୍ରାନ୍ତି

ବର୍ଷାଦ୍ଯ ବୈଶାଖ ବିଷୁବ ସଂକ୍ରାନ୍ତିପୂଜା ବୀର ହନୁମାନ,ଜ୍ଯେଷ୍ଠ ସଂକ୍ରାନ୍ତିରେ ପୁତ୍ର-ପୁତ୍ରୀ ବ୍ରତଧର୍ମରାଜ ଆରାଧନ ।🙏 ଆଷାଢ଼ ସଂକ୍ରାନ୍ତି ରଜ-ପର୍ବ ଆମ୍ଭଧରିତ୍ରୀ-ମାତା ପୂଜନ,ଶ୍ରାବଣ…

‘ ଅଭିଯାନ ‘

୧୯୯୬ ମସିହାରୁ ଦୀର୍ଘ ୩୧ ବର୍ଷ ଧରି ଜାତୀୟ ପ୍ରଗତି ଅଭିଯାନ (Jatiya Pragati Abhiyan) ସଂଗଠନ ତରଫରୁ କୋଲକାତା ମହାନଗରୀରୁ…

ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ

ସମଗ୍ର ପୃଥିବୀ ଭାଷାର ମାଧୁରୀବିଭିନ୍ନ ଦେଶେ ଅନୈକ୍ୟ,ସାତ ହଜାରରୁ ଊର୍ଦ୍ଧ୍ବ ଭାଷା ଦୃଶ୍ୟଲିଖିତ ଅଥବା ମୁଖ । ତନ୍ମଧ୍ୟରୁ ଆମ ଭାରତବର୍ଷରେଦୃଶ୍ୟମାନ…

ସ୍ମୃତି

ନାରୀଙ୍କୁ ସମ୍ମାନ

ଗାଇଲେ ଗାଉନୁ ଜାତୀୟ-ସଂଗୀତଗାଇଲେ ରେ କିଛି ହେବନି ବାବୁ,ଗାଇଲେ ତାଙ୍କର ପକେଟ ଗରମଓଲଟା ଗାଇଲେ ମାଡ଼ ଖାଇବୁ …. ।୧। କହିଲେ…

ସ୍ମୃତି