ରାୟଗଡ-ସୁରେନ୍ଦ୍ର କୁମାର ରଥ-ଆଜି ଠାରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ରାୟଗଡ଼଼ା ଜିଲ୍ଲାରେ ଚଳିତ ବର୍ଷ ୫୯ଟି କେନ୍ଦ୍ରରେ ୧୦ ହଜାର…
Month: February 2025
ରାୟଗଡ଼଼ା ଜିଲ୍ଲାରେ ଚଳିତ ବର୍ଷ ୫୯ଟି କେନ୍ଦ୍ରରେ ୧୦ ହଜାର ୫୮୮ ଜଣ ମାଟ୍ରିକ ପରୀକ୍ଷା ଦେବେ।
ରାୟଗଡ-ସୁରେନ୍ଦ୍ର କୁମାର ରଥ-ଆଜି ଠାରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ରାୟଗଡ଼଼ା ଜିଲ୍ଲାରେ ଚଳିତ ବର୍ଷ ୫୯ଟି କେନ୍ଦ୍ରରେ ୧୦ ହଜାର…
ନୟାଗଡ ପୁରୁଣା ସହର ଜଗନ୍ନାଥ ମନ୍ଦିର ରୁ ଚୋରିକରି ନେଇଗଲେ ପ୍ରଭୁଙ୍କର ଅଳଙ୍କାର ଓ ହୁଣ୍ଡୀ ରୁ ଟଙ୍କା
ନୟାଗଡ :: ନୟାଗଡ ଜଗନ୍ନାଥ ମନ୍ଦିରରୁ ଚୋରୀ । ମନ୍ଦିରର ହୁଣ୍ଡି ଭାଙ୍ଗି ୪୦ରୁ ୫୦ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ।…
ରଞ୍ଜନ ବେହେରା ହେଲେ ଅଖିଲ ଭାରତୀୟ ଖଦାନ ମଜଦୂର ସଂଘର ନୂଆଁ କାର୍ଯ୍ୟକାରୀ ଅଧ୍ୟକ୍ଷ ।*ସୁଶ୍ରୀ ସୁସ୍ମିତା ପଟେଲ ଙ୍କୁ ମଧ୍ୟ ଅଖିଳଭାରତୀୟ ଖଦାନ ମଜଦୂର ସଂଘ (କୋଲ ଫେଡେରେଶନ) ର ସମ୍ପାଦିକା ରୂପେ ମନୋନୀତ କରାଯାଇଛି ।
ଅନୁଗୁଳ : (ଦିଲୀପ କୁମାର ଚୋପଦାର) ଜିଲ୍ଲାର କୋଇଲା ନଗରୀ ତାଳଚେର,ସାଉଥ୍ ବଲଣ୍ଡା ସ୍ଥିତ ତାଳଚେର କୋଇଲା ଖଣି ମଜଦୂର ସଂଘର…
ସକାଳ
ଆଜିର ସକାଳଆହା କି ସୁନ୍ଦରସୁରୁଜ ର ନବ କିରଣପକ୍ଷୀ ମାନଙ୍କରକା କେଳି ରାବରେହସି ଉଠୁ ଥିଲା ଭୂବନ —–ରାମୁ କାକା ଙ୍କରଚା…
ଉଦଯାପନ ହେଲା ମା’ ରାମଚଣ୍ଡୀ ମହୋତ୍ସବ * ଅନ୍ତିମ ଦିନରେ ମୁଖ୍ଯ ଆକର୍ଷଣ କଣ୍ଠଶିଳ୍ପୀ ସୁଶ୍ରୀ ପ୍ରଜ୍ଞା ହୋତା ଓ ଓଡ଼ିଆ ଚଳଚିତ୍ର ଅଭିନେତ୍ରୀ ସୁଶ୍ରୀ ଶୀତଲ ପାତ୍ର llକଣ୍ଠଶିଳ୍ପୀ ପ୍ରଜ୍ଞା ହୋତା ଙ୍କ ସଂଗୀତ ରେ ଝୁମିଲେ ଦର୍ଶକ, ଓ କମ୍ପିଲା ମଞ୍ଚ
ଗଞ୍ଜାମ :୨୦.୦୨.୨୫ (ମିଥୁନ ବାରିକ୍) ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ନୀଳାଦ୍ରିପୁର (କରପଡ଼ା) ଋଷିକୂଲ୍ୟା ତଟ ପ୍ରସିଦ୍ଧ ଶକ୍ତିପୀଠ ମା’…
ବାପା
ଆକାଶ ଠୁ ବଡପାତାଳ ଠୁ ବଡତୁମେ ପରା ସଂଜ୍ଞାହୀନକଲମ ମୁନରେଶକତି ନାହିଁ ମୋକରିବାକୁ ତୁମ ଗୁଣ ଗାନଯାହା ମୁଁ ହୋଇଛିଯାହା ମୁଁ…
ସମାଜ ସେଵା ପାଇଁ ଅଜୟ ସାହୁଂକୁ ସମ୍ମାନଜନକ ଆନ୍ତର୍ଜାତିକ ଡକ୍ଟରେଟ
କୋରାପୁଟ/ସେମିଳିଗୁଡା/ସୁନାଵେଡା : ଜୀଵନଵ୍ୟାପୀ ସମାଜ ସେଵା ପାଇଁ ସମାଜସେଵୀ ତଥା ଵରିଷ୍ଠ ସାମ୍ଵାଦିକ ଅଜୟ ସାହୁଂକୁ ଆନ୍ତର୍ଜାଚୀକ ସମ୍ମାନଜନକ ଡକ୍ଟରେଟ ମିଳିଛି…
ବ୍ଳକ୍ ସ୍ତରୀୟ ନିପୁଣ ଓଡିଶା ମେଳା
ଛତ୍ରପୁର : ୧୯.୦୨.୨୫ (ମିଥୁନ ବାରିକ୍) ଛତ୍ରପୁର : ଜାତୀୟ ଶିକ୍ଷାନୀତି -୨୦୨୦ ଉପରେ ଆଧାରିତ ବ୍ଳକ୍ ସ୍ତରୀୟ ଓ ଏନ…
ମା’ ରାମଚଣ୍ଡୀ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା ରେ କମ୍ପିଲା ମଞ୍ଚ ଝୁମିଲେ ଦର୍ଶକ
ଗଞ୍ଜାମ : ୧୮.୦୨.୨୫ (ମିଥୁନ ବାରିକ୍) ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ନୀଳାଦ୍ରିପୁର (କରପଡ଼ା) ଋଷିକୂଲ୍ୟା ତଟ ପ୍ରସିଦ୍ଧ ଶକ୍ତିପୀଠ…