କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ଓ ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ଛତିଶଗଡ଼ର ରାଜନନ୍ଦଗାଓଁଠାରେ ଆଚାର୍ଯ୍ୟ ଶ୍ରୀ ବିଦ୍ୟାସାଗର ଜୀ ମହାରାଜଙ୍କ ‘ପ୍ରଥମ ସମାଧି ସ୍ମୃତି ମହୋତ୍ସବ’ ଏବଂ ଶ୍ରୀ ୧୦୦୮ ସିଦ୍ଧଚକ୍ର ବିଧାନ ବିଶ୍ୱ ଶାନ୍ତି ମହାଯଜ୍ଞରେ ଯୋଗ ଦେଲେ

ଆଚାର୍ଯ୍ୟ ଶ୍ରୀ ବିଦ୍ୟାସାଗର ଜୀ ମହାରାଜ ଜଣେ ଯୋଗଜନ୍ମା ବ୍ୟକ୍ତି ଥିଲେ, ଯିଏକି ନିଜର ନୂତନ ଚିନ୍ତାଧାରା ସହ ଏକ ନୂଆ…

ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସବକା ସାଥ୍‌, ସବକା ବିକାଶ ଆମର ସାମୂହିକ ଉତ୍ତରଦାୟିତ୍ୱ: ପ୍ରଧାନମନ୍ତ୍ରୀ2014 ପରେ ଦେଶ ଏକ ନୂତନ ମଡେଲ ଦେଖିଛି ଏବଂ ଏହି…

ଭାରତର ଅର୍ଥନୈତିକ ଅଭିବୃଦ୍ଧି ଓ ବିକାଶରେ ସେବା କ୍ଷେତ୍ରର ଭୂମିକା ଶୀର୍ଷକ ଆଲୋଚନlଚକ୍ର।

ଚଣ୍ଡିଖୋଲ ୬/୨(କ ବ୍ୟୁ) ବଡଚଣା ବ୍ଲକ୍ ଅନ୍ତର୍ଗତ ନୂଆ ହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ଅର୍ଥନୀତି ବିଭାଗ ଆନୁକୂଲ୍ୟରେ “ଭାରତର…

ଡିସିବିଏଲ ଖେଳୁଛି ଖେଳ, ଜନ ସାଧାରଣଙ୍କ ପାଇଁ ସାଜିଛି କାଳ , ରାତି ଅଧରେ କାର୍ଯ୍ୟ କରିବା ସହ ପ୍ରଶାସନକୁ ବେଖାତିର୍ ସମସ୍ତିଙ୍କୁ ଆଶ୍ଚର୍ଯ୍ୟ କରିଛି , ସ୍ଥାନୀୟ ପ୍ରଶାସନ ସହ ମଧୁ ଚନ୍ଦ୍ରିକା ଆଶଙ୍କା , ହାଇକୋର୍ଟ ନିର୍ଦ୍ଦେଶକୁ ସଂପୂର୍ଣ୍ଣ ବେଖାତିର

ରାଜଗାଙ୍ଗପୁର :: ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ରାଜଗାଙ୍ଗପୁର ପୈ।ରାଞ୍ଚଳରେ ଥିବା ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ ହାଇକୋର୍ଟର ନିର୍ଦ୍ଦେଶକୁ ସଂପୂର୍ଣ୍ଣ ବେଖାତିର…

ଭଞ୍ଜନଗର ବ୍ଲକରେ ‘ବିକଶିତ ଗାଁ ବିକଶିତ ଓଡ଼ିଶା’ କାର୍ଯ୍ୟକ୍ରମ

ଭଞ୍ଜନଗର (ସୁବ୍ରତ କୁମାର ଦାଶ, କଳିଙ୍ଗପ୍ରଭା): ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଏବଂ ପାନୀୟଜଳ ଯୋଗାଣ ବିଭାଗ ଦ୍ଵାରା ବିକଶିତ ଗାଁ ବିକଶିତ…

ନୂଆଦିଲ୍ଲୀଠାରେ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଜମ୍ମୁ-କଶ୍ମୀରର ସୁରକ୍ଷା ସ୍ଥିତି ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଆତଙ୍କବାଦର ସମ୍ପୂର୍ଣ୍ଣ ମୂଳପୋଛ ପାଇଁ ପ୍ରତିଶ୍ରୁତିବଦ୍ଧମୋଦୀ ସରକାରଙ୍କ ନିରନ୍ତର ଓ…

ଓ୍ବେଭସ୍ ୨୦୨୫ ‘ରିଲ୍ ମେକିଂ’ ଚ୍ୟାଲେଞ୍ଜ ଲାଗି ୨୦ଟି ଦେଶ ଏବଂ ସମଗ୍ର ଭାରତରୁ ୩,୩୦୦ରୁ ଅଧିକ ଏଣ୍ଟ୍ରି ମିଳିଛି

ଡିଜିଟାଲ ରିଲ୍ ଠାରୁ ଆରମ୍ଭ କରି ଗ୍ଲୋବାଲ୍ ଡିଲ୍ ପର୍ଯ୍ୟନ୍ତ: ବିଜେତାମାନେ ଲାଭ ଏବଂ ସ୍ୱୀକୃତି ପାଇଁ ଏକ ଅନନ୍ୟ ସୁଯୋଗ…

ଜାତୀୟ ସ୍ତରର ଜନସମ୍ପର୍କ ଅଭିଯାନ ‘‘ଜଳ ବିଭାଜିକା ଯାତ୍ରା’’ର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ

ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାର ଜଳ ବିଭାଜିକା ବିକାଶ ଉପାଦାନ (ଡବ୍ଲୁଡିସି-ପିଏମକେଏସୱାଇ) ପ୍ରକଳ୍ପଗୁଡ଼ିକର ପ୍ରଭାବୀ ଓ ସଫଳ କାର୍ଯ୍ୟକାରିତାରେ ଜନସାଧାରଣ ଓ…

ଫେବୃଆରୀ ୧୦ତାରିଖ ପୂର୍ବାହ୍ନ ୧୧ଟା ସମୟରେ ପରୀକ୍ଷା ପେ ଚର୍ଚ୍ଚା ରେ ଦେଶବ୍ୟାପୀ ଛାତ୍ରଛାତ୍ରୀଙ୍କ ସହିତ ଦୂରଦର୍ଶନ ସମେତ ବିଭିନ୍ନ ପ୍ଲାଟଫର୍ମରେ ସିଧାସଳଖ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ପରୀକ୍ଷା ପେ ଚର୍ଚ୍ଚାରେ ସମସ୍ତ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳର ୩୬ଜଣ ଛାତ୍ରଛାତ୍ରୀ ସିଧାସଳଖ ଭାବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଆଲୋଚନା କରିବେଛାତ୍ରଛାତ୍ରୀଙ୍କୁ…

ମହାକୁମ୍ଭ ୨୦୨୫ : ୨୩୩ ଜଳ ଏଟିଏମ୍ ଜରିଆରେ ୪୦ ଲକ୍ଷ ତୀର୍ଥଯାତ୍ରୀଙ୍କୁ ଦିନ ରାତି ୨୪ ଘଣ୍ଟା ବିଶୁଦ୍ଧ ପାନୀୟ ଜଣ ଯୋଗାଣ

ପରିବେଶର ସୁରକ୍ଷା ପାଇଁ ପ୍ଲାଷ୍ଟିକମୁକ୍ତ ପାନୀୟ ଜଳ ବ୍ୟବସ୍ଥା ଓ ବିଶୁଦ୍ଧ ଜଳ ଯୋଗାଣ Prayagraj :: ଦେଶ ବିଦେଶର କୋଣ…