ଆଦିବାସୀ ପରମ୍ପରାର ସୀତା ପୂଜା କାଡ୍ରାକା ପରିବାରରେ ଉତ୍ସାହ ଉଦ୍ଦୀପନାର ସହିତ ପାଳିତ ହୋଇଛି

ରାୟଗଡା :(କ :ପ୍ର )ରାୟଗଡା ଜିଲ୍ଲା କଲ୍ୟାସିଂପୁର ବ୍ଲକ ନାରାୟପୁର ପଞ୍ଚାୟତ ଶିରିପୁର ଗ୍ରାମରେ ଆଦିବାସୀ ମାନଙ୍କ ପ୍ରାଚୀନ ଧାର୍ମିକ ପରମ୍ପରାରେ…

ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନ ଙ୍କ ୧୧୮ତମ ଜନ୍ମ ଜୟନ୍ତୀ ପାଳିତ।

ତାଳଚେର (ଦିଲୀପ କୁମାର ଚୋପଦାର) ଗଡଜାତ ଆନ୍ଦୋଳନ ର ମୁଖ୍ୟ ପୁରୋଧା ,ଆଜନ୍ମ ବିପ୍ଲବୀ ତଥା ପୂର୍ବତନ ଉପମୁଖ୍ୟ ମନ୍ତ୍ରୀ ଜନନେତା…

ସରସ୍ବତୀ ଶିଶୁ ଜ୍ଞାନ ମନ୍ଦିରର ୧୯ ତମ ବାର୍ଷିକ ଉତ୍ସବ ପାଳନ

କଟକ ୦୮-୦୨-୨୦୨୫ରିଖ ସିଡିଏ ସେକ୍ଟର ୧୧ ସ୍ଥିତ ସରସ୍ବତୀ ଶିଶୁ ଜ୍ଞାନ ମନ୍ଦିରର ୧୯ତମ ବାର୍ଷିକ ଉତ୍ସବ ସ୍ଥାନୀୟ କଟକ କଳାବିକାଶ…

ୱାଇ.ଏମ.ସି.ଏ, କଟକ ଆନୁକୁଲ୍ୟରେ ଏକ ବୃହତ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ

, କଟକ :: ୱାଇ.ଏମ.ସି.ଏ, କଟକ ଆନୁକୁଲ୍ୟରେ ଏକ ବୃହତ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି । ଏହି…

ଅନନ୍ୟା ରେ ଉନ୍ମୋଚନ ହେଲା ମୁଠାଏ ସ୍ବପ୍ନ ପୁସ୍ତକ

ଭୁବନେଶ୍ୱରରାଜଧାନୀ ଭୁବନେଶ୍ବରର ୟୁନିଟ ୧ ରେ ଥିବା ମଦର୍ସ ପବ୍ଲିକ ସ୍କୁଲରେ ଅନୁଷ୍ଠିତ ସୁନ୍ଦର ମୋ ଭାଷା ସାହିତ୍ୟ ଜମ୍ଭରା କେନ୍ଦୁଝରର…

ପ୍ରମିଳା ମହାନ୍ତି

ମୋ ଝିଅ ର ଶାଶୁପ୍ରମିଳା ମହାନ୍ତିତାଙ୍କ ପରି ସ୍ନେହି ମଣିଷଜଗତେ ନାହାଁନ୍ତିନାଁ ତାଙ୍କ ପ୍ରମିଳା ମହାନ୍ତି ———ଦୁଇ ବୋହୁ ଦୁଇ ଯାଆସାଙ୍ଗ…