କେନ୍ଦ୍ର ଗୃହ ମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ‘ସାଇବର ସୁରକ୍ଷା ଏବଂ ସାଇବର ଅପରାଧ’ ପ୍ରସଙ୍ଗରେ…
Day: February 11, 2025
କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ‘ସାଇବର ସୁରକ୍ଷା ଏବଂ ସାଇବର ଅପରାଧ’ ଉପରେ ଗୃହ ମନ୍ତ୍ରଣାଳୟର ସଂସଦୀୟ ପରାମର୍ଶଦାତା କମିଟିର ଅଧ୍ୟକ୍ଷତା କରିଛନ୍ତିମୋଦିଜୀଙ୍କ ନେତୃତ୍ୱରେ ଦେଶ ଏକ ‘ଡିଜିଟାଲ ବିପ୍ଳବ’ ର ସାକ୍ଷୀ ପାଲଟିଛି, ସାଇବର ସୁରକ୍ଷାଜନିତ ଆହ୍ୱାନ ଗୁଡିକର ମୁକାବିଲା କରିବା ପାଇଁ ଜଣେ ଏହାର ଆକାର ଏବଂ ପରିମାଣକୁ ବୁଝିବା ଆବଶ୍ୟକସାଇବର ଅପରାଧ ରୋକିବା ପାଇଁ ଜାଲ ଆକାଉଣ୍ଟଗୁଡ଼ିକୁ ଚିହ୍ନଟ କରିବା ସହିତ ସେଗୁଡ଼ିକୁ କାର୍ଯ୍ୟକ୍ଷମ ହେବା ପୂର୍ବରୁ ବନ୍ଦ କରିବା ପାଇଁ ଏଆଇ ବ୍ୟବହାର କରାଯିବମୋଦିଜୀଙ୍କ ‘ଷ୍ଟପ୍-ଥିଙ୍କ୍-ଟେକ୍ ଆକ୍ସନ୍’ ମନ୍ତ୍ର ଉପରେ ବ୍ୟାପକ ସଚେତନତା ସୃଷ୍ଟି ଉପରେ ଗୃହ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତିସାଇବର ଅପରାଧର ମୁକାବିଲା ପାଇଁ ମୋଦୀ ସରକାର ଏକ ଚାରିପାଖିଆ ରଣନୀତି : ସମ୍ମେଳନ, ସମନ୍ୱୟ, ଯୋଗାଯୋଗ ଏବଂ ସାମର୍ଥ୍ୟ ରଣନୀତି ନେଇ ଆଗେଇ ଚାଲିଛନ୍ତିସାଇବର ଅପରାଧକୁ ରୋକିବା ପାଇଁ ଲୋକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଏବଂ ସାଇବର ହେଲ୍ପଲାଇନ୍ ‘୧୯୩୦’ କୁ ପ୍ରୋତ୍ସାହିତ କରିବା ଉପରେ ଅଧିକ ଧ୍ୟାନ ଦିଆଯିବା ଦରକାର ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତିସାଇବର ସ୍ପେସର ତିନୋଟି ମୌଳିକ ଉପାଦାନ – ସଫ୍ଟୱେର, ସେବା ଏବଂ ଉପଭୋକ୍ତା ସାଇବର ଠକେଇର ମୁକାବିଲା କରିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣସଦସ୍ୟମାନେ ‘ସାଇବର ସୁରକ୍ଷା ଏବଂ ସାଇବର ଅପରାଧ’ ସମ୍ବନ୍ଧୀୟ ପ୍ରସଙ୍ଗରେ ପରାମର୍ଶ ଦେଇଥିଲେ ଏବଂ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ
ଓ୍ବେଭ୍ସ ୨୦୨୫: କ୍ରିଏଟ୍ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ ସିଜନ-୧ରେ ଶିକ୍ଷା ଓ ଗେମିଂର ସମନ୍ୱୟ
PIB :ଆପଣ ନିଜ ସହରକୁ ଭଲ ଭାବରେ ଜାଣିଛନ୍ତି କି? ଆସନ୍ତୁ ଏବଂ ସିଟି କ୍ୱେଷ୍ଟ: ସେଡ୍ସ ଅଫ୍ ଭାରତ ଖେଳନ୍ତୁ…
ନିଶା ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଅନୁରୂପ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ 2024 ମସିହାରେ 25,000 କୋଟିରୁ ଅଧିକ ଟଙ୍କା ମୂଲ୍ୟର ନିଶାଦ୍ରବ୍ୟ ଜବତ କରାଯାଇଛି2024 ମସିହାରେ ଜବତ ହୋଇଥିବା ନିଶା ଦ୍ରବ୍ୟର ମୂଲ୍ୟ 2023 ମସିହାରେ ଜବତ ହୋଇଥିବା 16,100 କୋଟି ଟଙ୍କାର ନିଶାଦ୍ରବ୍ୟ ତୁଳନାରେ 55 ପ୍ରତିଶତରୁ ଅଧିକ ଅଟେ2024 ମସିହାରେ ଜବତ ହୋଇଥିବା ଔଷଧଗୁଡିକରେ ସାଇକୋଟ୍ରୋପିକ୍ ପଦାର୍ଥ ଭାବରେ ବ୍ୟବହୃତ ଅଧିକ କ୍ଷତିକାରକ ଏବଂ ନିଶାକାରୀ ସିନ୍ଥେଟିକ୍ ଔଷଧ, କୋକେନ ଏବଂ ଫାର୍ମାସ୍ୟୁଟିକାଲ୍ ଔଷଧ ଅନ୍ତର୍ଭୁକ୍ତ, ଯାହା ମଧ୍ୟ ବହୁ ମୂଲ୍ୟବାନ ଅଟେଏହି ସଫଳତା ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ ଗ୍ରହଣ କରାଯାଇଥିବା ‘ତଳୁ ଉପର ‘ ଏବଂ ‘ଉପରୁ ତଳ’ ଆଭିମୁଖ୍ୟର ଏକ ପ୍ରମାଣନିଶା ମୁକ୍ତ ଭାରତ ଗଠନ ପାଇଁ ମୋଦୀ ସରକାର ଏକ ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟ ସହିତ ଆଗକୁ ବଢୁଛନ୍ତି
New Delhi :: 10 FEB 2025 :: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ, ନିଶାଦ୍ରବ୍ୟ ବିରୁଦ୍ଧରେ ଶୂନ୍ୟ-ସହନଶୀଳତା ନୀତି…
ମହାକୁମ୍ଭ ୨୦୨୫: ବ୍ରିଟେନର ପ୍ରସିଦ୍ଧ ଟ୍ରାଭେଲ ରାଇଟର୍ସ ଫେବ୍ରୁଆରି ୨୫-୨୬ରେ ପ୍ରୟାଗରାଜ ଗସ୍ତ କରିବେ
10.02.25 : ପ୍ରୟାଗରାଜ କୁମ୍ଭମେଳା ୨୦୨୫ର ଭବ୍ୟତା ଏବଂ ପବିତ୍ରତା କେବଳ ସାରା ଦେଶର ତୀର୍ଥଯାତ୍ରୀଙ୍କୁ ଆକୃଷ୍ଟ କରୁନାହିଁ ବରଂ ବିଦେଶୀ…
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜଗତ ପ୍ରକାଶ ନଡ୍ଡା ଲିମ୍ଫାଟିକ୍ ଫାଇଲେରିଆ ନିରାକରଣ ପାଇଁ ଚିହ୍ନଟ ହୋଇଥିବା ୧୩ଟି ରାଜ୍ୟରେ ଜାତୀୟ ଔଷଧ ବିତରଣ ଅଭିଯାନର ଶୁଭାରମ୍ଭ କରିଛନ୍ତି
New Delhi :: ଲକ୍ଷ ଲକ୍ଷ ଲୋକଙ୍କୁ ଲିମ୍ଫାଟିକ୍ ଫାଇଲେରିଆସିସ ପରି ଦାରୁଣ ରୋଗରୁ ରକ୍ଷା କରିବା ଏବଂ ଏହାର ନିରାକରଣ…
ମହାକୁମ୍ଭ 2025ରେ ଭକ୍ତମାନେ ଯେପରି ସହଜରେ ଆସିପାରିବେ ଏବଂ ଫେରି ପାରିବେ ତାହା ସୁନିଶ୍ଚିତ କରିବା ପାଇଁ ଭାରତୀୟ ରେଳବାଇ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛି
ପ୍ରୟାଗରାଜ ::: ପ୍ରୟାଗରାଜ ଜଙ୍କସନ ସମେତ ପ୍ରୟାଗରାଜ ଅଞ୍ଚଳର ସମସ୍ତ ଆଠଟି ଷ୍ଟେସନ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ; ତୀର୍ଥଯାତ୍ରୀଙ୍କ ଭିଡ଼କୁ କମାଇବା ପାଇଁ…
ପରୀକ୍ଷା ପେ ଚର୍ଚ୍ଚା 2025ରେ ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମତ ବିନିମୟ
ମିଳିତ ଜାତିସଂଘ 2023 କୁ ‘ଅନ୍ତର୍ଜାତୀୟ ମିଲେଟ୍ ବର୍ଷ’ ଭାବରେ ଘୋଷଣା କରିଥିଲା ଏବଂ ଭାରତର ଏକ ପ୍ରସ୍ତାବରେ ଏହାକୁ ସମଗ୍ର…
ଫ୍ରାନ୍ସ ଓ ଆମେରିକା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ଥାନକାଳୀନ ମନ୍ତବ୍ୟ
New Delhi :: ଫ୍ରାନ୍ସର ରାଷ୍ଟ୍ରପତି ମାକ୍ରୋନଙ୍କ ନିମନ୍ତ୍ରଣ ଅନୁଯାୟୀ ମୁଁ ଫେବୃଆରୀ ୧୦ ରୁ ୧୨ ତାରିଖ ପର୍ଯ୍ୟନ୍ତ ଫ୍ରାନ୍ସ…
ଓଡିଆ ଭାଷା ସାହିତ୍ୟ ବିଭାଗ ର ଆଲୋଚନା ଚକ୍ର
ଚଣ୍ଡିଖୋଲ ୧୧/୨(କ ବ୍ୟୁ) ବଡଚଣା ଶିକ୍ଷା ମଣ୍ଡଳ ଅଧିନସ୍ଥ ଚଣ୍ଡିଖୋଲ ସ୍ଥିତ ବାବା ଭୈରବାନନ୍ଦ ସ୍ଵୟଂ ଶାସିତ ମହାବିଦ୍ୟାଳୟ ର ଓଡ଼ିଆ…
ନରହରିପୁର କପ୍ -୨୦୨୫, ଅଲ୍ ଓଡିଶା ଫୁଟବଲ୍ ଟୁର୍ନାମେଣ୍ଟ ଉଦଯାପିତ ।
ଅନୁଗୁଳ : ( ଦିଲିପ କୁମାର ଚୋପଦାର )ତାଳଚେର ବ୍ଲକ ଅନ୍ତର୍ଗତ ନରହରିପୁରରେ ଅଲ୍ ଓଡିଶା ଫୁଟବଲ ଟୁର୍ନାମେଣ୍ଟ, ନରହରିପୁର କପ-…