ଉତ୍କଳ ଦିବସ ଓଡ଼ିଶା ପ୍ରବେଶଆଜି ତା ଜନ୍ମ ଦିନଏକତ୍ର ଓଡ଼ିଆ ଦିବସ ପାଳୁଛିଗର୍ବେ କହେ ଭାଷା ଜ୍ଞାନ।ଭାଷା ମୋ ଓଡ଼ିଆ କହେ…
Category: ସୃଜନୀ
ଉତ୍କଳ ଦିବସ
ଉତ୍କଳ ଦିବସ ଆଜି ଉତ୍କଳ ଦିବସଓଡ଼ିଶା ମାନ୍ୟତା ପାଇଥିଲାଆମ ରାଜ୍ୟକେତେ ମାନ୍ୟ ଗନ୍ୟ ବ୍ୟକ୍ତିହୋଇଛନ୍ତି ଜାତଉତ୍କଳମଣି ଆଉ ଉତ୍କଳ ଗୌରବଫକୀର ମୋହନ…
ଉତ୍କଳ ଜନନୀ (୯୦ ତମ ଶୁଭ ଉତ୍କଳ ଦିବସ ଉପଲକ୍ଷେ)
ବୀର ପ୍ରସବିନୀ ଉତ୍କଳ ଜନନୀବୀର ଆମେ ତା’ ସନ୍ତାନ,ମାତାର ମହିମା ଟେକି ହସାଇବାରଖିବା ତା’ ସନମାନ । ଉତ୍କଳର ଭାଷା- ସାହିତ୍ଯ-ସଂସ୍କୃତିଅଟେ…
ଧୂଆଁ ଓ ଦର୍ପଣ ଦିବସ : ୨୯ ମାର୍ଚ୍ଚ :
ଜଳ ଆଉ କାଚ ସ୍ବଚ୍ଛ ପଦାର୍ଥରେପ୍ରବେଶ କରେ ଆଲୋକ,କାଚ ଏକ ପାର୍ଶ୍ବେ ପାରଦ ଲେପିଲେପ୍ରତିବିମ୍ବର କୁହୁକ ! କୁହୁକର ଯାଦୁ- ବିଦ୍ଯାରେ…
ମୋ’ କବିତା ରଖିବ ନାମ
ଶୋଷଣ କଷଣ ଦୁର୍ନୀତି ବିରୁଦ୍ଧେକରିଅଛି ମୁହିଁ ପଣ,ସମାଜର ହିତେ ଲଢ଼େଇ କରିବିଲେଖନୀକୁ କରି ଟାଣ । ଲେଖନୀ ମୁନରେ ଦୁର୍ନୀତିର ମୁଖାଖୋଲିବି…
ଜାତୀୟ ଶହୀଦ ଦିବସ (୨୩ ~ ମାର୍ଚ୍ଚ)
ସମାଜ ସଂସ୍କାରେ ଦେଶ ଜାତି ହିତେଯା’ର ପ୍ରାଣ ବିସର୍ଜନ,ସେହି ଜନ ପ୍ରାପ୍ତ ଶହୀଦ ମାନ୍ଯତାଲଭେ ଦେଶର ସମ୍ମାନ । ଆଇନ ଶୃଙ୍ଖଳା…
ବିଶ୍ବ ଜଳ ଦିବସ
[12:57 pm, 23/3/2025] Manabhai Malkanagiri: ମାନଗୋବିନ୍ଦ ସ୍ବାଇଁ)ଏ ମାନଗୋବିନ୍ଦ ଜଳରେ ଆନନ୍ଦଜଳ ମୋ ସଦା ଜୀବନପାଳିତ ଦିବସ ଜୀବନ ସାହସଜଳ…
ବିଶ୍ବ କବିତା ଦିବସ
କବିତା ଦିବସ ଭାଷାରେ ପ୍ରକାଶକବି ଗଢ଼ାର ମଣିଷମନ ଭାବ ନେଇ ଗଢୁଛି କବିତାକବି ଦୃଢ଼ତା ବିଶ୍ବାସ।କବି ଯେ କବିତା କବିଯେ ଦେବତାଅଳଙ୍କାର…
ପଖାଳ ଦିବସ
ଓଡ଼ିଶା ର ଗର୍ବ ଓଡ଼ିଆ ର ଖାଦ୍ୟଅଟଇ ପ୍ରିୟ ପଖାଳପ୍ରତି ଓଡ଼ିଆଙ୍କ ଆତ୍ମା ଶାନ୍ତି କରେଦେହରେ ଯୋଗାଏ ବଳ —ମାଆ ହାତ…
କୃଷକ
ଭାରତ ଆମର ଯେ’ କୃଷି-ପ୍ରଧାନଦେଶ ଅଟଇ ମହାନ,ଶ୍ରମିକ ସୈନିକ କୃଷକ ମଧ୍ୟରେକୃଷକ ଯେ’ ମହୀୟାନ । କାଦୁଅ – ପାଣିକୁ ସାଙ୍ଗ-ସାଥି…