ବିଶ୍ବ ଜଳ ଦିବସ

[12:57 pm, 23/3/2025] Manabhai Malkanagiri: ମାନଗୋବିନ୍ଦ ସ୍ବାଇଁ)
ଏ ମାନଗୋବିନ୍ଦ ଜଳରେ ଆନନ୍ଦ
ଜଳ ମୋ ସଦା ଜୀବନ
ପାଳିତ ଦିବସ ଜୀବନ ସାହସ
ଜଳ ବିଶ୍ବ ଯେ ଜୀବନ ।
ଜଳ ହିଁ ଜୀବନ ଜଳ ହିଁ ଶକତି
ଜଳରୁ ମିଳେ ମୁକତି
ଜଳ ଯେ ଅମଳ ବୃକ୍ଷ ଯେ ରୋପଣ
ପାଇବା ଜୀବନ ଶାନ୍ତି।
ଗଛକୁ ଛେଦନ କରିବ ରୋଦନ
ଅଛ ଯେତେ ଜନ ପ୍ରାଣୀ
ଲୁହରେ ଭିଜିବ ହଇରାଣ ହବ
ଦିନେ ଲୋପ ଏ ଧରଣୀ।
ବେଳୁ ସାବଧାନ ଗଛ ଲଗା ଧ୍ୟାନ
ନେବା ଆଜିଠୁ ଶପଥ
ଗୋଟି ଗୋଟି କରି ଲଗାଇବା ଗଛ
ଆଗ ନଥିବ ବିପଦ ।
ବନ୍ୟା ବାତ୍ୟା ଆଉ ସାଜିବନି ଦାଉ
ସୁସ୍ଥ ଆମ ପରିବେଶ
ହସିବ ଧରିତ୍ରୀ ହସେ ସବୁଜିମା
ଜଳେ ଜୀବନ ପ୍ରକାଶ।
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡା
[1:32 pm, 23/3/2025] Manabhai Malkanagiri: ବିଶ୍ବ ଜଳ ଦିବସ
(ମାନଗୋବିନ୍ଦ ସ୍ବାଇଁ)
ଏ ମାନଗୋବିନ୍ଦ ଜଳରେ ଆନନ୍ଦ
ଜଳ ମୋ ସଦା ଜୀବନ
ପାଳିତ ଦିବସ ଜୀବନ ସାହସ
ଜଳ ବିଶ୍ବ ଯେ ଜୀବନ ।
ଜଳ ହିଁ ଜୀବନ ଜଳ ହିଁ ଶକତି
ଜଳରୁ ମିଳେ ମୁକତି
ଜଳ ଯେ ଅମଳ ବୃକ୍ଷ ଯେ ରୋପଣ
ପାଇବା ଜୀବନ ଶାନ୍ତି।
ଗଛକୁ ଛେଦନ କରିବ ରୋଦନ
ଅଛ ଯେତେ ଜନ ପ୍ରାଣୀ
ଲୁହରେ ଭିଜିବ ହଇରାଣ ହବ
ଦିନେ ଲୋପ ଏ ଧରଣୀ।
ବେଳୁ ସାବଧାନ ଗଛ ଲଗା ଧ୍ୟାନ
ନେବା ଆଜିଠୁ ଶପଥ
ଗୋଟି ଗୋଟି କରି ଲଗାଇବା ଗଛ
ଆଗ ନଥିବ ବିପଦ ।
ବନ୍ୟା ବାତ୍ୟା ଆଉ ସାଜିବନି ଦାଉ
ସୁସ୍ଥ ଆମ ପରିବେଶ
ହସିବ ଧରିତ୍ରୀ ହସେ ସବୁଜିମା
ଜଳେ ଜୀବନ ପ୍ରକାଶ।

——-o——-

ମାନଗୋବିନ୍ଦ ସ୍ବାଇଁ
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡା

Leave a Reply

Your email address will not be published. Required fields are marked *