ନୟାଗଡ : ରାତି ପାହିଲେ ଶ୍ରାବଣ ମାସ ର ପ୍ରଥମ ସୋମବାର। ଚଳ ଚଞ୍ଚଳ ଓଡିଶା ର ସମସ୍ତ ସବ୍ୟ କ୍ଷେତ୍ର।…
Month: August 2026
ମଦ ଓ ଦେଶୀ ବନ୍ଧୁକ ଜବତ, ବାପା ପୁଅ ଗିରଫ
ନୟାଗଡ : ଖଣ୍ଡପଡ଼ା ପୁଲିସ କନ୍ଧନୂଆଗାଁରେ ଅଚାନକ ଚଢାଉ କରି ୧୯ ଲିଟର ଦେଶୀ ମଦ ଓ ୨ ଟି ହାତ…
ଶିକ୍ଷାନବୀଶ ଦେୱାନୀ ନ୍ୟାୟାଧୀଶ ମାନଙ୍କଦୀକ୍ଷାନ୍ତ ସମାରୋହ
ଆଦ୍ୟତା୦୨.୦୮.୨୦୨୬ରିଖରବିବାରପୂର୍ବାହ୍ନଘ. ୧୦.୩୦ମିସମୟରେକଟକଚହଟାସ୍ଥିତପ୍ରମୋଦକନଭେନସନଏବଂକ୍ଳବରିସୋର୍ଟସମିଳନୀକକ୍ଷରେ୨୦୨୩ବ୍ୟାଚରନବନିଯୁକ୍ତ୩୩ଜଣଦେୱାନୀନ୍ୟାୟାଧୀଶଙ୍କଦୀକ୍ଷାନ୍ତସମାରୋହଅନୁଷ୍ଠିତହୋଇଅଛି l ଏହିଉତ୍ସବରେଓଡିଶାଉଚ୍ଚନ୍ୟାୟାଳୟ ରମୁଖ୍ୟବିଚାରପତିତଥାଓଡିଶାନ୍ୟାୟିକଏକାଡେମୀରମୁଖ୍ୟପୃଷ୍ଠପୋଷକମାନ୍ୟବରନ୍ୟାୟମୂର୍ତ୍ତିଶ୍ରୀଯୁକ୍ତହରିଶଟଣ୍ଡନମହୋଦୟମୁଖ୍ୟଅତିଥିଭାବେଯୋଗଦେଇଉତ୍ସବକୁଉଦଘାଟନକରିବାସହିତ, ଏକବର୍ଷରପ୍ରଶିକ୍ଷଣସମାପ୍ତକରିଥିବା୩୩ଜଣଦେୱାନୀନ୍ୟାୟାଧୀଶମାନଙ୍କୁଦୀକ୍ଷାନ୍ତଶପଥପାଠକରାଇଥିଲେଏବଂସେମାନଙ୍କୁଶୁଭେଚ୍ଛାଜଣାଇଥିଲେ l ଏହିଅବସରରେମାନ୍ୟବରମୁଖ୍ୟବିଚାରପତି, ଓଡିଶାନ୍ୟାୟିକଏକାଡେମୀସମିତିରମାନ୍ୟବରଅଧ୍ୟକ୍ଷଓମାନ୍ୟବରସଦସ୍ୟବୃନ୍ଦତଥାଓଡିଶାଉଚ୍ଚନ୍ୟାୟାଳୟ “ବାର୍ଷିକସୂଚନାପୁସ୍ତକ”ସମିତିରଅଧ୍ୟକ୍ଷଏବଂମାନ୍ୟବରସଦସ୍ୟମାନଙ୍କଦ୍ୱାରାଓଡିଶାଉଚ୍ଚନ୍ୟାୟାଳୟ ର୨୦୨୫ମସିହାବାର୍ଷିକସୂଚନାପୁସ୍ତକଏବଂ୨୦୨୬ମସିହାରଓଡିଶାନ୍ୟାୟିକଏକାଡେମୀରପତ୍ରିକା“ବିଦ୍ୟା-୨୦୨୬”ଉନ୍ମୋଚନକରାଯାଇଥିଲା l ଏହିଉତ୍ସବରେଓଡିଶାଉଚ୍ଚନ୍ୟାୟାଳୟ ରବିଚାରପତିତଥାବାର୍ଷିକସୂଚନାପୁସ୍ତକସମିତିରସଦସ୍ୟମାନ୍ୟବରନ୍ୟାୟମୂର୍ତ୍ତିଶ୍ରୀଯୁକ୍ତଶଶିକାନ୍ତମିଶ୍ରମହୋଦୟସ୍ଵାଗତସମ୍ଭାଷଣପାଠକରିବାସହିତବାର୍ଷିକସୂଚନାପୁସ୍ତକବାବଦରେସମ୍ୟକସୂଚନାପ୍ରଦାନକରିଥିଲେ lଓଡିଶାଉଚ୍ଚନ୍ୟାୟାଳୟ ରବିଚାରପତି,…
୫୫ନଂ ୱାର୍ଡରେ ବିଜେଡିର କର୍ମୀ ସମ୍ମିଳନୀ
କଟକ,୦୨/୮( କ ବ୍ୟୁ ) : ଚୌଦ୍ୱାର/କଟକ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୫୫ନଂ ୱାର୍ଡରେ ବିଜୁ ଜନତା ଦଳ ପକ୍ଷରୁ ଏକ କର୍ମୀ…
ଶିକ୍ଷାନବୀଶଦେୱାନୀନ୍ୟାୟାଧୀଶମାନଙ୍କଦୀକ୍ଷାନ୍ତସମାରୋହ
କଟକ ତା୦୨.୦୮.୨୦୨ : ରବିବାରପୂର୍ବାହ୍ନଘ. ୧୦.୩୦ମିସମୟରେ କଟକ ଚହଟାସ୍ଥିତପ୍ରମୋଦ କନଭେନସନ ଏବଂ କ୍ଳବରିସୋର୍ଟ ସମିଳନୀକକ୍ଷରେ ୨୦୨୩ ବ୍ୟାଚରନବନିଯୁକ୍ତ ୩୩ ଜଣ ଦେୱାନୀ…
ରୋଟାରୀ କ୍ଲବ ଉଦଳା ଠାରେ ୯ ତମ ଅଧିଷ୍ଠାନ ଦିବସ ମହା ସମାରୋହରେ ପାଳିତ
ବାରିପଦା/ଉଦଳା ତା୨ /୮/୨୦୨୬( କ ବ୍ୟୁ ) : )ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ଠାରେ ରୋଟାରୀ କ୍ଲବ ଉଦଳାର ଅଧିଷ୍ଠାନ…
ଉଦଳା କଣ୍ଟ୍ରାକ୍ଟର ଆସୋସିଏସନ୍ର ସାଧାରଣ ବୈଠକ
ବାରିପଦା/ଉଦଳା, ତା୦୨/୦୮/୨୦୨୬( କ ବ୍ୟୁ ) : ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା କଣ୍ଟ୍ରାକ୍ଟର ଆସୋସିଏସନ୍ର ଏକ ସାଧାରଣ ବୈଠକ ଉଦଳା…
ସୂଚନା ବିଭାଗର ନିକ୍ଷେପକ ଙ୍କୁ ଅବସର ସମ୍ବର୍ଦ୍ଧନା
ପୁରୀ ୩୧/୭(କ ବ୍ୟୁ): ସୂଚନା ଓ ଲୋକ ସମ୍ପର୍କ ବିଭାଗ ପୁରୀ ରେ କାର୍ଯ୍ୟରତ ନିକ୍ଷେପକ ବା ପ୍ରୋଜେକ୍ସନିଷ୍ଟ ପ୍ରସନ୍ନ କୁମାର…
ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ ଅନୁଷ୍ଠିତ। ମହିଳା ମାନେ କେବଳ ଲାଭାର୍ଥୀ ନୁହେଁ ବିକାଶ ପ୍ରକ୍ରିୟା ର କର୍ଣ୍ଣଧାର ହୁଅନ୍ତୁ : ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।
ପୁରୀ ୩୧/୭ (କ ବ୍ୟୁ) : ଆମ ମା,ମହିଳା ମାନଙ୍କ ମଧ୍ୟରେ ଭରପୁର ଆତ୍ମବିଶ୍ବାସ ଓ ଅଜସ୍ର ଶକ୍ତି ରହିଛି।ସେଥିପାଇଁ ସମଗ୍ର…
ସ୍ୱତନ୍ତ୍ର ସଘନ ସଂଶୋଧନ(SIR) କାର୍ଯ୍ୟର ଅଗ୍ରଗତି ସମୀକ୍ଷା
ପୁରୀ, ୩୧ ଜୁଲାଇ ୨୦୨୬(କ ବ୍ୟୁ) : ପୁରୀ ଜିଲ୍ଲାର ନିର୍ବାଚନୀ ତାଲିକା ପର୍ଯ୍ୟବେକ୍ଷକ ତଥା କ୍ଷୁଦ୍ର, ଲଘୁ ଓ ମଧ୍ୟମ…