ଏମ୍ ଏମ୍ ଡି ଆର୍ ଆଇନ୍ କୁ ବିରୋଧ ନେଇ ” ଓ ଜେ ସି ” ର ପ୍ରସ୍ତୁତି ବୈଠକ

ଚଣ୍ଡିଖୋଲ,୩/୯(କ.ଵ୍ୟୁ) (ପ୍ରଶାନ୍ତ ଜେନା ଙ୍କ ରିପୋର୍ଟ) ସଂସଦର ଗତ ମୌସୁମୀ ଅଧିବେଶନରେ ବିନା ଆଲୋଚନାରେ ୧୦ମିନିଟ୍ ମଧ୍ୟରେ ମୋଦି ସରକାର ଏମ୍…

ଉଦଳା ତାଲୁକ ଆଇନ୍ ସହାୟତା କମିଟି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବାରିପଦା/ଉଦଳା, ତା୦୩/୦୯/୨୦୨୬ (କ: ବ୍ଯୁ) ଉଦଳା ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ଶିଶୁ ନିର୍ଯ୍ୟାତନା ଏବଂ ପୀଡିତାଙ୍କୁ ଆଇନଗତ କ୍ଷତିପୂରଣ…

ବାରିପଦା ସହରରେ ୩ଟି ପାନୀୟଜଳ କିଓସ୍କ ଉଦ୍‌ଘାଟିତ , ବିଶୁଦ୍ଧ ପାନୀୟଜଳ ଯୋଗାଣକୁ ରାଜ୍ୟ ସରକାରଙ୍କ ସର୍ବାଧିକ ଗୁରୁତ୍ୱ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର

ବାରିପଦା(କ: ବ୍ଯୁ)ତା୦୨/୦୯/୨୦୨୬ ଦୀନବନ୍ଧୁ ବାରିକ(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

ବ୍ଲେସ୍ଡ ସାକ୍ରାମେଣ୍ଟ ହାଇସ୍କୁଲ୍‌ରେ ସାଇବର ଓ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ , ‘ଡିଜିଟାଲ୍ ଆରେଷ୍ଟ’ ଓ ଅନଲାଇନ୍ ଠକେଇରୁ ସତର୍କ ରହିବାକୁ ପରାମର୍ଶ

ପୁରୀ , (କ ବ୍ୟୁ) : ବର୍ତ୍ତମାନ ସମୟରେ ଡିଜିଟାଲ୍ ପ୍ରଯୁକ୍ତିର ବ୍ୟାପକ ବ୍ୟବହାର ସହିତ ସାଇବର ଅପରାଧ ଓ ଅନଲାଇନ୍…

କାଜିବଜାର ଗୋଷ୍ଠୀ କେନ୍ଦ୍ରର ଶୁଭ ଶିଳାନ୍ୟାସ କଲେ ବିଧାୟିକା ସୋଫିଆ

କଟକ ୩/୯: କଟକ ମହାନଗର ନିଗମ ଅନ୍ତର୍ଗତ ୧୩ ନମ୍ବର ୱାର୍ଡ଼ କାଜିବଜାର ଅଞ୍ଚଳରେ ଏକ ନୂତନ ଗୋଷ୍ଠୀ ଗୃହ କେନ୍ଦ୍ରର…

ଓରିକ୍ଲିନ୍ କମ୍ପାନୀରୁ ୨୧୪ ଶ୍ରମିକ ଛଟେଇ ଅଭିଯୋଗ

(ଫାଟକ ସମ୍ମୁଖରେ ଶ୍ରମିକଙ୍କ ଧାରଣା, ୧୪୪ ଧାରା ଜାରି) କଟକ, ୦୩।୦୯: କଟକ ଟାଙ୍ଗୀସ୍ଥିତ ଓରିକ୍ଲିନ୍ ଡିଟରଜେଣ୍ଟ ପାଉଡର କମ୍ପାନୀରେ କାର୍ଯ୍ୟରତ…

କଟକ ନୟାବଜାର ପୋତାପୋଖରୀ କୁଷ୍ଠ ଚିକିତ୍ସାଳୟରେ ଚରମ ଅବ୍ୟବସ୍ଥା ଅଭିଯୋଗ — ସ୍ୱାସ୍ଥ୍ୟସେବା ନାଁରେ ରୋଗୀଙ୍କୁ ଅପେକ୍ଷାର ଯନ୍ତ୍ରଣା ! ୮ଟାର ଡାକ୍ତର ୧୦ଟାରେ! ରୋଗୀ ଘଣ୍ଟା ଘଣ୍ଟା ଲାଇନରେ, ଔଷଧ ପାଇଁ ବି ଦୌଡ଼ୁଛନ୍ତି ବାହାରକୁ

କଟକ: ସକାଳ ୮ଟାରେ ଡାକ୍ତର ଆସିବା କଥା, ହେଲେ ଆସୁଛନ୍ତି ୧୦ଟାରେ। ଡାକ୍ତରଙ୍କୁ ଅପେକ୍ଷା କରି ଘଣ୍ଟା ଘଣ୍ଟା ଧରି ଲାଇନରେ…

ଜାତୀୟ ସଙ୍ଗୀତ କଳାକେନ୍ଦ୍ର ତରଫରୁ ଶୋକସଭା

ବ୍ରହ୍ମପୁର, ତା. ୦୧/୦୯ :ରାଜ୍ୟର ଅତି ପ୍ରାଚୀନ ଓ ଅଗ୍ରଣୀ ସାଂସ୍କୃତିକ ପ୍ରତିଷ୍ଠାନ “ଜାତୀୟ ସଙ୍ଗୀତ କଳାକେନ୍ଦ୍ର” ତରଫରୁ ଲୋକପ୍ରିୟ କଣ୍ଠଶିଳ୍ପୀ…

କଣ୍ଠଶିଳ୍ପୀ ମୁନାଭାଇଙ୍କ ପରଲୋକ

ବ୍ରହ୍ମପୁର, ତା. ୨୭/୦୮ :ବ୍ରହ୍ମପୁର ସହରର ଜଣେ ସରଳ ବ୍ୟକ୍ତିତ୍ୱ, ନିର୍ଭିକ ସାମ୍ବାଦିକ ଓ ପ୍ରତିଭାଦୀପ୍ତ କଣ୍ଠଶିଳ୍ପୀ ନବ କିଶୋର ମହାପାତ୍ର…

ପ୍ରଣବ ପଟ୍ଟନାୟକଙ୍କ ବିୟୋଗ ଆମ ସଙ୍ଗୀତ ଜଗତର ଏକ ଅପୂରଣୀୟ କ୍ଷତି : ବରିଷ୍ଠ କଳାକାର ମହାସଂଘ

ବ୍ରହ୍ମପୁର, ତା. ୨୫/୦୮ :କଳା ଓ କଳାକାର ହିତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ଏବଂ ନିଖିଳ ଓଡ଼ିଶା…