ବିଶ୍ବ ମଧୁମେହ ରୋଗ ଦିବସ World Diabetes Day✍️14th Nov.

ମାନବ ଜୀବନ ଅତୀବ ଦୁର୍ଲଭସ୍ବାସ୍ଥ୍ୟରକ୍ଷା ପ୍ରତି ଧ୍ୟାନ,ରାଜ୍ୟ’ଠାରୁ କେନ୍ଦ୍ର ଶୁଭଦୃଷ୍ଟି ପରେବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ମାନବ ଶରୀର ରୋଗ-ବ୍ଯାଧିପୂର୍ଣ୍ଣଅସତର୍କତାର ଫଳ,ମଧୁମେହ…

ବିଶ୍ବ ଦୟା ପ୍ରଦର୍ଶନ ଦିବସ 🙏 13th: Nov.:: World Kindness Day

ସତ୍ୟ ଶାନ୍ତି ଦୟା କ୍ଷମା ଓ ଅହିଂସାଥାଏ ଯା’ର ଆଚରଣ,ପୁଣ୍ୟ ପବିତ୍ର’ର ଆତ୍ମା ସେହି ଜନଦେବତା ସାଥେ ସମାନ । ଜୀବ…

ଶୁଭ ପ୍ରଥମାଷ୍ଟମୀ

ଉତ୍କଳ ସଂସ୍କୃତି ପଢ଼ୁଆଁ ଅଷ୍ଟମୀଶୁଭ ମାସ ମାର୍ଗଶିର,ଜ୍ୟେଷ୍ଠ ପୁତ୍ର-କନ୍ୟା ନବ-ବସ୍ତ୍ର ପିନ୍ଧିବନ୍ଦାପନା’ରେ ଆଦର । ମାମୁଁ ଘରୁ ଆସେ ନବ-ବସ୍ତ୍ର ସାଥେମିଠେଇ…

ବିଶ୍ଵ ନିମୋନିଆ ଦିବସ 😪 World Pneumonia Day 🌹 ୧୨ : ନଭେମ୍ବର /12th: Nov.

ନିରାମୟ ସ୍ଵାସ୍ଥ୍ୟ ସୌଷ୍ଠବ ଶରୀରଐଶରିକ ବରଦାନ,ପ୍ରଭୁ ପାଦେ ଲୟ ଅଧ୍ୟାତ୍ମ୍ୟ ଜୀବନମାନବୀୟ ଶ୍ରେଷ୍ଠ ଗୁଣ । କର୍ମ ଶ୍ରମ ସାଥେ ଯୋଗ…

ତିନିରେ ଏକ

ଦେଖ ଏ ତ୍ରିରଙ୍ଗା ହୋଇ ତିନିରଙ୍ଗହୋଇଛି ପରା ଗୋଟିଏତିନିଧର୍ମ ଥାଇ ଏ ମହାନ ଦେଶଗୋଟିଏ ବୋଲିଣ କହେ……. 1 ବହୁ ଜାତି…

ମଣିଷ କିପରି ହୁଏ…… 🙏

ପୁଅକୁ ଜୀବନେ ଗାଡି ଦିଅ ନାହିଁଝିଅକୁ ନଦିଅ ଫୋନଏହି ଦୁଇଗୋଟି ଦେଲେ ପୁଅ ଝିଅପାଇବେନି ଆଉ ମାନ…….. 1 ପର ହାତେ…

ଭକ୍ତିର ଭାବ

ମୋ ଭାଗ୍ୟ ବିଧାତା ମନ୍ଦିର ଦେବତାଦୁଃଖି ଜନ ହିତକାରିମଙ୍ଗଳ ବାରତା ସଂସାର କରତାଦୁଃଖ ନିଅ ଦୂରକରି।ତୁମରି ଦ୍ବାର ରୁ ଶୁଭ ଅନୁକୂଳପଥ…

ଜାତୀୟ ଶିକ୍ଷା ଦିବସ 🌹 🙏11, Nov.::National Education Day

ଲେଖା-ପଢ଼ା ଜ୍ଞାନ ଅଟଇ ମାନବଜୀବନ ଅଂଶ-ବିଶେଷ,ସାକ୍ଷରତା ବିନା ଜୀବନେ ଶୂନ୍ୟତାପ୍ରତିକ୍ଷଣେ ଅବସୋସ । ଶିକ୍ଷା ଜୀବନର ଆଲୋକ ବର୍ତ୍ତିକାଚାଲିଚଳନ ସଂସାର,ଦେଶ ସମ୍ବିଧାନେ…

ଶାନ୍ତି ଓ ଉନ୍ନତିରେ ବିଶ୍ବ ବିଜ୍ଞାନ ଦିବସ🗼 ୧୦ ନଭେମ୍ବର 🛥️10th Nov.:: World Science Day

ସୌନ୍ଦର୍ଯ୍ୟ ସୃଷ୍ଟିର କୋଟି କୋଟି ଜନମଧ୍ୟେ ବୁଦ୍ଧିମାନ ଜନ,ସକଳ ଜୀବଙ୍କୁ ଆୟତ୍ତରେ ରଖିନିଜକୁ କରେ ସୌଖିନ । ଗୋଷ୍ଠୀ ଓ ସଭ୍ୟତା…

ଜାତୀୟ ଆଇନ-ସେବା ଦିବସ 9th November.: ✍️ National Legal Service Day

ପଢ଼ିବା ଲେଖିବା ଜ୍ଞାନ ସାକ୍ଷରତାହେଜିଥିଲେ ସରକାର,ଜାତି ଓ ଦେଶର ବିକାଶ ନିମନ୍ତେସାକ୍ଷରତା ଦରକାର । ଊଣେଇଶ ଶହ ପଞ୍ଚାନବେ ଠାରୁଆଇନ ସେବା…