Category: ସୃଜନୀ
ନାରୀଙ୍କୁ ସମ୍ମାନ
ଗାଇଲେ ଗାଉନୁ ଜାତୀୟ-ସଂଗୀତଗାଇଲେ ରେ କିଛି ହେବନି ବାବୁ,ଗାଇଲେ ତାଙ୍କର ପକେଟ ଗରମଓଲଟା ଗାଇଲେ ମାଡ଼ ଖାଇବୁ …. ।୧। କହିଲେ…
ଜୀବନ ପ୍ରବାହ
ସୁଖ ଅଛି, ଦୁଃଖ ଅଛିଦୁହେଁ ବି ନାହାଁନ୍ତିକଳକଳ ଜୀବନ ପ୍ରବାହକାରଣ, ଜୀବନଟା ଜୀବନ କେବଳ । ପାପ ଅଛି, ପୁଣ୍ଯ ଅଛିଦୁହେଁ…
ଦୋଷ
ଭାବିଥାଏ ଅନେକଥରଆମ ଘର ମୂଷାଗୁଡ଼ାଙ୍କୁ ମାରି ଦେବାକୁକିମ୍ବା ତଡ଼ିଦେବାକୁ ହେବ ।କେତେବେଳେ ଯନ୍ତା କିଣିଥାଏ ତଆଉ କେବେ ବଜାରରୁ ଆଣିଥାଏ ବିଷକିନ୍ତୁ…
ଜାତୀୟ ମୁଦ୍ରଣ ଦିବସ ✍️National Press Day👍Nov: 16
ମହାନ ଭାରତ ଦେଶ ଗଣତନ୍ତ୍ରଆଇନ ଧାରା ସୁନ୍ଦର,ଚାରିଗୋଟି ସ୍ତମ୍ବ ଟେକି ଧରିଛନ୍ତିଗଣତନ୍ତ୍ର’ର ମନ୍ଦିର । ବିଚାର ଶାସକ ଓ ବ୍ଯବସ୍ଥାପକଆଇନରେ ପଞ୍ଜିକୃତ,ସାମ୍ବାଦିକତା…
ସଂକ୍ରାନ୍ତି ବିଶେଷ 🌹 ((ବିଛା ସଂକ୍ରାନ୍ତି)
ବର୍ଷାଦ୍ଯ ବୈଶାଖ ବିଷୁବ ସଂକ୍ରାନ୍ତିପୂଜା ବୀର ହନୁମାନ,ଜ୍ଯେଷ୍ଠ ସଂକ୍ରାନ୍ତିରେ ପୁତ୍ର-ପୁତ୍ରୀ ବ୍ରତଧର୍ମରାଜ ଆରାଧନ ।ð ଆଷାଢ଼ ସଂକ୍ରାନ୍ତି ରଜ-ପର୍ବ ଆମ୍ଭଧରିତ୍ରୀ-ମାତା ପୂଜନ,ଶ୍ରାବଣ…
ପ୍ରଥମାଷ୍ଟମୀ
ଏ ଜ୍ୟେଷ୍ଠ ସନ୍ତାନ ନବ ବସ୍ତ୍ରଧାନଠାକୁର କରି ଦର୍ଶନଶୁଭ ଆଶିର୍ବାଦ ଦେଇ ଗୁରୁଜନମଙ୍ଗଳ କାମନା ଦିନ।ଏଇ ଦିବସରେ ହଳଦୀ ପତରେକରନ୍ତି ଏଣ୍ଡରୀ…
🙏🏻ରାମ ନାମ ରସାମୃତ 🙏🏻
ରାମ ନାମ ମହିମାଅସରନ୍ତି ପରିସୀମାବର୍ଣ୍ଣି ନ ପାରଇ କେହିଅକଳନ୍ତି ଉପମା ——-1ମଦାର୍ଯାପୁରୁଷ ପ୍ରଭୁସତ୍ଯ ଅବତାରିଦୁଷ୍ଟ କଳୁଷ ନାଶକଦୀନ ଦଇତ୍ଯାରି——-2ପିତୃ ସତ୍ଯ ପାଳକମାତୃ…
ଅସଲି ଭାରତୀୟ…..
ଗାନ୍ଧୀ ଭୀମ ବିଲେ ନିଜେ ନଖାଇଣଆମକୁ ଦେଇଣ ଗଲେଭଲ ପାଠପଢି ସାହେବ ହୋଇଣକଅଣ ଦେଶକୁ ଦେଲେ…… 1 ନିଜ ଜୀବନକୁ ତିଳ…
ସମୟ ବଳବାନ
ହଜିତ ଗଲାଣି ଲଙ୍ଗଳ ଜୁଆଳିଭୁଲିଲେଣି ଚାଷ ବାସବଳଦ ରାଇଜେ ଉଭେଇ ଗଲେଣିଦେଖ ଷଣ୍ଢଙ୍କର ହସ……. 1 ବଳଦ ପରିକା ମଣିଷ ହେଲେଣିଘରେ…