ତୁମେ ଏବେ ମନେ ପଡମୋ ନିଷ୍ଠୁର ମନ ମର୍ମରେଲୁହ ଭିଜା ଆଖି ଆଇନIରେଅଛ କାହିଁ କେଉଁ ରାଇଜରେଥରେ ସୁଦ୍ଧା ଦେଉ ନାହଁ…
Day: June 4, 2026
ବିଶ୍ଵ ପରିବେଶ ଦିବସ
ବୃକ୍ଷ ହିଁ ଜୀବନ ବୃକ୍ଷ ହିଁ ସ୍ପନ୍ଦନବଞ୍ଚିବାର ଅନ୍ୟ ନାମଧରା ପୃଷ୍ଠକୁ ଶୋଭା ମୟ କରିଗଢି ତୋଳି ବାରେ ବନପ୍ରକୃତି ର…
“ଉଦଳା ଠାରେ ପ୍ରତିବାଦ ସଭାର କାର୍ଯ୍ୟବିବରଣୀ ଓ ନିଷ୍ପତ୍ତି ସଭା ଅନୁଷ୍ଠିତ”
ବାରିପଦା/ଉଦଳା(କ: ବ୍ଯୁ)ତା୦୨/୦୬/୨୦୨୬ଯାଜପୁର ଜିଲ୍ଲା କୋଷାଗାର ଅଧିକାରୀ ଶ୍ରୀ ଦୀପ୍ତିମାନ ପାତ୍ରଙ୍କ ଦ୍ୱାରା ବରିଷ୍ଠ ସହାୟକ ଶ୍ରୀ ବ୍ରହ୍ମାନନ୍ଦ ନାଥ ଶର୍ମାଙ୍କ ପ୍ରତି…
ଡକାୟତି ଯୋଜନା ପଣ୍ଡ, 6 ଅଭିଯୁକ୍ତ ଗିରଫ , ରାତ୍ରି ପାଟ୍ରୋଲିଂ ରେ ଧରାପଡ଼ିଲେ, ପ୍ରେସ ବିଜ୍ଞପ୍ତି ରେ ଦେଲେ ସୂଚନା – କେ.ପି. ମିଶ୍ର (ଅତିରିକ୍ତ ପୋଲିସ ଅଧୀକ୍ଷକ)
ରାଜଗାଙ୍ଗପୁର:- (କ.ବ୍ୟୁ) ୩୧/୦୫/୨୦୨୬ ରାଜଗାଙ୍ଗପୁର ପୋଲିସ ଷ୍ଟେସନ ପରିସରରେ ରବିବାର ସନ୍ଧ୍ୟା 5 ଟାରେ ଜାରି ଏକ ପ୍ରେସ ରିଲିଜରେ ଅତିରିକ୍ତ…
ଅବକାରୀ ଚଢ଼ାଉ
କଟକ : ତା. ୦୩.୦୬.୨୦୨୬ ରିଖରେ କଟକ ଜିଲ୍ଲା ଅବକାରୀ ଅଧିକ୍ଷକ, ଶ୍ରୀ କରୁଣା ଶଙ୍କର ତିୱାରୀ ଙ୍କ ନିର୍ଦେଶ କ୍ରମେ…
ନିଦାଘ ସମ୍ମାନ 2026 ପାଇବେ ଡକ୍ଟର ସଙ୍ଗୀତା ଗୋସାଇଁ
କଟକ : ନାଦ ନିନାଦ କଟକ ଆନୁକୂଲ୍ୟରେ ଆୟୋଜିତ ଗ୍ରୀଷ୍ମୋତ୍ସବ 2026 ଆସନ୍ତା ଜୁନ୍ 6 ଏବଂ 7 ରେ କଟକ…
ବ୍ରିଟିଶ ସମୟର ରେନ୍ ଗଜ୍ର ହେବ ସଂରକ୍ଷଣ
କଟକ ତା ୦୩.୦୬.୨୦୨୬ ରିଖ – କଟକ ଜିଲ୍ଲାରେ ବ୍ରିଟିଶ ଶାସନ ସମୟରୁ ବ୍ୟବହୃତ ହୋଇଆସୁଥିବା ଏକ ବିରଳ ଓ ଐତିହାସିକ…
ଜରୁରୀକାଳୀନ କ୍ରେଡିଟ ଲାଇନ ଗ୍ୟାରେଣ୍ଟି ଯୋଜନା (ଇସିଏଲଜିଏସ୍) ୫.୦ ଜନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ
କଟକ, ତା ୩.୦୬.୨୦୨୬ ରିଖ – ଅର୍ଥ ମନ୍ତ୍ରଣାଳୟ ଅଧୀନସ୍ଥ ଜରୁରୀକାଳୀନ ଜାତୀୟ କ୍ରେଡିଟ ଗ୍ୟାରେଣ୍ଟି ଟ୍ରଷ୍ଟି କମ୍ପାନୀ ଲିମିଟେଡ ଦ୍ଵାରା…
କଟକରେ ଛାତ୍ରଛାତ୍ରୀଙ୍କ ସହ ଛାତ୍ର କଂଗ୍ରେସର ମତବିନିମୟ କାର୍ଯ୍ୟକ୍ରମ
କଟକ, ତାରିଖ ୩/୬/୨୦୨୬ : କଟକ ଶକ୍ତି ନଗର ସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଆଜି ଛାତ୍ର ପକ୍ଷରୁ ଛାତ୍ରଛାତ୍ରୀଙ୍କ ସହ…
ବାଲୁକା କଳାରେ ବ୍ରିକ୍ସ ସମ୍ମିଳନୀ ପ୍ରଦର୍ଶିତ
ପୁରୀ ୩/୬ (କ ବ୍ୟୁ) : ପୁରୀ ରେ ଆୟୋଜିତ ହେଉଛି ୩ ଦିନିଆ ବ୍ରିକ୍ସ ସମ୍ମିଳନୀ।ଏହା ଆଜି ଠାରୁ ୫…