କଳିଙ୍ଗପ୍ରଭା ପରିବାର
Day: June 14, 2026
“ବିକାଶର ଧାରା, ଓଡ଼ିଶା ସାରା” ଅବସରରେ ଜିଲ୍ଲାସ୍ତରୀୟ ଆଲୋଚନା ଚକ୍ର ଆୟୋଜିତ , ଓଡ଼ିଶାର ଦୁଇ ବର୍ଷର ବିକାଶ ଯାତ୍ରା, ସୁଶାସନ ଓ ଜନକଲ୍ୟାଣମୂଳକ ପଦକ୍ଷେପ ଉପରେ ବିସ୍ତୃତ ମତବିନିମୟ
ବାରିପଦା(କ: ଵ୍ଯୁ)ତା୧୨/୦୬/୨୦୨୬ ଓଡ଼ିଶା ସରକାରଙ୍କ ଦୁଇ ବର୍ଷର ସଫଳ ଶାସନ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ “ବିକାଶର ଧାରା, ଓଡ଼ିଶା…
“ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ଅବସରରେ ମୟୂରଭଞ୍ଜରେ ୧୫ ଦିନିଆ ସଚେତନତା ଅଭିଯାନର ଶୁଭାରମ୍ଭ”
ବାରିପଦା(,କ: ବ୍ଯୁ)ତା୧୨/୦୬/୨୦୨୬ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ଅବସରରେ ମୟୂରଭଞ୍ଜ ଜିଲ୍ଲାରେ ଶିଶୁ ଶ୍ରମ ନିରାକରଣ ସମ୍ପର୍କିତ ଏକ ୧୫ ଦିନିଆ…
“ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା”ର ଶୁଭାରମ୍ଭ ଅବସରରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ
ମୟୂରଭଞ୍ଜ, ବାରିପଦା(କ: ବ୍ଯୁ) ତା୧୨/୦୬/୨୦୨୬ : ଏହି ଅବସରରେ ରାଜ୍ୟସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମର ସିଧାପ୍ରସାରଣ (ଲାଇଭ୍) ବ୍ୟବସ୍ଥା କରାଯାଇଥିଲା। ଭୁବନେଶ୍ୱରସ୍ଥ ଇଡକୋ…
“ଉଦଳା ପଞ୍ଚାୟତ ସମିତି ତରଫରୁ ବିପର୍ଯୟ ବିପଦ ହ୍ରାସ ପାଇଁ ୭ ଦିନିଆ ଆବାସିକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ”
ବାରିପଦା /ଉଦଳା(କ: ବ୍ଯୁ) ତା୧୨/୦୬ /୨୦୨୬ ଓଡିଶା ରାଜ୍ୟ ବିପର୍ଯୟ ପରିଚାଳନା ପ୍ରାଧିକରଣ, ଭୁବନେଶ୍ବର ଓ ମୟୂରଭଞ୍ଜ ଜିଲ୍ଲା ବିପର୍ଯୟ ପରିଚାଳନା…
ଜାତୀୟ ସିଲେଇ ଯନ୍ତ୍ର ଦିବସ ✍️13th of June ✍️ ଜୁନ ୧୩ ତାରିଖ
ପୋଷାକଠୁ ଥଳି ଟକିଆଠୁ ଗଦିସିଲେଇ ଯନ୍ତ୍ରେ ପ୍ରସ୍ତୁତ,ସିଲେଇ କର୍ମଣ ଲାଭବାନ ଯାହାଦରଜି ତାଲିମପ୍ରାପ୍ତ । ବିଭିନ୍ନ ରଙ୍ଗର କନା ଓ କପଡ଼ାପୋଷାକର…
ବିଶ୍ଵ ଶିଶୁ-ଶ୍ରମ ବିରୋଧ ଦିବସ 12th June ✍️ ଜୁନ ୧୨ ତାରିଖ
ଆଜିର ଶିଶୁ ହିଁ ଆଗାମୀ କାଲିରଦେଶ-ଜାତି କର୍ଣ୍ଣଧାର,ଖାଦ୍ୟ-ବସ୍ତ୍ର ସାଥେ ସ୍ନେହ ଶ୍ରଦ୍ଧା ଅଟେକର୍ତ୍ତବ୍ୟ ପରିବାର’ର । ଗୁଲୁର୍ ଗୁଲୁର୍ କଥା ସାଥେ…
ଦଶମ ତାଇକୋଣ୍ଡୋ କଲର୍ ବେଲ୍ଟ କାର୍ଯ୍ୟକ୍ରମ ସମ୍ପନ୍ନ
ଅନୁଗୋଳ : ତା -୧୩-୬-୨୦୨୬ ଦିନ ୧୦ତମ ତାଇକୋଣ୍ଡୋ କଲର୍ ବେଲ୍ଟ ପରୀକ୍ଷା ମା ବାସନ୍ତୀ ଦୁର୍ଗା ଖେଳପଡ଼ିଆ ଠାରେ ଅନୁଷ୍ଠିତ…
ଜିଲ୍ଲା ସନ୍ତରଣ ପ୍ରତିଯୋଗିତା ଆୟୋଜିତ
ଅନୁଗୋଳ,୧୨.୦୬ : ଅନୁଗୋଳ ଜିଲ୍ଲା ସନ୍ତରଣ ପ୍ରତିଯୋଗିତା ସଫଳତାର ସହିତ ଆୟୋଜିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ବିଭିନ୍ନ ବୟସ ବର୍ଗର ୯୦ରୁ…
ମାରୱାଡି ଯୁବ ମଞ୍ଚ ପକ୍ଷରୁ ବିରାଟ ରକ୍ତଦାନ ଶିବିର
ରାଜଗାଙ୍ଗପୁର (କ.ବ୍ୟୁ) ୧୩ ଜୁନ ୨୦୨୬: ସୁସ୍ଥ ଓଡିଶା ସମୃର୍ଦ୍ଧ ଭାରତ ଗଠନ ରେ କେନ୍ଦ୍ର ରେ ମୋଦିଜୀ ଙ୍କ 12ବର୍ଷ…