ବ୍ରହ୍ମପୁର, 25/10 : ଓଡ଼ିଶା କେବଳ ନୁହେଁ ସାରା ଦେଶର ଅନ୍ୟତମ ସଂଗ୍ରାମୀ ସମାଜବାଦୀ ସଙ୍ଗଠକ, ଚିନ୍ତକ, ପ୍ରଖ୍ୟାତ ଶ୍ରମିକ ନେତା…
Day: October 25, 2025
ଅଗ୍ରସେନ ସ୍ପଞ୍ଜ କାରଖାନା ସଂପ୍ରସାରଣ ନେଇ ଜନଶୁଣାଣି
ରାଜଗାଙ୍ଗପୁର :- ରାଜଗାଙ୍ଗପୁର ଚୁଙ୍ଗୀମାଟି ପଞ୍ଚାୟତ ର ଥିବା ଅଗ୍ରସେନ ସ୍ପଞ୍ଜ ପ୍ରାଇଭେଟ ଲିମିଟେଡ କାରଖାନା ସଂପ୍ରସାରଣ କୁ ନେଇ ଚୁଙ୍ଗୀମାଟି…
“ସରକାରୀ ଜମି ବେଆଇନ କବଜା ଉଦ୍ୟମ କୋର୍ଟ ରେ ଅଗ୍ରାହ୍ୟ”
ବାରିପଦା(କ:ବ୍ଯୁ) ତା ୨୫-୧୦-୨୦୨୫।ଗତକାଲି ଦ୍ୱିତୀୟ ଅତିରିକ୍ତ ବରିଷ୍ଠ ଦେୱାନୀ ବିଚାରପତି, ବାରିପଦା ଡ଼ ନିଶାକର ସାହୁ ଉକ୍ତ ଦେୱାନୀ ମକଦ୍ଦମାରେ ଗୁରୁତ୍ୱପୂର୍ଣ…
“ତମାଖୁ ମୁକ୍ତ ଅଭିଯାନ ୩.୦ର ଜିଲ୍ଲା ସ୍ତରୀୟ ସଚେତନତା କାର୍ଯକ୍ରମ ର ଶୁଭାରମ୍ଭ”
ବାରିପଦା(କ:ବ୍ଯୁ)ତା୨୫/୧୦\୨୦୨୫ ସ୍ୱାସ୍ଥ୍ୟ ଉପରେ ତମାଖୁର କୁପ୍ରଭାବ ସମଗ୍ର ବିଶ୍ୱରେ ଏକ ଚିନ୍ତାର କାରଣ ହୋଇଥିବା ବେଳେ ସାରା ରାଜ୍ୟରେ ବର୍ତ୍ତମାନ ଯୁବସମାଜ…
ରାଜ୍ୟସ୍ତରୀୟ ପାରା ସନ୍ତରଣ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ରାୟଗଡ଼ାର ଦିବ୍ୟାଙ୍ଗମାନଙ୍କ ଭୁବନେଶ୍ୱର ଗସ୍ତ
ରାୟଗଡ଼ା, ଅକ୍ଟୋବର ୨୫: ଅଜୟ ରଥ-ଓଡ଼ିଶା ବିକଳାଙ୍ଗ ମଞ୍ଚ ରାୟଗଡ଼ା ୟୁନିଟ୍ ପ୍ରତିନିଧିତ୍ୱ କରି, ରାଜ୍ୟ ପାରା ସ୍ପୋର୍ଟ୍ସ ଆସୋସିଏସନ୍ ପକ୍ଷରୁ…
ମହିଳାଙ୍କ ଅକାଳ ବିୟୋଗ
ଚଣ୍ଡିଖୋଲ ୨୫/୧୦ ବଡ଼ଚଣା ବ୍ଲକ ଅନ୍ତର୍ଗତ ଚଣ୍ଡିତଳ ଗ୍ରାମ ର,√ସିପ୍ରା ମହାନ୍ତି ( ୪୬)ବର୍ଷରେ ଆଚାର୍ଯ୍ୟ ହରିହର କର୍କଟ ହସ୍ପିଟାଲରେ ମୃତ୍ୟୁ ବରଣ…
ଚାରିବନ୍ଧୁ
ଆଦିମ କାଳରୁ ନ ହେଲେ ବିକୌଣସି ଘଡ଼ିସନ୍ଧି କାଳରେଚାରିବନ୍ଧୁଙ୍କର ମହାମିଳନ ….। ସ୍ବ ସ୍ବ ପ୍ରତିଭା ବଖାଣି ବସନ୍ତି ସେମାନେ :ପଙ୍କ…
ଚୋରାଚଇତି
ଯଦି କେବେ ଉଡ଼ିଯାଏ ପ୍ରଜାପତିତୁମ ଆଖି ସାମ୍ନାରେ ,ଚହଲିଯାଏ ତନୁ-ମନବୁଲୁ ବୁଲୁ ଫୁଲ ଉଦ୍ଯାନରେ । କାଳବୈଶାଖୀ ଯେବେ କେବେଗତିକରେ ତୁମ…
ଜନ୍ମ (୨)
ହେ ଛନ୍ମ !ତୁମେ ଶୁଭ ଓ ସୌଭାଗ୍ଯଏ ମହୀମଣ୍ଡଳେ,ତବ ବିନା ସବୁ ଶୂନ୍ଯଏହି ଧରାଧାମେ,ସର୍ବ ପ୍ରାଣୀ ସର୍ବ ତରୁଲତାଅହରହ କରିଅଛ ସୃଷ୍ଟିଏକ…
ଜନ୍ମ (୧)
ହେ ଜନ୍ମ !ତୁମେ ପ୍ରେମର ପ୍ରତୀକସତ୍ଯର ସଂଧାନଜୀବନ ଅମୃତ / ହୃଦୟ ଚନ୍ଦନଦୁନିଆର ନୂତନ ଆଲୋକ ;ସର୍ବପ୍ରାଣୀ ଏହି ଧରାଧାମେବଶୀଭୂତ ପ୍ରେମ…