ମାନବ ଶରୀର ଅତୀବ ସୁନ୍ଦରଜୀବନ ଯେ’ ମୂଲ୍ଯବାନ,ଜ୍ଞାନ ବିଜ୍ଞାନର ଯାଦୁକର ସିଏପ୍ରକୃତି କରେ ଶୋଭନ । ଭିନ୍ନ ଭିନ୍ନ ହିଂସ୍ର ଜନ୍ତୁ…
Day: October 28, 2025
ବିଶ୍ଵ ଚଳଚ୍ଚିତ୍ରାଙ୍କନ ଦିବସ World Animation Day 28th : October
ଦି’ ହଜାର ଦୁଇ ମସିହା’ଠାରୁ ଯେ’ଦିବସ ପଞ୍ଜିକରଣ,ଚାରି ଶ’ ବର୍ଷର ଶିଳ୍ପୀଙ୍କ ସ୍ମରଣେବିଶ୍ଵ ଚଳଚ୍ଚିତ୍ରାଙ୍କନ । ନକ୍ସା କି କାର୍ଟୁନ୍ ଚିତ୍ରାଙ୍କନ…
ବରଷା ଗୋ’ ତୁମେ
ବରଷା ଗୋ’ ତୁମେ ଆଦ୍ଯ ଆଷାଢ଼ରଭୁରୁଭୁରୁ ମାଟି ଗନ୍ଧ ,ତବ ଆଗମନେ ବସୁମତୀ ସ୍ନାନମହକଇ ମକରନ୍ଦ ।୧। ବରଷା ଗୋ’ ତୁମେ…
“ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ ରେ ଦୀର୍ଘ ଦିନ ଧରି ଔଷଧ ନାହିଁ”
ବାରିପଦା-ଉଦଳା(କ:ବ୍ଯୁ) ତା୨୭/୧୦/୨୦୨୫ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ଆୟୁର୍ବେଦିକ ଡାକ୍ତର ଖାନା ମାନଙ୍କରେ ନିଃଶୁଳ୍କ ଔଷଧ ମିଳୁ ନଥିବାରୁ ରୋଗୀମାନେ…
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ
ବାରିପଦା(କ:ବ୍ଯୁ) ତା୨୮/୧୦/୨୫ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି । ଅକ୍ଟୋବର ୨୭ ରୁ…
ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଓ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ଅଭିଯୋଗ ଶୁଣାଣି ଶିବିର
ଗାଇସିଲେଟ : ତା 27-10-2025 ରିଖ ଗାଇସିଲେଟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ଜନ…
ଉତ୍କଳ ଆଲୁମିନା ପକ୍ଷରୁ କିଶୋରୀମାନଙ୍କ ପାଇଁ ୯୦ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଶୁଭାରମ୍ଭ , କାଶୀପୁରରେ ୫ଟି ବିଦ୍ୟାଳୟର ୫୦୦ କିଶୋରୀଙ୍କୁ ପ୍ରଶିକ୍ଷଣ ପାଇଁ ଲକ୍ଷ୍ୟ
ରାୟଗଡା, ୨୮/୧୦: ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପ୍ର ସହଯୋଗୀ…
ଡକ୍ଟର ଦିଲ୍ଲୀପ କୁମାର ନାୟକ ଙ୍କୁ ପ୍ରକୃତି ବନ୍ଧୁ ସମ୍ମାନ ପ୍ରଦାନ
ଚଣ୍ଡିଖୋଲ ୨୮/୧୦(କ ବ୍ୟୁ)ଚଣ୍ଡିଖୋଲ ସ୍ଥିତ ବାବା ଭୈରବା ନନ୍ଦ ସ୍ଵୟଂ ଶାସିତ ମହାବିଦ୍ୟାଳୟ ର ଶିକ୍ଷା ବିଭାଗର ମୁଖ୍ୟ ଅଧ୍ୟାପକ ଡକ୍ଟର…
“ସର୍ତକତା ସଚେତନତା ସପ୍ତାହ ପାଳନ ଅବସରରେ ମୟୂରଭଞ୍ଜ ଡ଼ାକ ମଣ୍ଡଳ ପକ୍ଷରୁ ନୂଦଡ଼ିହା ରେ ଗ୍ରାମସଭା ଆୟୋଜିତ”
ବାରିପଦା(କ:ବ୍ଯୁ) ତା୨୮/୧୦/୨୦୨୫ସର୍ତକତା ସଚେତନତା ସପ୍ତାହ ୨୦୨୫ ପାଳନ ଆନୁକୁଲ୍ୟରେ ମୟୂରଭଞ୍ଜ ଡ଼ାକ ମଣ୍ଡଳ, ବାରିପଦା ପକ୍ଷରୁ ଏକ ସଚ଼େତନତା କାର୍ଯ୍ୟକ୍ରମ ସହ…
“ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ପରିପ୍ରେକ୍ଷୀରେ ସଚେତନତା ଶୋଭାଯାତ୍ରା”
ବାରିପଦା(କ:ବ୍ଯୁ) ତା ୨୮-୧୦-୨୦୨୫ ରିଖ.ଚଳିତ ଅକ୍ଟୋବର ମାସ ୨୭ ତାରିଖ ରୁ ଆଗାମୀ ନଭେମ୍ବର ମାସ ୨ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି…