ଇଛା ଥିଲା ଗୋଟେ ସପନ ଦେଖନ୍ତି ତମକୁ ଆଖିରେ ରଖି….. ତମେ ଆସିବାର ଗୋପନ କାହାଣୀ ପାରନ୍ତେନି…
Category: ସୃଜନୀ
ଭୂବନେଶ୍ବର
ଏ ଭୂବନେଶ୍ବର ସଂସ୍କୃତି ନଗରଓଡ଼ିଶା ପ୍ରାଚୀନ ସ୍ମୃତିଧଉଳି ପାହାଡ ଅଶୋକ ଶାସନଇତିହାସ କୀମ୍ବଦନ୍ତି।ମନ୍ଦିର ମାଳିନୀ ନଗର ପ୍ରସିଦ୍ଧଖୋର୍ଦ୍ଧାଯାହା ରାଜଧାନୀଆଇନ୍ ଖସଡ଼ା ଗଢ଼ା…
ଲଢ଼େଇ 😎🧟♂️
~~ସକାଳୁ ସକାଳୁ ଡାମରାକୁଆରାବି ରାବି ଦେଲାଣି ସୂଚନା…ଆଜି ଜଙ୍ଗଲରେ ବାଘ-ସିଂହମାନଙ୍କରଭୀଷଣ ଲଢ଼େଇ ହେବ,ତୃଣଭୋଜୀ ପ୍ରାଣୀ ଜଙ୍ଗଲକୁ ଗଲେମହାବିପଦ ପଡ଼ିବ । ସତକୁ…
ବିଶ୍ବ ହସ୍ତୀ ଦିବସ🐘ଅଗଷ୍ଟ ୧୨ ତାରିଖ
ସୃଷ୍ଟି ସର୍ଜନ ଓ ରକ୍ଷଣାବେକ୍ଷଣେବ୍ରହ୍ମା ବିଷ୍ଣୁ ମହେଶ୍ୱର,ଆହାଃ କି ସୁନ୍ଦର ଏ ସୃଷ୍ଟି ସର୍ଜନମର୍ତ୍ତ୍ୟ ଲାଗେ ସ୍ବର୍ଗପୁର । ବୃକ୍ଷଲତା ସାଥେ…
ବିଶ୍ବ ସିଂହ ଦିବସ > ଅଗଷ୍ଟ ୧୦ ତାରିଖ
ଯେଣୁ ସୃଷ୍ଟିକର୍ତ୍ତା ଅତୀବ ସୁନ୍ଦରସୁନ୍ଦର ତାଙ୍କ ସୃଜନ,ସଂସାର ମଧ୍ୟରେ ମାନବ ସୁନ୍ଦରସିଂହ ସୁନ୍ଦର ଅରଣ୍ୟ । ସିଂହବାହିନୀ ମା’ ଦୁର୍ଗା ସୁଶୋଭିତାଉତ୍ସବୀୟ…
ଜାତୀୟ ହସ୍ତତନ୍ତ ଦିବସ ଅଗଷ୍ଟ ୭ ତାରିଖ ✍️ 7th : August
ବିଶ୍ବ ଜନ-ଜାତି ସଭ୍ଯତା ନିହାତିସାତ ହଜାର ବର୍ଷର,ଲଜ୍ଯା ନିବାରଣେ ଅଙ୍ଗ ଆବରଣେବସ୍ତ୍ରାଞ୍ଚଳ ଆବିଷ୍କାର । କାଳକ୍ରମେ ଜ୍ଞାନ କୌଶଳ ବର୍ଦ୍ଧିଷ୍ଣୁହସ୍ତତନ୍ତରେ ବୟନ,ଶିମିଳି-ତୁଳା…
ନୂଆ ଅତିଥି (ପରୀ ମାମା)
ପୂର୍ଣ୍ଣ ପ୍ରତୀକ୍ଷାର ଅନ୍ତ ଘଟିଛିଆସିଅଛି ଆମ ପରୀଧାରା ଶ୍ରାବଣ ର ଶ୍ରାବଣୀ ତୁ ଲୋଜୀବନେ ଆସିଲୁ ଝରି —–1ଦଶ ଅଗଷ୍ଟ ରେ…
ଋତୁସ୍ରବା ନାରୀ 🌹
ଋତୁସ୍ରବା ନାରୀ ସପ୍ତ ଦିନ ଯାଏନ କରନ୍ତି ଶୁଭ କର୍ମ,ମାନ୍ଯ ଅମାନ୍ଯରେ ଫଳ ଯଥାକ୍ରମେଅର୍ଜନ୍ତି ଧର୍ମ ଅଧର୍ମ । ଋତୁସ୍ରବା ନାରୀ…
ହେ ପ୍ରଭୁ ଶିବ-ଶଙ୍କର 🌹
ଡମ୍ବରୁଧର ଶଙ୍କର ମଙ୍ଗଳମୟ ଈଶ୍ୱରତ୍ରାଣକର୍ତ୍ତା ପ୍ରଭୁ ଶିବ ହେ ତ୍ରିଲୋଚନ,ଦୁର୍ନୀତି ଅନ୍ଯାୟ ନାଟ ଜନତାଙ୍କୁ ଛଟପଟକରି ନେଉଅଛି ଏବେ ଜନ-ଜୀବନ ।କରୁଅଛି…
ମୋ ବାଇଚଢ଼େଇ ବସା
ମୁଁ ଏକ ଅଙ୍କା ବଙ୍କାନଈ ର ଧାରନାହିଁ ମୋର କୂଳ ଥଳନାହିଁ ମୋ ଘର —1ଅମାବାସ୍ୟା ରେ ଦେଖିଛିକାଳୀ ଅନ୍ଧାରତଥାପି ରଖିଛି…