ଗଜପତି ସେବା ଓ ସାଂସ୍କୃତିକ ସମିତି ପକ୍ଷରୁ ଆଧ୍ୟାତ୍ମିକତା ସଚେତନ କାର୍ଯ୍ୟକ୍ରମ

ବ୍ରହ୍ମପୁର, ତା. ୨୭/୦୭ :ସ୍ଥାନୀୟ ହନୁମାନ ବଜାର ରଘୁନାଥ ମନ୍ଦିର ପରିସରରେ ଗଜପତି ସେବା ଓ ସାଂସ୍କୃତିକ ସମିତି ପକ୍ଷରୁ ଏକ…

ଗୁରୁ ପୂର୍ଣ୍ଣିମା

ଆମ ଏ ସଂସାରେ ବାସ୍ତବ ଗୁରୁ କେ’ଶୁଣ ଆହେ ସୁଧୀଜନ,ଯିଏ ଔରସରେ ଭ୍ରୂଣ ସୃଷ୍ଟି କରିଧରାରେ ଦେଲେ ଜନମ । ଶିଶୁ…

ପୃଥିବୀ ବାଘ ଦିବସ

International Tiger Day 🐯(29th of July ✍️ଜୁଲାଇ ୨୯ ତାରିଖ) ~~ଆହାଃ କି ସୁନ୍ଦର ଏ ପୃଥିବୀ ଗାତ୍ରଜଳ ସ୍ଥଳ…

ପ୍ରକୃତି ସଂରକ୍ଷଣ ଦିବସ World Nature Conservation Day

ମାଟି ମା’ ଧରିତ୍ରୀ ସୁନ୍ଦର ସୃଜନୀମୃତ୍ତିକା ପାଣି ପବନ,ନଦୀ ଓ ସାଗର ଝରଣା ପର୍ବତଜୀବଜନ୍ତୁ ଭିନ୍ନ ଭିନ୍ନ । ପଶୁ-ପକ୍ଷୀ ସାଥେ…

ଉତ୍କଳ ବିଶ୍ୱବିଦ୍ୟାଳୟ

କର୍ପୂର ଉଡ଼ିଛି କନା ପଡ଼ିଅଛିରତ୍ନଗିରି ଉତ୍କଳର,ଯାହା ପୁଷ୍ପଗିରି ବିଶ୍ଵବିଦ୍ୟାଳୟଖ୍ରୀଷ୍ଟପୂର୍ବ କଳିଙ୍ଗର । ତାମିଲନାଡୁରେ ତକ୍ଷଶିଳା ଆଉନାଳନ୍ଦା ବିହାର ରାଜ୍ଯ,ବିଶ୍ବବିଦ୍ୟାଳୟେ ବୌଦ୍ଧ ଶିଷ୍ଯଗଣେବୌଦ୍ଧିକ…

3 ଦିନ ବ୍ୟାପୀ ଗୀତା ଜ୍ଞାନ ଯଜ୍ଞ ଆରମ୍ଭ

କଟକ : ଚିନ୍ମୟ ମିଶନ କଟକ ଶାଖା ପକ୍ଷରୁ ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ଶତାବ୍ଦୀ ଭବନ ଠାରେ ଆଜିଠାରୁ 3 ଦିନ…

ସୁନା ବ୍ୟବସାୟୀଙ୍କ ଠୁ ଡକାୟତି ଘଟଣାର ପରଦା ଫାସ

କଟକ : କଟକରେ ସୁନା ବ୍ୟବସାୟୀଙ୍କ ଠୁ ଡକାୟତି ଘଟଣାର ପରଦା ଫାସ । ଗିରଫ ହେଲେ ୬ ଅଭିଯୁକ୍ତ। ଅଭିଯୁକ୍ତଙ୍କ…

ମହାନଦୀ ଫୁଲୁଛି, ଯୋବ୍ରା ରାସ୍ତାରେ ବନ୍ୟାଜଳ

କଟକ : ମହାନଦୀ ଫୁଲୁଛି। ଯାହାଫଳରେ ମହାନଦୀରେ ବନ୍ୟା ଆଶଙ୍କା ଦେଖାଯାଇଛି। କଟକ ଯୋବ୍ରା ନଦୀବନ୍ଧ ରାସ୍ତା ପାଚେରୀ ଭାଙ୍ଗିଯାଇ ବନ୍ୟାଜଳ…

ଜଗଦ୍‌ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ପରିସରକୁ ‘ନୋ ଡ୍ରୋନ୍/ନୋ ଫ୍ଲାଇଂ ଜୋନ୍’ ଘୋଷଣା

କଟକ, ତା. ୨୯.୦୭.୨୦୨୬ : ମହାମହିମ ରାଷ୍ଟ୍ରପତିଙ୍କ ଆସନ୍ତା ୦୩ ଅଗଷ୍ଟ ୨୦୨୬ ତାରିଖରେ ବାଙ୍କୀସ୍ଥିତ ଜଗଦ୍‌ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଗସ୍ତ…

ଭାରତୀୟ ବାୟୁସେନାରେ ଅଗ୍ନିବୀରବାୟୁ (ସଙ୍ଗୀତଜ୍ଞ) ନିଯୁକ୍ତି ପାଇଁ ଅନଲାଇନ୍ ପଞ୍ଜୀକରଣ ଆରମ୍ଭ

କଟକ, ତା.୨୯.୦୭.୨୦୨୬ ରିଖ : ଭାରତୀୟ ବାୟୁସେନାର ଅଗ୍ନିବୀରବାୟୁ (ସଙ୍ଗୀତଜ୍ଞ) ପଦବୀ ପାଇଁ ଇନ୍‌ଟେକ୍ ୦୧/୨୦୨୭ ନିମନ୍ତେ ଅବିବାହିତ ଭାରତୀୟ ପୁରୁଷ…