ଆଖିରେ ଆଖିଏ ସପନକୁ ଭରିଖଟୁଥାଏ ରାତି-ଦିନ,ସକଳ ସପନ ଆଖି ଲୁହ ହୋଇଝରିଯାଏ ସବୁଦିନ । ସୂର୍ଯ୍ୟୋଦୟ’ଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତଖଟୁଥା’ନ୍ତି ବାରଘଣ୍ଟା ,କ୍ରୀତଦାସ…
Day: May 1, 2026
ବିଶ୍ବ ଇଚ୍ଛା ଦିବସ ✍️ ୨୯ : ଅପ୍ରେଲ
ଇଚ୍ଛା ସ୍ବପ୍ନ ଆଉ ଚାହିଦା ତ୍ରିବିଧତ୍ରିଭୁଜର ତିନି ବିନ୍ଦୁ,ଇଚ୍ଛା ଜୁଆରରେ ଚାହିଦା ବି ଭଟ୍ଟାସ୍ବପ୍ନ ଯେ’ ଅମାପ ସିନ୍ଧୁ । ଚାହିଦା…
ଅନ୍ତର୍ଜାତୀୟ ନୃତ୍ୟ ଦିବସ International Dance Day29th April ✍️ ୨୯ ଅପ୍ରେଲ
ଖାଦ୍ୟ ବସ୍ତ୍ର ବାସ ମୌଳିକ ଚାହିଦାବଞ୍ଚିବା ପାଇଁ ଜୀବନ,କିନ୍ତୁ କର୍ମେ ସୁଖ ଶାନ୍ତି-ପ୍ରୀତି ବିନାଜୀବନର ମୂଲ୍ଯ ହୀନ । ସୁଖ-ଶାନ୍ତି ବିନା…
ହେ ମଧୁସୂଦନ (ତା: ୨୮-୦୪-୧୮୪୮)>୧୭୯ ଜୟନ୍ତୀ
ଉତ୍କଳ ଗୌରବ ଉତ୍କଳ ଜନକଉତ୍କଳ ଜାତି ନମସ୍ଯ,ଉତ୍କଳର ଜ୍ଯୋତି: ଉତ୍କଳର କୀର୍ତ୍ତିହେ ମଧୁସୂଦନ ଦାସ ! ଜନକ ଚୌଧୁରୀ ରଘୁନାଥ ଦାସଜନନୀ…
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରେ ପୁଷ୍ପମାଲ୍ୟାର୍ପଣ
କୋରାପୁଟ ( କ ବ୍ୟୁ ) ତା ୨୮. ୦୪. ୨୬ : ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରେ ଉପଲକ୍ଷେ…
ସାମ୍ବାଦିକଙ୍କୁ ସରକାରଙ୍କ ପ୍ରତାରଣା ତିନି ଦଫା ଦାବି ନେଇ ଧାରଣା ଦେଲେ ସାମ୍ବାଦିକ ।
ଅନୁଗୋଳ ( କ ବ୍ୟୁ ) : ଓଡିଶା ସାମ୍ବାଦିକ ୟୁନିଅନ (ଓୟୁଜେ) ଆହ୍ବାନ ରେ “ସାମ୍ବାଦିକଙ୍କୁ ସରକାରଙ୍କ ପ୍ରତାରଣା” ବିରୁଦ୍ଧରେ…
ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ୬୫୨ ହିତାଧିକାରୀଙ୍କୁ ୩.୬୧ କୋଟିରୁ ଉର୍ଦ୍ଧ୍ୱ ସହାୟତା ରାଶି ପ୍ରଦାନ
ଅନୁଗୋଳ ( କ ବ୍ୟୁ ) ୧/୦୫ : ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ଆଜି ସ୍ଥାନୀୟ…
“ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ”
ବାରିପଦା ( କ ବ୍ୟୁ )ତା୦୧/୦୫/୨୦୨୬ : ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ଆଜି ବାରିପଦା ଜିଲ୍ଲା ଆଇନ ସେବା ପ୍ରାଧିକରଣ…
ଦ୍ୱାଦଶ ପରୀକ୍ଷାର ଫଳାଫଳ ଘୋଷିତ 90%ରୁ ଅଧିକ ମାର୍କ ସହିତ ଟପ୍ପର, ଶତ ପ୍ରତିଶତ ରେଜଲ୍ଟ
ରାଜଗାଙ୍ଗପୁର (କ.ବ୍ୟୁ) : ରାଜଗାଙ୍ଗପୁର ଅବସ୍ଥିତ ନିର୍ମଳା ଇଂରାଜୀ ବିଦ୍ୟାଳୟର ଚଳିତ ବର୍ଷ ମାଟ୍ରିକ (ICSE) ଏବଂ ମଧ୍ୟମିକ ପରୀକ୍ଷାରେ ୧୦୦%…
ପୁରୀ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ
ପୁରୀ, (କ ବ୍ୟୁ)୧/୫ : ପ୍ରତ୍ୟେକ ଶ୍ରମିକ ରାଷ୍ଟ୍ର ଗଠନର ବିଶ୍ବକର୍ମା।ସେମାନଙ୍କ ସମ୍ମାନ ଓ ସୁରକ୍ଷା ପାଇଁ ସରକାର ପ୍ରତିଶ୍ରୃତିବଦ୍ଧ ବୋଲି…