ପୁରୀରେ ଆଇପିଏଲ ବେଟିଂ ରାକେଟର ପର୍ଦ୍ଦାଫାସ : ୪ ଗିରଫ, ୨୫ ଲକ୍ଷ ଟଙ୍କା ଜବତ

ପୁରୀ, (କ ବ୍ୟୁ) ୨୯।୪ : ପୁରୀରେ ଆଇପିଏଲ ବେଟିଂ ରାକେଟର ପର୍ଦ୍ଦାଫାସ । ମୁଖ୍ୟ ଅଭିଯୁକ୍ତ ପ୍ରସନ୍ନ ପୃଷ୍ଟିଙ୍କ ସହ…

ଜିଲ୍ଲା ସ୍ତରୀୟ ରବି ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ।

ପୁରୀ,(କ ବ୍ୟୁ) ୨୮/୪ : ପୁରୀ ଜିଲ୍ଲା ସ୍ତରୀୟ ରବି ଋତୁ ଧାନ ସଂଗ୍ରହ ନିମିତ୍ତ ଏକ ପ୍ରସ୍ତୁତି ବୈଠକ ଗତକାଲି…

ଚନ୍ଦନଯାତ୍ରା ବିଭ୍ରାଟ ନେଇ ଜିଲ୍ଲାପାଳଙ୍କ ବୟାନ, କହିଲେ- ରିପୋର୍ଟ ଆସିବା ପରେ ତୁରନ୍ତ ଆକ୍ସନ…ଶ୍ରୀମନ୍ଦିର କମାଣ୍ଡରଙ୍କୁ ଚନ୍ଦନଯାତ୍ରା ବିଭ୍ରାଟ ନେଇ ରିପୋର୍ଟ

ପୁରୀ,(କ ବ୍ୟୁ) ୨୯।୦୪: ଚନ୍ଦନଯାତ୍ରା ବିବାଦ ପ୍ରସଙ୍ଗ । ଶ୍ରୀମନ୍ଦିର ପ୍ରଶାସନର ହସ୍ତକ୍ଷେପ ପରେ ବିବାଦର ହେଲା ସମାଧାନ । ଶ୍ରୀମନ୍ଦିର…

ଲବଣ ସତ୍ୟାଗ୍ରହ ସ୍ମାରକୀ ସମାରୋହ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ (କ ବ୍ୟୁ) ୨୮/୪ : ଅସ୍ତରଙ୍ଗ ବ୍ଲକ ର ଐତିହାସିକ ଲବଣ ସତ୍ୟାଗ୍ରହ ପୀଠ କୁହୁଡି ଠାରେ ପ୍ରତି ବର୍ଷ…

ରାୟଗଡ ଠିକାଦାର ମହାସଂଘର ମହାସମାବେଶ

ରାୟଗଡ  ( କ ବ୍ୟୁ ) : ରାୟଗଡା ଜିଲ୍ଲା ଠିକାଦାର ମହାସଂଘର ମହାସମାବେଶ ରାୟଗଡ ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ…

ରାମନାଗୁଡା ବ୍ଲକ ପରିସରରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ।

ଗୁଣପୁର/ ରାମନଗୁଡା/ ରାୟଗଡ ( କ ବ୍ୟୁ ) :- ତା: ୨୭-୦୪-୨୦୨୬ରିଖ ଦିନ ରାମନଗୁଡା ବ୍ଲକ ସଭାଗୃହଠାରେଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ…

ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରକଲେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ

ପ୍ରଧାନମନ୍ତ୍ରୀଶ୍ରୀନରେନ୍ଦ୍ରମୋଦୀଙ୍କଦୂରଦୃଷ୍ଟିପୂର୍ଣ୍ଣନେତୃତ୍ୱରେଆର୍ଥିକସହଭାଗୀତାଏବଂସୁଯୋଗରଏକନୂତନଯୁଗକୁଆଗକୁବଢାଇଐତିହାସିକମୁକ୍ତବାଣିଜ୍ୟଚୁକ୍ତିନାମାସ୍ୱାକ୍ଷରକଲେ ଭାରତଓନ୍ୟୁଜିଲ୍ୟାଣ୍ଡ ଭାରତ–ନ୍ୟୁଜିଲ୍ୟାଣ୍ଡଏଫଟିଏ “ଗୋଟିଏ ପିଢ଼ିରେଥରେ’’ସୁଯୋଗଖୋଲିଛି, ଦ୍ୱିପାକ୍ଷିକସମ୍ପର୍କରେନୂତନଅଧ୍ୟାୟଆରମ୍ଭକରିଛି: ନ୍ୟୁଜିଲ୍ୟାଣ୍ଡରବାଣିଜ୍ୟଓନିବେଶମନ୍ତ୍ରୀଟଡ୍ମ୍ୟାକକ୍ଲେ ବିକଶିତ ଭାରତ୨୦୪୭ ପାଇଁନୂତନପିଢ଼ିରବାଣିଜ୍ୟଚୁକ୍ତିଶୁଳ୍କ, ପ୍ରତିଭା, ନିବେଶଓକୃଷିଉତ୍ପାଦକତାକୁସାମିଲକରି, ଯୁବପିଢ଼ି, କୃଷକ, ମହିଳା, କାରିଗର,…

ଦେବଦୂତ ସେବା ପରିଷଦ ପକ୍ଷରୁ ଦହିପଣା ବଣ୍ଟନ

ନୟାଗଡ  ( କ ବ୍ୟୁ ) : ନୟାଗଡ ମୁଖ୍ୟଚିକିତ୍ସାଳୟ ଦେଵଦୂତ ସେବା ପରିଷଦ ତରଫରୁ ଦହିପଣା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ…

“କପ୍ତିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନଶୁଣାଣୀ : ୧୪୮ ଅଭିଯୋଗର ଶୁଣାଣୀ କଲେ ଅତିରିକ୍ତ ଜିଲ୍ଲାପାଳ”

ବାରିପଦା/ଉଦଳା(କ:ବ୍ୟୂ)ତା.୨୭/୦୪/୨୦୨୬ : ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କପ୍ତିପଦା ଉପଖଣ୍ଡ ଉଦଳାର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ଜନଶୁଣାଣୀ ଶିବିରରେ…

“ଭୁବନେଶ୍ୱର ଉତ୍କଳ କରାଟେ‌ ସ୍କୃଲ ଠାରେ ରାଜ୍ୟ କରାଟେ ଚେମ୍ପିୟନସିପ୍ ଉଦ୍ଜାପିତ”

ବାରିପଦା(କ:ବ୍ୟୂ) ତା୨୭/୦୪/୨୦୨୬ : ବାରିପଦା ଉତ୍କଳ କରାଟେ ସ୍କୁଲକୁ 15 ଟି. ପଦକ। ଗତ ତା -24, 25, 26 ରିଖ…