ମହାଦେବ ଭାଇ ଙ୍କ ସ୍ମୃତିରେ

1942 ମସିହା ଅଗଷ୍ଟ 2 ତାରିଖ
ଉପାଧାୟ ବଂଶ ରେ ଏକ ଆଲୋକ
ଶିଖା ପ୍ରଜ୍ବଳିତ ହୋଇଥିଲା
ସେଦିନର ସେହି ଆଲୋକ ଶିଖା ଟି
ବଡ ହୋଇ ଉଦୀୟ ମାନ ଜ୍ୱଳନ୍ତ ପୂର୍ଣ୍ଣମୀ ଚାନ୍ଦ ରୂପରେ ତାଙ୍କର ଆଲୋକ ବିତରଣ କରିଥିଲେ,
ସେଥିଲେ ପେଶାରେ ଜଣେ ଇଞ୍ଜିନୟର ,କିନ୍ତୁ ତାଙ୍କର ସ୍ୱଭାବ
ଅତ୍ୟନ୍ତ ପରୋପକାରୀ,ଦୟାଳୁ ,ମିଷ୍ଟ ଭାଷୀ,ତଥା ଜଣେ ଆଦର୍ଶ ସ୍ବାମୀ ପିତା ,ଶ୍ଵଶୁର , ଅଜା ଏବଂ ଜେଜେ ବାପା ମଧ୍ୟ୍ୟ,
ସର୍ବୋପରି ସେ ଜଣେ ସାରସ୍ଵତ
ସାଧକ ଥିଲେ,ତାଙ୍କର ଗୁରୁ ସେବା
ଗୁରୁଙ୍କ ପ୍ରତି ପ୍ରଗାଢ ଭକ୍ତି ବିଶ୍ୱାସ,ଓ
ଭଲ ପାଇବା ପାଇଁ ,ସେ ଆଜି ଆମ
ସମସ୍ତ ଙ୍କ ନିକଟରେ ଚିର ଅମ୍ଳାନ
ହୋଇ ରହିଛନ୍ତି,
ତାଙ୍କର ପ୍ରଥମ ଶ୍ରାଧ ବାର୍ଷିକୀ ରେ
ଶ୍ରୀ ଶ୍ରୀ ଠାକୁର ମହାରାଜ ଙ୍କ
ନିକଟରେ ବିନମ୍ର ପ୍ରାଥାନା କରୁ ଅଛୁ, ପୂଣ୍ୟ ଆତ୍ମାର ସଦଗତି ପାଇଁ
ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁ ଅଛୁ
ଜୟଗୁରୁ —— ନିରୁପମା ସ୍ୱାଇଁ
ବାରିପଦା ମୟୂରଭଞ୍ଜ

Leave a Reply

Your email address will not be published. Required fields are marked *