କୃଷି ଓ ଗ୍ରାମୀଣ ରୂପାନ୍ତରଣ ଉପରେ ଚଳିତ ବର୍ଷର ବଜେଟରେ ବିଶେଷ ଗୁରୁତ୍ବ ଦିଆଯାଇଛି: ପ୍ରଧାନମନ୍ତ୍ରୀ

ସରକାର ନିରନ୍ତର କୃଷି କ୍ଷେତ୍ରକୁ ସୁଦୃଢ଼ କରିଛନ୍ତି, କୃଷକମାନଙ୍କ ନିମନ୍ତେ ବିପଦ ହ୍ରାସ କରିବା ପାଇଁ ବିଭିନ୍ନ ପ୍ରୟାସ ସହ ସେମାନଙ୍କୁ…

ମାଲ ପରିବହନରେ ବୃଦ୍ଧି: ଫେବୃଆରୀରେ ରେଳବାଇର ରାଜସ୍ୱ ୧୪,୫୭୧ କୋଟି ୧୧ ମାସରେ ରେଳ ମାଲ ପରିବହନ ୧୫୦୩.୮ ମେଟ୍ରିକ ଟନ; ରାଜସ୍ୱ ୧.୬୧ ଲକ୍ଷ କୋଟି

New Delhi : କୋଇଲା, ଇସ୍ପାତ, ସାର, ସିମେଣ୍ଟ, ଖାଦ୍ୟଶସ୍ୟ ଏବଂ କଣ୍ଟେନର ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଦକ୍ଷ ପରିବହନ ସୁନିଶ୍ଚିତ…

ସମବାୟ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁଁ ଗଞ୍ଜାମର ପ୍ରାୟ 5 ଲକ୍ଷ ପଞ୍ଜିକୃତ ଚାଷୀ ଧାନ ବିକ୍ରିରୁ ବଞ୍ଚିତ ହେବେ

ବ୍ରହ୍ମପୁର, 6 /3 : ଚଳିତ ବର୍ଷ ଗଂଜାମ ଜିଲ୍ଲାରେ 1ଲକ୍ଷ 56 ହଜାର ଚାଷୀ ପଞ୍ଜିକରଣ କରିଥିବା ବେଳେ 1…

ଜଣା ଯୁବତୀଙ୍କ ମୃତ ଦେହ ବୁଦା ମୁଳରୁ ଉଦ୍ଧାର ହତ୍ୟା ସନ୍ଦେହ , କାରଣ ଅସ୍ପଷ୍ଟ , ପୋଲିଶର ତଦନ୍ତ ଜାରି

ରାଜଗାଙ୍ଗପୁର:- (କ ବ୍ୟୁ) (୦୬ /୦୩/୨୬ ): ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ଆଇଡିସି ଅଞ୍ଚଳରୁ ଜନୈକା ଅଜଣା ଯୁବତୀଙ୍କ ମୃତଦେହ…

ଜିଲ୍ଲା ସ୍ତରୀୟ “ ଅର୍ନ୍ତଜାତୀୟ ମହିଳା ଦିବସ ” ଅନୁଷ୍ଠିତ

ଅନୁଗୋଳ, ୦୬.୦୩ : ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ଏବଂ ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ଇନଣ୍ଡୋର ଷ୍ଟାଡିୟମଠାରେ ତିନିଦିନିଆ…

ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ଉଦ୍‌ଘାଟିତ

ବାରିପଦା(କ:ବ୍ଯୁ)ତା୦୬।୦୩।୨୦୨୬ ମୟୁରଭଞ୍ଜ ଜିଲ୍ଲା ପକ୍ଷରୁ ବାରିପଦା ସ୍ଥିତ ଛଉ ପଡ଼ିଆ ଠାରେ ଆଜିଠାରୁ ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ଆରମ୍ଭ ହୋଇଛି।…

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ‘ପବିତ୍ର କୁଞ୍ଜ’ ପୋଷ୍ଟର ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର କେନ୍ଦ୍ରୀୟ ଜୋନାଲ୍‌ କୁଳପତି ସମ୍ମିଳନୀରେ ପ୍ରଥମ ସ୍ଥାନ ଅଧିକାର

ବାରିପଦା(କ:ବ୍ଯୁ) ତା୦୬/୦୩/୨୦୨୬ ଗତ ଫେବୃୟାରୀ ୧୯ ରୁ ୨୦ ରେ ଅନୁଷ୍ଠିତ ହୋଇଥିବା ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ (ଏ.ଆଇ.ୟୁ)ର କେନ୍ଦ୍ରୀୟ ଜୋନାଲ୍‌…

ସାମ୍ବାଦିକଙ୍କୁ ଦୁବ୍ୟବହାର, ଥାନାରେ ମାମଲା

ପୁରୀ ୬/୩: ଗତ ରବିବାର ଅପରାହ୍ନ ୪ଘଟିକା ୩୦ ମିନିଟ ସମୟରେ ସାମ୍ବାଦିକ ଶଙ୍କର ସରକାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯାଇ…

ମହିଳା ଦିବସ ଉପଲକ୍ଷେ ଯୋଗ ଶିବିର ଅନୁଷ୍ଠିତ

ପୁରୀ ୬/୩( ବଳରାମ ତ୍ରିପାଠି): ମହିଳା ଦିବସ ଉପଲକ୍ଷେ ମହିଳା ମାନଙ୍କୁ ସଶକ୍ତ ତଥା ସୁସ୍ଥ ରଖିବା ଲକ୍ଷ୍ୟ ରେ ଆଜି…