ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ, ୩୦ୟୁନିଟ୍ ରକ୍ତ ସଂଗ୍ରହ।

ଵଡଚଣା/ଚଣ୍ଡିଖୋଲ ୨୧/୩( କ ବ୍ୟୁ ) : ବଡଚଣା ବ୍ଲକ୍ ଅନ୍ତର୍ଗତ ଧାନ ମଣ୍ଡଳ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରର…

ମା’ ଚଣ୍ଡୀ ମନ୍ଦିର ଠାରେ ବାସନ୍ତିକ ନବରାତ୍ରୀ ପୂଜା ଉତ୍ସବ  ପାଳିତ । 

ଵଡଚଣା/ଚଣ୍ଡିଖୋଲ ତା ୨୧/୩( କ ବ୍ୟୁ ) : ବଡଚଣା ବ୍ଲକ ଅନ୍ତର୍ଗତ ବାରୁଣାବନ୍ତ ପର୍ବତର ମଧ୍ଯ ସ୍ଥଳରେ ମା’ ଚଣ୍ଡୀଙ୍କ…

ବାଇକକୁ ପିଟିଲା ଟ୍ରକ, ସ୍ତ୍ରୀ ମୃତ ସ୍ୱାମୀ ଗୁରୁତର     

ବଡ଼ଚଣା/ଚଣ୍ଡିଖୋଲ ୨୧/୩ (କ ବ୍ୟୁ ): ଆଜି ସକାଳ ୮ଟା ସମୟରେ ନିଜ ସାନ ଭଉଣୀ ଘରୁ  ଫେରୁଥିବା ବେଳେ ଜାତୀୟ…

  ଯୁବକର ମୃତଦେହ ଉଦ୍ଧାର

ଵଡଚଣା ,୨୧/୩   ( କ ବ୍ୟୁ ) : ବଡ଼ଚଣା ଥାନା ଅଧିନସ୍ଥ ଚଣ୍ଡିତଳ ଜଙ୍ଗଲରେ ଆଜି ସକାଳୁ ଜଣେ ଯୁବକର…

ପଶ୍ଚିମ ଏସିଆର ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ସମ୍ପର୍କରେ ସଦ୍ୟତମ ସୂଚନା

ନୂଆଦିଲ୍ଲୀ : ପଶ୍ଚିମଏସିଆରେଦେଖାଦେଇଥିବାଘଟଣାକ୍ରମରମୁକାବିଲାଲାଗିକେନ୍ଦ୍ରସରକାରଗ୍ରହଣକରିଥିବାପଦକ୍ଷେପସମ୍ପର୍କରେସୂଚନାଦେଇଛନ୍ତି। ଇନ୍ଧନ ଯୋଗାଣ ଏବଂ ଉପଲବ୍ଧତା ହର୍ମୁଜ୍ ପ୍ରଣାଳୀ ବନ୍ଦ ହେବା ପରିପ୍ରେକ୍ଷୀରେ, ସାରା ଦେଶରେ ପେଟ୍ରୋଲିୟମ୍ ଉତ୍ପାଦ…

ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ , ଇଦ୍‌ ଏବଂ ନୌରଜର ଶୁଭକାମନା ଜଣାଇଲେ; କ୍ଷେତ୍ରୀୟ ସ୍ଥିରତା ଓ ସାମୁଦ୍ରିକ ସୁରକ୍ଷା ଉପରେ କଲେ ଗୁରୁତ୍ୱାରୋପ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇରାନ୍‌ ରାଷ୍ଟ୍ରପତି ଡକ୍ଟର ମସୁଦ ପେଜେକସିୟାନଙ୍କ ସହ କଥା ହୋଇଛନ୍ତି ।…

ଅନୁଗୋଳ ଡେରଜାଙ୍ଗ ଡ୍ୟାମ୍‌ରେ ‘ବୋଟିଂ ସୁବିଧା’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ପର୍ଯ୍ୟଟନ ମାଧ୍ୟମରେ ସ୍ଥାନୀୟ ଅର୍ଥନୀତି ସୁଦୃଢ଼ ହେବ – ଧର୍ମେନ୍ଦ୍ର ପ୍ରଧାନ ଡେରଜାଙ୍ଗ /ଅନୁଗୋଳ, ୨୧ ମାର୍ଚ୍ଚ ୨୦୨୬ –  କେନ୍ଦ୍ର…

ପଖାଳ ଦିବସ

(ମାନଗୋବିନ୍ଦ ସ୍ବାଇଁ) ଖରାରେ ପଖାଳ ଦେହକୁ ଉତ୍ତମଦେହ ପାଇଁ ବହୁ ଭଲଖରା ଦିନ ଥଣ୍ଡା ପେଟକୁ ଯେ ଥଣ୍ଡାପଖାଳ ତୋରାଣି ଭଲ।ପଖାଳ…

ଶେଷ ହେଲା ରତ୍ନଭଣ୍ଡାରର ଗୁରୁତ୍ବପୂର୍ଣ୍ଣ ବୈଠକ, ୨୫ରେ ହେବ ଅଳଙ୍କାର ଗଣତିମଣତି

ପୁରୀ : ଆସନ୍ତା ୨୫ତାରିଖ ବୁଧବାର ରତ୍ନଭଣ୍ଡାରରୁ ଅଳଙ୍କାର ଗଣତିମଣତି ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ମାହେନ୍ଦ୍ର ବେଳା…