ଆମ ଚଣ୍ଡିଖୋଲ ସେବା ସଂଗଠନ ର ନୂତନ କର୍ମକର୍ତ୍ତା ମନୋନୀତ ।

ଚଣ୍ଡିଖୋଲ ୧୯/୨(କ ବ୍ୟୂ ) :: ମାନବ ସେବାକୁ ମାଧବ ସେବା ମନେକରି ସମାଜର ଅବହେଳିତ , ନିଷ୍ପେସିତ, ନିର୍ଯାତିତ, ଅସହାୟ, ଦୁଃଖି ଦରିଦ୍ର ନାରାୟଣଙ୍କ ସେବା କରିବା ପାଇଁ କେତକ ଉତ୍ସାହୀ ଯୁବକ ଏକତ୍ରିତ ହୋଇଥିଲ। ମହାବିନାୟକ ଠାରେ ଏକ ବୈଠକ ଆୟୋଜନ କରି ନୂତନ କର୍ମ କର୍ତ୍ତା ମନୋନୀତ କରିଥିଲେ। ଏଥିରେ ସଭାପତି ଭାବେ ସମ୍ବିତ ରାଉତ୍, ଉପ ସଭାପତି ସିପୁନ ସ୍ୱାଇଁ, ସମ୍ପାଦକ ଆଲୋକ ଦାସ, ସହ ସମ୍ପାଦକ ପୃଥିରାଜ୍ ରାଉତ୍, କୋଷାଧ୍ୟକ୍ଷ ଦେବାଶିଷ ସ୍ୱାଇଁ, ସହ କୋଷାଧ୍ୟକ୍ଷ ପବିତ୍ର କୁମାର ସେଠୀ। ବୋର୍ଡ଼ କମିଟି ସଭ୍ୟ ଭାବେ ପ୍ରୁଥିରାଜ ସାମଲ, ପ୍ରିୟ ରଞ୍ଜନ ରାଉତ୍, ଶ୍ରବଣ କୁମାର ଜେନା, ନିରଞ୍ଜନ ବିଶ୍ବାଳ, ଦେବବ୍ରତ ନାୟକ, ଶ୍ରୀକାନ୍ତ ମିଶ୍ର, ପରେଶ୍ ପଣ୍ଡା, ରୋସନ୍ କୁମାର ଗିରି, ଦି କେ, ଶୁଭାଶିଷ ସ୍ବାଇଁ, ଚନ୍ଦନ ଶର୍ମା,ସାମାଜିକ ଗଣମାଧ୍ୟମ ସଭ୍ୟ ଭାବେ ବିଭୁ ପ୍ରସାଦ ମାହାଲା, ମୋହନ କୁମାର ଜେନା ରୁଦ୍ରେଶ୍ କୁମାର ବଳ ପ୍ରମୁଖ ମନୋନୀତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *