ବାବା ଭୈରଵାନନ୍ଦ ମହାବିଦ୍ୟାଳୟ ଚଣ୍ଡିଖୋଲର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ପ୍ରସ୍ତୁତି ବୈଠକ                

ଚଣ୍ଡିଖୋଲ ତା ୯/୯( କ.ଵ୍ୟୁ ) (ପ୍ରଶାନ୍ତ ଜେନାଙ୍କ ରିପୋର୍ଟ) ଚଣ୍ଡିଖୋଲର ବାବା ଭୈରବାନନ୍ଦ ସ୍ଵଂୟଶାସିତ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ  ଉଦଯାପନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ମହାବିଦ୍ୟାଳୟର  ନବ-ମାଳତୀ  ପ୍ରେକ୍ଷାଳୟରେ  ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ପ୍ରିୟବ୍ରତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ  ବଡଚଣା  ବିଧାୟକ ଅମର କୁମାର ନାୟକ,ଯାଜପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ଵର ବରାଳ,ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ ଓ ଯତୀନ୍ଦ୍ର ପ୍ରସାଦ ନାୟକ,ପରିଚାଳନା ସମିତି ପ୍ରାକ୍ତନ ସଭାପତି ବିନାୟକ ପଣ୍ଡା,ପ୍ରାକ୍ତନ ସଭ୍ୟ ପ୍ରିୟନାଥ ମହାପାତ୍ର ଓ ନିରଞ୍ଜନ  ସେନାପତି,ପୁରାତନ ଛାତ୍ର ସଂଘ ସଭାପତି ପ୍ରାଧ୍ୟାପକ ପବିତ୍ର ମୋହନ ମାହାଲା, ସାଧାରଣ ସଂପାଦକ ଆଇନଜୀବୀ ଦେବରାଜ ବେହେରା,ସମ୍ପାଦକ ବିନୟ କେତନ ସାମଲ, ସାଙ୍ଗଠନିକ ସମ୍ପାଦକ ପ୍ରମୋଦ କୁମାର ଜେନା,ଚଣ୍ଡିଖୋଲ ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ସଭାପତି ଶେଷଦେବ ନାୟକ, ଶୈଳେନ୍ଦ୍ର ନାୟକ,,ଟ୍ରକ ମାଲିକ ସଂଘ ସଭାପତି ଚନ୍ଦନ ନାୟକ, ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. କେଦାରନାଥ ଦାଶ, ଡ.ବିରେନ୍ଦ୍ର କୁମାର ମିଶ୍ର, , ଡ.ପ୍ରିୟନାଥ ମହାପାତ୍ର,

ଡ.ଅଜୟ କୁମାର ଲେଙ୍କା,ପ୍ରାଧ୍ୟାପକ ବସନ୍ତ କୁମାର ନାୟକ,ଡ.ବିଶ୍ୱଜିତ୍ ମହାପାତ୍ର, କାମିନି ନାୟକ,  ସୁରେନ୍ଦ୍ର କୁମାର ରାଉତ, ପ୍ରମୋଦ କୁମାର ନାୟକ, ମେଜର ଦିଲ୍ଲିପ କୁମାର ନାୟକ, ଡ.ଦିଲ୍ଲିପ କୁମାର ନାୟକ, ଅଧ୍ୟାପକ ନିଶିକାନ୍ତ ଦାସ, ସୁକେଶୀନି ସାମଲ, ସୁଜାତା ସେନାପତି, ତପନ ଜେନା, ସ୍ଵର୍ଣ୍ଣ ଲତା ରାଉତରାୟ, ନିହାର  ରଞ୍ଜନ ଦାସ ପଟ୍ଟନାୟକ,କୈଳାଶ ଚନ୍ଦ୍ର ରାଉତ, ଡ.ଦୈତାରୀ ସାହୁ, କାହ୍ନୁ ଚରଣ ଦାସ,ମନ୍ମଥ ରାୟ, ରମାକାନ୍ତ ରାଉତ ଛାତ୍ର ସଂସଦର ପ୍ରାକ୍ତନ ସଭାପତି ଅକ୍ଷୟ କୁମାର ମିଶ୍ର,ଉତ୍ତମ କୁମାର ଜେନା,ମନୋରଞ୍ଜନ ସାହୁ, ନବଜ୍ୟୋତି ଜେନା,ରଞ୍ଜନ ରାଉତ,ଶ୍ରୀତମ ପୃଷ୍ଟି,,ସରିତା ସ୍ଵାଇଁ, ମଳୟ କର,ଦେବେନ୍ଦ୍ର ନାୟକ,ପ୍ରତାପ ଗୋଚ୍ଛାୟତ,ମୃତ୍ୟୁଞ୍ଜୟ ଜେନା,ମାନସ ରଞ୍ଜନ ବିଶ୍ଵାଳ,ସୁରେଶ ବରାଳ, ପବିତ୍ର ରାଉତ,ଆଇନଜୀବୀ ତରୁଣ ବିଶ୍ଵାଳ, ଅଶୋକ ଜେନା. ରଞ୍ଜନ ନାୟକ, ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପ୍ରାରମ୍ଭରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ.ମହାନ୍ତି ଉପସ୍ଥିତ ପରିଚାଳନା କମିଟିର ପୂର୍ବତନ କାର୍ଯ୍ୟକର୍ତ୍ତା, ପୁରାତନ ଛାତ୍ର ସଂଘର କାର୍ଯ୍ୟକର୍ତ୍ତା ସମେଟ ସଭ୍ୟ, କଲେଜ ହିତାକଂକ୍ଷି ମାନଂକୁ ସ୍ବାଗତ କରି ସମସ୍ତଙ୍କ ସହଯୋଗ କାମନା କରିଥିଲେ l ସୁବର୍ଣ୍ଣ ଜୟନ୍ତୀ ଉତ୍ସବର ସମାବର୍ତ୍ତନ ଉତ୍ସବ ଆସନ୍ତା ଡିସେମ୍ବର ମାସରେ ସରସ ସୁନ୍ଦର୍ ଭବେ ୩ଦିନ ଧରି ପାଳନ କରାଯିବl ପାଇଁ ଉପସ୍ତିଟ ସମସ୍ତଙ୍କ ସହଯୋଗ କାମନା କରିଥିଲେ l   ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଭାରତ ବର୍ଷର ମହାମହିମ୍ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଯୋଗ ଦେବାକୁ ଅନୁରୋଧ କରିବାକୁ ଓ ଏ ଦିଗରେ ଉଦ୍ୟମ ପାଇଁ ବିଧାୟକ ଶ୍ରୀ ନାୟକଙ୍କୁ ଅନୁରୋଧ କରାଯାଇଥିଲା,  ଏଥିପାଇଁ  ବିଭିନ୍ନ କମିଟି ଗଠନ କରାଯିବ, ବୋଲି ନିଷ୍ପତ୍ତି ଗ୍ରହଣ କରାଗଲା। ପ୍ରାରମ୍ଭରେ ବିଧାୟକଙ୍କୁ  ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଏବଂ କଲେଜ ଅଧ୍ୟକ୍ଷଙ୍କୁ କମିଟିର ଆବାହକ ଭାବେ  ସର୍ବସମ୍ମତି ପ୍ରସ୍ତାବ ଆଗତ ଓ କରତାଳିରେ ଗୃହିତ ହୋଇଥିଲା l ମହାବିଦ୍ୟାଳୟର  ସୁବର୍ଣ୍ଣ ଜୟନ୍ତୀ ସମାବର୍ତ୍ତନ ଉତ୍ସବ  ପାଳନ ଦିଗରେ  ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ବିଧାୟକ ଶ୍ରୀ ନାୟକ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଶେଷରେ ଅଧ୍ୟାପକ ସଲିଳ ରାଜ ନନ୍ଦନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

2 Attachments  •  Scanned by Gmail

Download all attachmentsAdd all to Drive

Leave a Reply

Your email address will not be published. Required fields are marked *