





ନୃସିଂହନାଥ :: ନୃସିଂହନାଥ ଠାରେ ଶ୍ରୀ ଶ୍ରୀ ବିଶ୍ୱକର୍ମା ଓ ଲୁହୁରେନବାଇ ଦେବୀ ପ୍ରତିଷ୍ଠା ଉତ୍ସବରେ ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷାରାଣୀ ବରିହା ମୁଖ୍ୟଅତିଥି ଭାବରେ ଠିକ ସମୟରେ ଉପସ୍ଥିତ ଥିଲେ l ଲ୍ଲୁହୁରା ସମାଜର ବିଶିଷ୍ଟ ବ୍ୟକ୍ତି ଦୂର ଦୂରାନ୍ତରୁ ଆସିଉପସ୍ଥିତ ଥିଲେ l ଉତ୍ସବରେ ପାଇକମାଲ ବ୍ଲକ ଉପ -ଅଧ୍ୟକ୍ଷ ଶ୍ରୀ ସଂଜୀବ ପ୍ରଧାନ, ଲୁହୁରା ସମାଜ ସଭାପତି ଚକ୍ରଧର ଜଗତ, ସମ୍ପାଦକ ହେମନ୍ତ କୁମାର ଗୁରୁ ଉପସଭାପତି ଜୟଲଳ ଗୁରୁ ବାଲ୍ମୀକି ଗୁରୁ ଜୁଗୁନୁ ଗିଧିଲି ଭଟଲିରୁ ସଂଜୀବ ଗୁରୁ ବାଲାଙ୍ଗୀରସଭାପତି ଅତାବିରାରୁ ବାଲେଶ୍ୱର ଗୁରୁ, ମନବୋଧ ଜଗତ ଓ ଭଳୁପତ୍ରା ସଭାପତି ପ୍ରମୁଖ ଯୋଗ ଦେଇଥିଲେ l ମନ୍ଦିରରୁ ବଇଲ ଚଢିଥିଲା ଓ ସଂକୃତିକ କାର୍ଯ୍ୟକ୍ରମ ସହିତ ଗଣ୍ଡାବାଜା ମଞ୍ଚକୁ ଦୁଲୁକେଇ ଦେଇଥିଲା l ସମସ୍ତ ଲୁହୁରା ସମାଜ ଦୃଶ୍ୟ ଉପଭୋଗ କରିଥିଲେ l ଲୁପଖଣ୍ଡ ପଦ୍ମପୁରରୁ ଫକୀର ଦୀପଙ୍କ ରିପୋର୍ଟ କଳିଙ୍ଗାପ୍ରଭା ନିୟୁଜ