ମୋ’ କବିତା ରଖିବ ନାମ

ଶୋଷଣ କଷଣ ଦୁର୍ନୀତି ବିରୁଦ୍ଧେକରିଅଛି ମୁହିଁ ପଣ,ସମାଜର ହିତେ ଲଢ଼େଇ କରିବିଲେଖନୀକୁ କରି ଟାଣ । ଲେଖନୀ ମୁନରେ ଦୁର୍ନୀତିର ମୁଖାଖୋଲିବି…

ଜାତୀୟ ଶହୀଦ ଦିବସ (୨୩ ~ ମାର୍ଚ୍ଚ)

ସମାଜ ସଂସ୍କାରେ ଦେଶ ଜାତି ହିତେଯା’ର ପ୍ରାଣ ବିସର୍ଜନ,ସେହି ଜନ ପ୍ରାପ୍ତ ଶହୀଦ ମାନ୍ଯତାଲଭେ ଦେଶର ସମ୍ମାନ । ଆଇନ ଶୃଙ୍ଖଳା…

ବିଶ୍ବ ଜଳ ଦିବସ

[12:57 pm, 23/3/2025] Manabhai Malkanagiri: ମାନଗୋବିନ୍ଦ ସ୍ବାଇଁ)ଏ ମାନଗୋବିନ୍ଦ ଜଳରେ ଆନନ୍ଦଜଳ ମୋ ସଦା ଜୀବନପାଳିତ ଦିବସ ଜୀବନ ସାହସଜଳ…

ବିଶ୍ବ କବିତା ଦିବସ

କବିତା ଦିବସ ଭାଷାରେ ପ୍ରକାଶକବି ଗଢ଼ାର ମଣିଷମନ ଭାବ ନେଇ ଗଢୁଛି କବିତାକବି ଦୃଢ଼ତା ବିଶ୍ବାସ।କବି ଯେ କବିତା କବିଯେ ଦେବତାଅଳଙ୍କାର…

ପଖାଳ ଦିବସ

ଓଡ଼ିଶା ର ଗର୍ବ ଓଡ଼ିଆ ର ଖାଦ୍ୟଅଟଇ ପ୍ରିୟ ପଖାଳପ୍ରତି ଓଡ଼ିଆଙ୍କ ଆତ୍ମା ଶାନ୍ତି କରେଦେହରେ ଯୋଗାଏ ବଳ —ମାଆ ହାତ…

କୃଷକ

ଭାରତ ଆମର ଯେ’ କୃଷି-ପ୍ରଧାନଦେଶ ଅଟଇ ମହାନ,ଶ୍ରମିକ ସୈନିକ କୃଷକ ମଧ୍ୟରେକୃଷକ ଯେ’ ମହୀୟାନ । କାଦୁଅ – ପାଣିକୁ ସାଙ୍ଗ-ସାଥି…

ନାରୀ

ମାଆ ରୂପେ ନାରୀ କନିଆ ଭ୍ରୁଣକୁକୋରଣା ରେ ଦିଏ କୋରିବୋହୂ ରୂପେ ନାରୀ ଶାଶୁକୁ ଦେଉଛିବୃଦ୍ଧା ଶ୍ରମ ରେ ବଳୀବୃଦ୍ଧା ଶ୍ରମ…

ବିଶ୍ବ ପଖାଳ ଦିବସ ~~୨୦~ମାର୍ଚ୍ଚ~

ଆସ ଆସ ଭାଇ- ଭଉଣୀ ସଭିଁଏଖାଇବା ପଖାଳ ଭାତ,ଖରାଦିନେ ଦେହ ରହିବ ଶୀତଳସ୍ବାସ୍ଥ୍ୟ ସୁରକ୍ଷାରେ ହିତ । ଭିଟାମିନ ସିଡି ପ୍ରାପ୍ତ…

ଭାଇ

,ଭଗବାନଙ୍କର ଅନୋଖା ସମ୍ପର୍କଭାଇ ଅଟେ ତାର ନାମସବୁ ଭଉଣୀ ଙ୍କ ହୃଦର ସ୍ପନ୍ଦନତୁ ଆମ ରଙ୍କ ରତନପଞ୍ଚ ତାରାକା ଙ୍କ ମେଳରେ…

ଦୁର୍ଘଟଣା ଜୀବନ

ଦୁର୍ଘଟଣା ହେଲେ ବହୁତ ଯନ୍ତ୍ରଣାଡାକ୍ତର ପ୍ରଭୁ ଈଶ୍ୱରସେବାରେ ଭକତି ଜନ ଉପକାରଜୀବନ ସେବା ତାଙ୍କର।ଏମିତି କରୁଣା ପ୍ରଭୁ ତାଙ୍କ ସେବାଜୀବନେ ଭୁଲିବା…