କଟକ ମହାନଗର ନିଗମ ପକ୍ଷରୁ ‘ସ୍ୱଚ୍ଛ ସମ୍ବର୍ଦ୍ଧନା ଉତ୍ସବ–୨୦୨୬’ ଉଦ୍‌ଘାଟିତ

• ସ୍ୱଚ୍ଛତା ହିରୋମାନଙ୍କୁ ସମ୍ମାନ ଓ କୃତଜ୍ଞତାର ଦିବସ ପାଳନ• ସହର ପରିବେଶକୁ ସୁନ୍ଦର ରଖିବାରେ ସଫେଇ କର୍ମୀଙ୍କ ଅବଦାନ ଅବିସ୍ମରଣୀୟ:…

ଓଡ଼ିଶା ବନ୍ଦ ପ୍ରସ୍ତୁତି ବୈଠକ ଅନୁଷ୍ଠିତକଟକରେ INDIA ମେଣ୍ଟର ନେତା ଓ କର୍ମକର୍ତ୍ତାଙ୍କ ଯୋଗଦାନ

କଟକ, ୬ ଅକ୍ଟୋବର:ଆସନ୍ତା ୮ ଅକ୍ଟୋବରର ରାଜ୍ୟବ୍ୟାପୀ ଓଡ଼ିଶା ବନ୍ଦକୁ ସଫଳ କରିବା ନିମନ୍ତେ ଆଜି କଟକସ୍ଥିତ ଗାନ୍ଧୀ ଭବନଠାରେ INDIA…

ଭର୍ମିକମ୍ପୋଷ୍ଟ ଓ ପ୍ରାକୃତିକ ଚାଷ ଉପରେ ସିଡବ୍ଲ୍ୟୁଏସ୍‌ର ଦିନିକିଆ ତାଲିମ

ରାୟଗଡ଼(ସୁରେନ୍ଦ୍ର କୁମାର ରଥ ) ସେଣ୍ଟର ଫର ୱାର୍ଲଡ ସଲିଡାରିଟି (ସିଡବ୍ଲ୍ୟୁଏସ୍), ଓଡ଼ିଶା ପକ୍ଷରୁ ବ୍ରେଡ୍ ଫର୍ ଦ ୱାର୍ଲଡ୍ (ବିଏଫଡବ୍ଲ୍ୟୁ),…

ବନବାସୀ ଅଞ୍ଚଳରେ ବରିଷ୍ଠ ନାଗରିକଙ୍କ ସେବା କାର୍ଯ୍ୟ

ରାୟଗଡ଼(ତପନ କୁମାର କାଡ୍ରାକା )ରାୟଗଡ଼ ଜିଲ୍ଲା କୋଲନରା ବ୍ଲକ ଅଧୀନ ଦୁନ୍ଦୁଲି ପଞ୍ଚାୟତର ବନବାସୀ ଗ୍ରାମ ଜାରପାରେ ବରିଷ୍ଠ ନାଗରିକମାନଙ୍କ ପକ୍ଷରୁ…

ଶେଷରେ ଗ୍ରାହକ ଗାଡି ଫେରେଇଲେ ଟାଟା ଶୋ ରୁମକୁ

ଟାଟା ଗାଡି କିଣିବା ଦିନଠାରୁ ହିଁ ଏସି ସମସ୍ୟା ଲାଗିରହିଥିଲା । ୫ମ ଥର ଗାଡି ନେଇ ଛାର ଏସି ସଜାଡ଼ିବାରେ…

ଭାରତୀୟ ବାୟୁସେନା ଦିବସ 🛩️ 8th,Oct: Indian Airforce Day

ଜୟ ହେ ଯବାନ ଆଜି ଭାରତୀୟବାୟୁସେନା’ର ଦିବସ,ଯାହାଙ୍କ ସେବା ଓ ସୁରକ୍ଷା ପ୍ରକଟେମହାନ ଆମରି ଦେଶ । ଯଥାର୍ଥ ସ୍ଲୋଗାନ ହୁଏ…

ବିଶ୍ଵ ଦୃଷ୍ଟି ଦିବସ👀

୨ୟ ଗୁରୁବାର🌚8th: Oct.🌜World Sight Day🌛 ଦୃଷ୍ଟି – ଶୁଭଦୃଷ୍ଟି ଦୂରଦୃଷ୍ଟି ଆଉଅନ୍ତର୍ଦୃଷ୍ଟି ଚାରି ଭେଦ,କେବେ କେଉଁ ଦୃଷ୍ଟି ନିକ୍ଷେପିଲେ ଜନନ…

🌏 ବିଶ୍ବ ତୁଳା (ସୂତା) ଦିବସ🥼 World Cotton Day✍️7th Oct:

ସୃଷ୍ଟିକର୍ତ୍ତା’ଙ୍କର ବିଚିତ୍ର ସୃଷ୍ଟିରେଶୁଭ ମାନବ ଜୀବନ,ସୃଷ୍ଟି ଗନ୍ତାଘରେ ତା’ ପାଇଁ ଆଚ୍ଛନ୍ନଜୀବଜଗତ ଶୋଭନ । ବ୍ଯବହାର ସାଥେ ଉପଭୋଗ ସତେଜନ-ଜୀବନର ମୋହ,ପ୍ରଥମାବସ୍ଥାରେ…

ଜଗତସିଂହପୁର ସଡ଼କ ସୁରକ୍ଷା ସମିତି ତରଫରୁ ସେବା ସଙ୍କଳ୍ପ ଅଭିଯାନ ଉପଲକ୍ଷେ ଦୁଇ ଚକିଆ ପଥଚାରୀ ଙ୍କୁ ହେଲମେଟ ବିତରଣ

ଜଗତସିଂହପୁର ତା ୦୭/୧୦ ରିଖ ବୁଧବାର ଅପରାହ୍ନ ୪.୩୦ ସମୟରେ ଜଗତସିଂହପୁର ପୌରପରିଷଦ ମୁଖ୍ୟ ଫାଟକ ସମ୍ମୁଖରେ ସଡ଼କ ସୁରକ୍ଷା ସମିତି…

ହବିଷ୍ୟାଳୀ ବ୍ରତ ପାଇଁ ପଞ୍ଜିକରଣ ୬ ତାରିଖ ରେ

ପୁରୀ ୫/୧୦ ଚଳିତ ୨୦୨୬ ମସିହାର ହବିଷ୍ୟାଳୀ ବ୍ରତ ବା ରାଈଦାମୋଦର ବ୍ରତ ପାଇଁ ଅକ୍ଟୋବର ୬ ତାରିଖ ମଙ୍ଗଳବାର ରୁ…