ମହାନଦୀ ବିହାର ରେ ‘ ମନ୍ କି ବାତ୍ ‘ ଶୁଣିଲେ ବିଜେପି ନେତା ଓ ଅଞ୍ଚଳ ବାସି


କଟକ ତା ୨୭.୯.୨୬ : ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ମାସିକ ରେଡିଓ କାର୍ଯକ୍ରମ ‘ ମନ୍ କି ବାତ୍ ‘ ର ୧୩୮ ତମ ସଂସ୍କରଣ ଅବସରରେ ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ପକ୍ଷରୁ ମହାନଦୀ ବିହାର ସ୍ଥିତ ଜଗନ୍ନାଥ ମନ୍ଦିରରେ ( ୱାର୍ଡ ନମ୍ବର ୪୭) ପ୍ରାଙ୍ଗଣରେ ଚୌଦ୍ୱାର କଟକ ନେତା, ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରଭାତ ରଂଜନ ବିଶ୍ବାଳ ଙ୍କ ନେତୃତ୍ୱରେ ସାମୁହିକ ଶ୍ରବଣ କାର୍ଯକ୍ରମ ଅନୁଷ୍ଟିତ ହୋଇଥିଲା।
ଏହି କାର୍ଯ୍ୟକ୍ରମ ରେ କଟକ ଜିଲ୍ଲା ବିଜେପି ଉପସଭାପତି ଶ୍ରୀ ସୁନିଲ ଦ୍ୱିବେଦୀ, ଜୟଦେବ ପୃଷ୍ଟି, ଦୀପ୍ତି ସ୍ବାଇଁ, ମନୋରଂଜନ ସାହୁ, ଅମ୍ବିକା ପ୍ରସାଦ ସାମଲ , ୱାର୍ଡ ନମ୍ବର ୪୨ ର କର୍ପୋରେଟର ମୀନା ସାହୁ, ସଞ୍ଜୟ ଜେନା, ହିମାଂଶୁ ଷଡ଼ଙ୍ଗୀ, ବିଶ୍ବମ୍ବର ପ୍ରଧାନ, ମଦନ ମୋହନ ଜେନା, ପୁଷ୍ପ ଲତା ସାହୁ, ମଧୁସ୍ମିତା ପ୍ରଧାନ, ରିନୁ ମିଶ୍ର, ମହମ୍ମଦ ଫରିଦ୍, ରବୀନ୍ଦ୍ର ନାଥ ତ୍ରିପାଠୀ, ସୂର୍ଯ୍ୟକାନ୍ତ ମିଶ୍ର, ପ୍ରମୋଦ ଦାସ , ଶରତ ଚନ୍ଦ୍ର ପାଣି, ଗୋଲଖ ଚନ୍ଦ୍ର କାନୁନଗୋ, ବାବୁଲି ଦାସ, ସରୋଜ ପ୍ରସାଦ ସ୍ବାଇଁ, ଜ୍ଞାନ ରଞ୍ଜନ ଦାସ, ପ୍ରହଲ୍ଲାଦ ମହାନ୍ତି, କାବୁଲା ଆଚାର୍ଯ୍ୟ, ନାରାୟଣ ସାହୁ, ପ୍ରଭାକର ରଣା,ଅଶୋକ ମିଶ୍ର,ଦିଲ୍ଲୀପ ସାହୁ, ରାଜେଶ ସାହୁ, ଅଚ୍ୟୁତାନନ୍ଦ ଘୋଷ, ଖିତିଶ ପାତ୍ର, ଅଜୟ ମହାନ୍ତି, ସୁଶାନ୍ତ ରାଉତରାୟ,ଶୁଭମ ପ୍ରିୟଦର୍ଶିନୀ ଉପସ୍ଥିତ ଥିଲେ ବୋଲି ମିଡ଼ିଆ ସେଲ ସଂଯୋଜକ ମାନସ ମହାନ୍ତି ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *