ଶ୍ରୀ ବିଦ୍ୟା ମେମୋରିଆଲ ଟ୍ରଷ୍ଟ ତରଫରୁ ବନ୍ୟା ପ୍ରଭାବିତ ପରିବାର ଙ୍କୁ ବିସ୍କୁଟ ଆଉ ପାଉଁରୁଟି ବଣ୍ଟନ


ବାରିପଦା -ଉଦଳା,ତା୨୭/୦୯/୨୦୨୬“
କଇଁ ସାରି ଗ୍ରାମ ର ରେଢା ଘୁଶ
ଏବଂ ବାବୁ ସାହିରେ ବନ୍ୟାପ୍ରଭାବିତ ୭୦ ପରିବାର ର ଲୋକ ମାନଙ୍କୁ ଶ୍ରୀ ବିଦ୍ୟା ମେମୋରିଆଲ ଟ୍ରଷ୍ଟ ତରଫରୁ ଅଶ୍କଦ୍ୟ ଦିନାଙ୍କ ୨୭.୯.୨୦୨୬ ରବିବାର ଦିନ ପାଉ ରୁଟି ଆଉ ବିସ୍କୁଟ ବଣ୍ଟନ କରାଯାଇ ଅଛି।ଉକ୍ତ କାର୍ଯ୍ୟ କ୍ରମ ରେ ଶ୍ରୀ ବିଦ୍ୟମେମିରିଆଲ ଟ୍ରଷ୍ଟ ରଶ୍କ ଚେୟାରମେନ ଶ୍ରୀ ଦୁଳମଣି ପୁହାଣ ଏବଂ ପତ୍ନୀ ଶ୍ରୀ ମତି ସୁଭଦ୍ରା ରାଉତ,ଏବଂ ଟ୍ରଷ୍ଟ ର ଅନ୍ୟାନ୍ୟ ସଭ୍ୟ ତଥା ଗ୍ରାମର ଯୁବ ଗୋଷ୍ଟି ଙ୍କ ସହାୟତାରେ ସଫଳତା ର ସହ ସମ୍ପାଦନ କରା ଯାଇଅଛି।
ଦୀନବନ୍ଧୁ ବାରିକ
(ମୟୂରଭଞ୍ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *