ବିଶ୍ବ ଇଚ୍ଛା ଦିବସ ✍️ ୨୯ : ଅପ୍ରେଲ

ଇଚ୍ଛା ସ୍ବପ୍ନ ଆଉ ଚାହିଦା ତ୍ରିବିଧତ୍ରିଭୁଜର ତିନି ବିନ୍ଦୁ,ଇଚ୍ଛା ଜୁଆରରେ ଚାହିଦା ବି ଭଟ୍ଟାସ୍ବପ୍ନ ଯେ’ ଅମାପ ସିନ୍ଧୁ । ଚାହିଦା…

ଅନ୍ତର୍ଜାତୀୟ ନୃତ୍ୟ ଦିବସ International Dance Day29th April ✍️ ୨୯ ଅପ୍ରେଲ

ଖାଦ୍ୟ ବସ୍ତ୍ର ବାସ ମୌଳିକ ଚାହିଦାବଞ୍ଚିବା ପାଇଁ ଜୀବନ,କିନ୍ତୁ କର୍ମେ ସୁଖ ଶାନ୍ତି-ପ୍ରୀତି ବିନାଜୀବନର ମୂଲ୍ଯ ହୀନ । ସୁଖ-ଶାନ୍ତି ବିନା…

ହେ ମଧୁସୂଦନ (ତା: ୨୮-୦୪-୧୮୪୮)>୧୭୯ ଜୟନ୍ତୀ

ଉତ୍କଳ ଗୌରବ ଉତ୍କଳ ଜନକଉତ୍କଳ ଜାତି ନମସ୍ଯ,ଉତ୍କଳର ଜ୍ଯୋତି: ଉତ୍କଳର କୀର୍ତ୍ତିହେ ମଧୁସୂଦନ ଦାସ ! ଜନକ ଚୌଧୁରୀ ରଘୁନାଥ ଦାସଜନନୀ…

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରେ ପୁଷ୍ପମାଲ୍ୟାର୍ପଣ

କୋରାପୁଟ ( କ ବ୍ୟୁ ) ତା ୨୮. ୦୪. ୨୬ : ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରେ ଉପଲକ୍ଷେ…

ସାମ୍ବାଦିକଙ୍କୁ ସରକାରଙ୍କ ପ୍ରତାରଣା ତିନି ଦଫା ଦାବି ନେଇ ଧାରଣା ଦେଲେ ସାମ୍ବାଦିକ ।

ଅନୁଗୋଳ ( କ ବ୍ୟୁ ) : ଓଡିଶା ସାମ୍ବାଦିକ ୟୁନିଅନ (ଓୟୁଜେ) ଆହ୍ବାନ ରେ “ସାମ୍ବାଦିକଙ୍କୁ ସରକାରଙ୍କ ପ୍ରତାରଣା” ବିରୁଦ୍ଧରେ…

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ୬୫୨ ହିତାଧିକାରୀଙ୍କୁ ୩.୬୧ କୋଟିରୁ ଉର୍ଦ୍ଧ୍ୱ ସହାୟତା ରାଶି ପ୍ରଦାନ

ଅନୁଗୋଳ  ( କ ବ୍ୟୁ ) ୧/୦୫ : ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ଆଜି ସ୍ଥାନୀୟ…

“ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ”

ବାରିପଦା ( କ ବ୍ୟୁ )ତା୦୧/୦୫/୨୦୨୬ : ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ଆଜି ବାରିପଦା ଜିଲ୍ଲା ଆଇନ ସେବା ପ୍ରାଧିକରଣ…

ଦ୍ୱାଦଶ ପରୀକ୍ଷାର ଫଳାଫଳ ଘୋଷିତ 90%ରୁ ଅଧିକ ମାର୍କ ସହିତ ଟପ୍ପର, ଶତ ପ୍ରତିଶତ ରେଜଲ୍ଟ

ରାଜଗାଙ୍ଗପୁର (କ.ବ୍ୟୁ) : ରାଜଗାଙ୍ଗପୁର ଅବସ୍ଥିତ ନିର୍ମଳା ଇଂରାଜୀ ବିଦ୍ୟାଳୟର ଚଳିତ ବର୍ଷ ମାଟ୍ରିକ (ICSE) ଏବଂ ମଧ୍ୟମିକ ପରୀକ୍ଷାରେ ୧୦୦%…

ପୁରୀ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ

ପୁରୀ, (କ ବ୍ୟୁ)୧/୫ : ପ୍ରତ୍ୟେକ ଶ୍ରମିକ ରାଷ୍ଟ୍ର ଗଠନର ବିଶ୍ବକର୍ମା।ସେମାନଙ୍କ ସମ୍ମାନ ଓ ସୁରକ୍ଷା ପାଇଁ ସରକାର ପ୍ରତିଶ୍ରୃତିବଦ୍ଧ ବୋଲି…

ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାରେ ପ୍ରବଳ ବର୍ଷା ପବନ ଯୋଗୁଁ ଅଟକି ଗଲା ଚାପ

ପୁରୀ (କ ବ୍ୟୁ)୩୦/୪ : ପୁଣି ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାରେ ଅଭାବନୀୟ ଦୃଶ୍ୟ । ଆଜି ସନ୍ଧ୍ୟାରେ ଦିନ ଚାପ ଅନୁଷ୍ଠିତ…