ତିନୋଟି ନୂତନ ଉପକ୍ରମର ଘୋଷଣାକଲେ କେନ୍ଦ୍ରସୂଚନା ଏବଂ ପ୍ରସାରଣମନ୍ତ୍ରୀ ଅଶ୍ୱିନୀବୈଷ୍ଣବ

ନୂଆଦିଲ୍ଲୀ : କେନ୍ଦ୍ରସୂଚନା ଓ ପ୍ରସାରଣମନ୍ତ୍ରୀଅଶ୍ୱିନୀବୈଷ୍ଣବଆଜିତିନୋଟିପ୍ରମୁଖଉପକ୍ରମରଘୋଷଣାକରିଛନ୍ତି । ଏସବୁଉପକ୍ରମଭାରତରଗଣମାଧ୍ୟମ, ପ୍ରସାରଣଏବଂଡିଜିଟାଲକ୍ଷେତ୍ରକୁସୁଦୃଢ଼କରିବାସହିତସୃଜନଶୀଳଅର୍ଥବ୍ୟବସ୍ଥାକୁପ୍ରୋତ୍ସାହନଦେବ।ଏହିତିନୋଟିଉପକ୍ରମରୁପ୍ରଥମଟିହେଉଛି- ଏଆଇଦକ୍ଷତାବିକାଶକାର୍ଯ୍ୟକ୍ରମ। ଗୁଗଲଏବଂୟୁଟ୍ୟୁବରସହଭାଗିତାରେଭାରତରସୃଜନଶୀଳପ୍ରଯୁକ୍ତିପ୍ରତିଷ୍ଠାନ (ଆଇଆଇସିଟି) ମାଧ୍ୟମରେଏହାକାର୍ଯ୍ୟକାରୀହେବ। ଦ୍ୱିତୀୟଉପକ୍ରମଟିହେଉଛି ୱେଭ୍ସଓଟିଟିପ୍ଲାଟଫର୍ମଜରିଆରେନାଗରିକଙ୍କୁକଣ୍ଟେଣ୍ଟବାକାର୍ଯ୍ୟକ୍ରମପ୍ରସ୍ତୁତିରେସହାୟତାକରିବାଲାଗିମାଇ ୱେଭ୍ସପ୍ଲାଟଫର୍ମରଶୁଭାରମ୍ଭ। ଏହାସହିତଡିଡି…

ନୟାଗଡରେ ନୂତନ ଚିନିକଳ ସ୍ଥାପନ ପାଇଁ ସର୍ଭେ ଆରମ୍ଭ

ନୟାଗଡ ( କ ବ୍ୟୁ ) : ନୟାଗଡରେ ଚିନିକଳ ସ୍ଥାପନ ପାଇଁ ପ୍ରକ୍ରୀୟା ଆରମ୍ଭ ହୋଇଛି । ପୁରୁଣା ଚିନିକଳର…

୭ ଡକାୟତ ଗିରଫ : ଖଣ୍ଡା, ଲୁହା ରଡ, ବୋମା ଜବତ

ପୁରୀ ୨୩/୩ ( କ ବ୍ୟୁ ) (ବଳରାମ ତ୍ରିପାଠି) : ଡକାୟତ ପାଇଁ ଯୋଜନା ପ୍ରସ୍ତୁତି ଓ ଉଦ୍ୟମ ଅଭିଯୋଗରେ…

ବସଷ୍ଟାଣ୍ଡରେ ଭୟାବହ ଅଗ୍ନିକାଣ୍ଡ।ଯାତ୍ରୀବାହୀ ବସରେ ଲାଗିଲା ନିଆଁ

ପୁରୀ ୨୩/୩, ( କ ବ୍ୟୁ ) (ବଳରାମ ତ୍ରିପାଠି): ବସଷ୍ଟାଣ୍ଡରେ ଭୟାବହ ଅଗ୍ନିକାଣ୍ଡ।ଯାତ୍ରୀବାହୀ ବସରେ ଲାଗିଲା ନିଆଁ ଗାଡି ନମ୍ବର…

ଅଗ୍ନି ବିପନ୍ନ ପରିବାରକୁ ସମାଜ ବିକାଶ କର୍ମଜୀବୀ କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ସହାୟତା ପ୍ରଦାନ

ଚଣ୍ଡିଖୋଲ,୨୩/୩(କବ୍ୟୁ) ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ଅଣକା ପଞ୍ଚାୟତ ଅଧିନସ୍ଥ ମହାଦେଇ ପୁର ଗ୍ରାମର ଦଳିତ ସାହି ରେ ଗତ ୧୫ ତାରିଖରେ…

ଡ ରାମମନୋହର ଲୋହିଆ ଜୟନ୍ତୀ ଓ ଭଗତ ସିଂ ଫାଶୀ ଦିବସ ପାଳିତ।

ବ୍ରହ୍ମପୁର ୨୩/୩: ସ୍ଥାନୀୟ ନବୀନ ଭବନ ଠାରେ ବରିଷ୍ଟ ସାମ୍ବାଦିକ ରବି ରଥ ଙ୍କ ଅଧକ୍ଷତା ରେ ରାମ ମନୋହର ଜୟନ୍ତୀ…

ଲମତାପୁଟରେ ମିଳିତ ଜନଶୁଣାଣୀ ଶିବିର

​ଲମତାପୁଟ , ( କ ବ୍ୟୁ ) :ସ୍ଥାନୀୟ ଲମତାପୁଟ ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ…

“ଜନଗଣନା -୨୦୨୭ ପରିପ୍ରେକ୍ଷୀରେ ସୁପରଭାଇଜର ଓ ଗଣନାକାରୀଙ୍କ ପାଇଁ ରାଇରଙ୍ଗପୁରରେ ପ୍ରଶିକ୍ଷଣ ଶିବିର ଆରମ୍ଭ”

ରାଇରଙ୍ଗପୁର(କ:ବ୍ଯୁ)ତା ୨୩-୦୩-୨୦୨୬ବିକଶିତ ଭାରତ @୨୦୪୭ର ମୂଳଦୁଆକୁ ସୁଦୃଢ ଓ ସଶକ୍ତ କରିବା ତଥା ଭବିଷ୍ୟତରେ ସଠିକ ନୀତି ନିର୍ଦ୍ଧାରଣ, ସମ୍ବଳର ସଠିକ…

“କପ୍ତିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନଶୁଣାଣୀ : ୯୯ ଅଭିଯୋଗର ଶୁଣାଣୀ କଲେ ଜିଲ୍ଲାପାଳ”

ବାରିପଦା/ଉଦଳା(କ:ବ୍ଯୁ) ତା.୨୩/୦୩/୨୦୨୬ : ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କପ୍ତିପଦା ଉପଖଣ୍ଡ ଉଦଳାର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ଜନଶୁଣାଣୀ…

“ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ କପ୍ତିପଦା ଉପଖଣ୍ଡ ପ୍ରଶାସନ ତରଫରୁ ପ୍ରସ୍ତୁତି ବୈଠକ”

ବାରିପଦା/ଉଦଳା(କ:ବ୍ଯୁ) ତା୨୩/୦୩/୨୦୨୬ : ଓଡ଼ିିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ କପ୍ତିପଦା ଉପଖଣ୍ଡ ପ୍ରଶାସନ ତରଫରୁ…