

ପାରାଦ୍ଵୀପ ୮/୩ : ପାରାଦୀପ କୁଜଙ୍ଗ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ଜନ୍ମ ମୂର୍ତ୍ୟ ପ୍ରମାଣ ପତ୍ର ସେକସନ ରେ ଲାଞ୍ଚ କାରବାର କୁ ନେଇ ତୁମୁଳ କାଣ୍ଡ, l କିଛି ସମୟ ରୋଗୀ ସେବା ବାଧା ପ୍ରାପ୍ତ, l ସୂଚନା ରୁ ପ୍ରକାଶ ଯେ ଶିବ ଚରଣ ବେହେରା ଘର ବିବଛ ପୁର ଜନ୍ମ ପ୍ରମାଣ ପତ୍ର ପାଇଁ ଗତ ୨୨/୫/୨୦୨୫ ରୁ ସବୁ ପ୍ରମାଣ ପତ୍ର ଜନ୍ମ ମୂର୍ତ୍ୟ ସେକସନରେ କାମ କରୁଥିବା ମମତା ମଣ୍ଡଳଙ୍କୁ ଦେଇଥିଲେ ଓ ୧୯୬୯ ଆକ୍ଟ ରେ ଜନ୍ମ ସାଠିପିକେଟ କରାଇ ଦେବାକୁ କହି ୩୦୦୦ ଟଙ୍କା ଲାଞ୍ଚ ମାଗି ଥିଲେ,l ଶିବ ଚରଣ ବେହେରା ମମତା ମଣ୍ଡଳଙ୍କୁ ୧୦୦୦ ଟଙ୍କା ଦେଇ ଥିଲେ, ଆଉ ୨୦୦୦ ଟଙ୍କା ଜନ୍ମ ସାଠିଫିକେଟ ନେଲା ବେଳକୁ ଦେବେ ବୋଲି କହିଥିଲେ ଓ ଅଧିକାରିଣୀ ଜଣଙ୍କ ଏନୋସି ଅଡ଼ର ୧୯୬୯ ଆକ୍ଟ ରେ ଅଡ଼ର ଭାହାର କରି ଗୋଟେ କପି ଶିବ ଚରଣ ବେହେରା ଙ୍କୁ ଦେଇ ଥିଲେ କହିଥିଲେ ଏହି ୧୯୬୯ ଏନୋସି ଅଡ଼ର ତହସିଲଦାର ଙ୍କୁ ଦେଖାଇ କରି ଆଣ,l ଶିବ ଚରଣ ବେହେରା ଯାଇଁ ତହସିଲଦାର ଙ୍କୁ ୧୯୬୯ ଆକ୍ଟ ଅଡ଼ର କପି ନେଇ ତହସିଲଦାର ଙ୍କୁ ଦେଖାଇ ଥିଲେ,l ତହସିଲରେ ଏହି, ୧୯୬୯ ଆକ୍ଟ ଅଡ଼ର ସିଟ ଦେଖି ସାଙ୍ଗେ ସାଙ୍ଗେ ମନା କରିଥିଲେ ଏହି ଆକ୍ଟ ରେ ଜନ୍ମ ସାଠିପିକେଟ ଏଠି ଭାହାରି ପାରିବନି,l ଜଗତସିଂହପୁର ଯାଇଁ ସବ କଲେକ୍ଟର ଙ୍କୁ ଦେଖାଓ ବୋଲି କହିଥିଲେ ଶିବ ଚରଣ ବେହେରା ନିରାଶ ହୋଇ ସାତ ମାସ ଧରି ଅଧିକାରୀଣି ଜଣଂକୁ ପାଉ ନ ଥିଲେ ହଟାତ ଆସି ଦେଖିଲେ ଅଧିକାରୀଣି ଜଣଙ୍କ ଛୁଟି କାଟି ସାତ ମାସ ପରେ ସାଠିଫିକେଟ ସେକସନରେ ରେ ଅଛନ୍ତି ତାଙ୍କୁ ଯାଇଁ ପଚାରିଲା ବେଳକୁ ଏକ ଟୋପି ପିନ୍ଧା ଯୁବକ ହଟାତ ଆସି ଦେଖାଇ ଥିଲେ ଦାଦାଗିରି ଅଧିକାରିଣୀ ମମତା ମଣ୍ଡଳ କହି ଥିଲେ ସେ ଟୋପି ପିନ୍ଧା ଯୁବକ ମୁହଁକୁ ଦଶ ହଜାର, ଫୋପାଡ ଏମିତି କି ମେଡିକାଲ ସୂପରି ଟେନ୍ଦେଣ୍ଟେ ଙ୍କ କଥାକୁ ବି ବେଖାତିର ନ କରି ଟୋପି ପିନ୍ଧା ଯୁବକ ଦାଦାଗିରି କରି ଚାଲିଲେ ପରିସ୍ଥିତି ଆଣ ଆୟତ ହେବାରୁ ପୋଲିସକୁ ମଧ୍ୟ୍ୟ ଖବର ଦିଆ ଯାଇଥିଲା, ପୋଲିସ ଆସିବା ପରେ ବି ଥମି ନଥିଲା ଟୋପି ପିନ୍ଧା ଯୁବକ ଙ୍କ ଦାଦାଗିରି, ଏମିତି କି ଯେତେ କହିଲା ପରେ ବି ପୋଲିସ ସାମ୍ନାରେ ପୋଲିସ ଓ ମିଡ଼ିଆ ର ଭିଡ଼ିଓ କରିବାକୁ ପଛାଇ ନ ଥିଲେ ଟୋପି ପିନ୍ଧା ଯୁବକ ଜଣଙ୍କ,ଏଇଠି ଗୋଟେ ପ୍ରଶ୍ନ ଆସୁଛି ଟୋପି ପିନ୍ଧା ଯୁବକ ଜଣଙ୍କ କିଏ, କିଏ ତାକୁ ଡାକିଥିଲା ସାଠି ପିକେଟ ଭେକେସନ ଭିତରକୁ ଯିବା ପାଇଁ କିଏ ଦେଇଥିଲା ଅନୁମତି, କାହା ଅନୁମତି ନେଇ ସାଠିପିକେଟ ସେକସେନ ଭିତରକୁ ଯାଇଁ ଦେଖାଇ ଥିଲେ ଦାଦାଗିରି, ଏ ଘଟଣା ପରେ ହଠାତ ଅଧିକାରିଣୀ ମମତା ମଣ୍ଡଳଙ୍କୁ ଏକ ମୋଟର ସାଇକେଲ ରେ ବସାଇ ଚମ୍ପଟ ମାରିଥିଲେ,l ଏ ସମର୍କ ରେ ଶିବ ଚରଣ ବେହେରା କୁଜଙ୍ଗ ଥାନା ଏକ ଲିଖିତ ଅଭିଯୋଗ କରିଛନ୍ତି ! ପାରାଦ୍ଵୀପ ରୁ ପୁରୁଷୋତ୍ତମ ଶତପଥୀ ଙ୍କ ରିପୋର୍ଟ୍