ସଂଘବଦ୍ଧ ମରଣାନ୍ତକ ଆକ୍ରମଣରେ ବ୍ୟବସାୟୀ ଗୁରୁତର : ଆଦର୍ଶ ଥାନାର ଦ୍ୱାରସ୍ଥ ହେଲେ ପତ୍ନୀ ଓ ପରିବାର

ପାରାଦୀପ – ଜନୈକ ହୋଟେଲ ବ୍ୟବସାୟୀ ଙ୍କୁ ସଂଘବଦ୍ଧ ଆକ୍ରମଣରେ ସେ ଗୁରୁତର ଆହତ ହୋଇ ଭୁବନେଶ୍ୱର ରେ ଏକ ଘରୋଇ…

କୋରାପୁଟ ଠାରେ ଜ଼ିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ

କୋରାପୁଟ-୨୯.୧୨.୨୫-କୋରାପୁଟ ସ୍ଥାନୀୟ ସଦଭାବନା ସଭା ଗୃହ ପରିସରରେ ଜ଼ିଲ୍ଲାପାଳ ଶ୍ରୀ ମନୋଜ ସତ୍ଯୱାନ ମହାଜନଙ୍କ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ…

କୋରାପୁଟ ମାଟି ସମାଜରେ ଶାନ୍ତି, ସରଳତା ଓ ଭଲପାଇବାର ମହକ ବାଣ୍ଟିଥାଏ–ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର/କୋରାପୁଟ୨୧ ଡିସେମ୍ବର ୨୦୨୫ ୧୯୯୬ ମସିହାରୁ କୋରାପୁଟର କଳା, ସଂସ୍କୃତି, ପରମ୍ପରା ଓ ଐତିହକୁ ଉଜ୍ଜୀବିତ କରି ରଖିବା ସହିତ ଏହାର…

ନୂତନବର୍ଷ ରେ ନେତାଙ୍କ ଘରେ ସମର୍ଥକ ଙ୍କ ଭିଡ଼ 

ଚଣ୍ଡିଖୋଲ ,୩/୧(କବ୍ୟୁ) ନେତା ଓ କର୍ମୀ ଗୋଟିଏ ମୂଦ୍ରା ର ଦୁଇଟି ପାର୍ଶ୍ୱ। ଜଣକୁ ଛାଡ଼ି ଅନ୍ୟ ଜଣକର କଲ୍ପନା କରାଯାଇ…

ଲିଙ୍ଗଗତ ସମ୍ବେଦନଶିଳତା ଓ ସମୟର ଆବଶ୍ୟକତା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ।

ଚଣ୍ଡିଖୋଲ,୨୯/୧୨(କ ବ୍ୟୁ) ବଡଚଣା ବ୍ଲକ୍ ଅନ୍ତର୍ଗତ ନୂଆ ହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ଶକ୍ତିଶ୍ରୀ ଆନୁକୂଲ୍ୟରେ ଲିଙ୍ଗଗତ ସମ୍ବେଦନଶିଳତା ଓ…

ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ।

ଚଣ୍ଡିଖୋଲ, ୨୧/୧୨( କ ବ୍ୟୁ)ବଡଚଣା ବ୍ଲକ୍ ଅନ୍ତର୍ଗତ ନୂଆ ହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ସାଂସ୍କୃତିକ ପରିଷଦ ପକ୍ଷରୁ+୨ଓ+୩ଛାତ୍ର ଛାତ୍ରୀ…

ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଓ କର୍ମଚାରୀ ଙ୍କ ବିରୋଧ ରେ। ସାମ୍ବାଦିକ ଙ୍କୁ ମାଡ ମାରିବା ସହ ମୋବାଇଲ ଓ ଗାଡି ଛଡ଼ାଇ ନେବା ଅଭିଯୋଗ ।

ପାଲଲହଡ଼ା- ଅନଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଅଧିକାରୀ ଡାଃ ଶଶିକାନ୍ତ ବେହେରା ନିଜ ସହକର୍ମୀ ମାନଙ୍କ…

ପିଏମଶ୍ରୀ ରାଷ୍ଟ୍ରୀୟ ସରକାରୀ ଉଚ୍ଚ ବିଦ୍ୟାଳୟରେ ପିଏମଶ୍ରୀ ଉତ୍ସବ ଅନୁଷ୍ଠିତ

ରାଜଗାଙ୍ଗପୁର: 6 ଜାନୁଆରୀ 2026, ମଙ୍ଗଳବାର ସକାଳ ସାଢେ 10 ଘଟିକା ସମୟରେ, ରାଜଗାଙ୍ଗପୁର ସ୍ଥିତ ପିଏମଶ୍ରୀ ରାଷ୍ଟ୍ରୀୟ ସରକାରୀ ଉଚ୍ଚ…

ଜୀବନ ପ୍ରବାହ

ସୁଖ ଅଛି, ଦୁଃଖ ଅଛିଦୁହେଁ ବି ନାହାଁନ୍ତିକଳକଳ ଜୀବନ ପ୍ରବାହକାରଣ, ଜୀବନଟା ଜୀବନ କେବଳ । ପାପ ଅଛି, ପୁଣ୍ଯ ଅଛିଦୁହେଁ…

ଦୋଷ

ଭାବିଥାଏ ଅନେକଥରଆମ ଘର ମୂଷାଗୁଡ଼ାଙ୍କୁ ମାରି ଦେବାକୁକିମ୍ବା ତଡ଼ିଦେବାକୁ ହେବ ।କେତେବେଳେ ଯନ୍ତା କିଣିଥାଏ ତଆଉ କେବେ ବଜାରରୁ ଆଣିଥାଏ ବିଷକିନ୍ତୁ…